କଳିଙ୍ଗ ଗଣନାଟ୍ୟ Lead Actress ୠଦ୍ରୀ ( Rudri ) ଙ୍କ ଡ୍ୟାନ୍ସ ରେ ନାଚିଲେ ଦର୍ଶକ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି …

ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ସମୟରେ ଅଲିଉଡ ଅଭିନେତ୍ରୀ ମାନଙ୍କର ବିଭିନ୍ନ ପ୍ରକାରର ପୋରଫୋମେନ୍ସ ର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ ଓ ଯାହାକୁ ଦେଖିବା ଫଳରେ ଆମର ମନରେ ଶାନ୍ତି ଭରିଯାଇଥାଏ | ତେବେ ଯାତ୍ରା ର ମହା ମଞ୍ଚରେ ସେହିଭଳି ନିଜର ଡାନ୍ସ ଆଉ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ରୁଦ୍ରୀ | ଆଉ ତାଙ୍କର ଏହି ଭଳି ଷ୍ଟେଜ ପ୍ରଗ୍ରାମ କୁ ଦେଖି ଦର୍ଶକ ମାନେ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଦେଖିବାକୁ ପାଉଥିବେ ଆଜିକାଲି ଅଲିଉଡ ଅଭିନେତ୍ରୀ ମାନେ ବିଶେଷ କରିକି ଅନେକ ପ୍ରକାରର ଷ୍ଟେଜ ପ୍ରଗ୍ରାମ ରେ ଗେଷ୍ଟ ଭାବରେ ଯାଉଥିବାର ନଜର ଆସୁଥିବାର | ଆଉ ଯେଉଁଠି ସେହିଭଳି ଜଣେ ଚୁଳ ବୁଲ ନାୟିକା ଜଣଙ୍କର ଝଲକ ଦେଖିବାକୁ ମିଳିଛି | ଆଉ ଯେଉଁଠି କଳିଙ୍ଗ ଗଣନାଟ୍ୟ ରେ ଦେଖିବାକୁ ମିଳିଛି ଜ୍ୟୋତ୍ସମିନ ଙ୍କର ଦମଦାର ପ୍ରଗ୍ରାମ | ଆଉ ଯାହାକୁ ଆପଣ ମାନେ ରୁଦ୍ରୀ ଭାବରେ ଜାଣିଛନ୍ତି | ତେବେ ଅନେକ ପ୍ରକାରର ସିରିଏଲ କରିକି ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ରୁଦ୍ରୀ |

ତେବେ ମାୟା ସିରିଏଲ କରି ସେ ଲୋକ ମାନଙ୍କର ଘରେ ଘରେ ପ୍ରତେକ ଓଡିଶା ବାସୀ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଏହି ଅଭିନେତ୍ରୀ ଜଣକ |ଆଉ ଯାହା ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ମୁଖ୍ୟ ଅତିଥି ଭାବରେ ଯାଇଛନ୍ତି ରୁଦ୍ରୀ | ନିଜର ସିରିଏଲ ର ଡାଇଲଗ ପ୍ରଥମେ ଦର୍ଶକ ମାନଙ୍କ ପାଇଁ କହିଥିଲେ, ଆଉ ଦର୍ଶକ ମାନଙ୍କର ଏତେ ସଂଖ୍ୟାରେ ଭଲ ପାଇବା ଦେଖିକି ସେ ବହୁତ ଖୁସି ହେବା ସହିତ ଦର୍ଶକ ମାନଙ୍କୁ ତାଙ୍କର ଧନ୍ୟବାଦ ମଧ୍ୟ ଜଣାଇଥିଲେ |ଆଉ ତାହା ପରେ ରୁଦ୍ରୀ ଏକ ସୁନ୍ଦର ଗୀତ ରେ ଡାନ୍ସ ମଧ୍ୟ କରିବାକୁ ଲାଗିଥିଲେ ଷ୍ଟେଜ ଉପରେ ଆଉଁ ଦର୍ଶକ ମାନଙ୍କର ମନୋରଞ୍ଜନ କରିବାକୁ ଲାଗିଥିଲେ |

ଆଉ ଯାହା ଦେଖିବାକୁ ମିଳିଥିଲା କି ରୁଦ୍ରୀ “ପଲ ପଲ ପଡେ ପଲକ ମୋ ” ଗୀତ ରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ | ଆଉ ଯାହା ଦେଖିବାକୁ ମିଳିଥିଲା କି ଦର୍ଶକ ମାନେ ମଧ୍ୟ ତାଙ୍କର ସେହି ଡାନ୍ସ ଆଉ ଅଭିନୟ ରେ ପୁରା ପୁରୀ ଝୁମିବା ସହିତ ମୋତୁଆଲା ହୋଇ ଯାଇଥିଲେ | ଆଉ ତାଙ୍କର ଡାନ୍ସ ରେ ଦର୍ଶକ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଥିଲେ | ଯାହା ଏବେ ଏହି ଭିଡିଓ ବର୍ତ୍ତମାନ ସୋସାଇଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment