ଦେଖନ୍ତୁ EXCLUSIVE :ଭିଡିଓ ହେ ଭଗବାନ ! କାନ ଭିତରେ ଆଁ କରିଛି ସାପ ! ଭିଡିଓ ଟି ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ… ?

ବନ୍ଧୁଗଣ ଆପଣମାନେ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଶୁଣିଥିବେ |ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ ଜଣେଇବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଚକିତ ହେବେ ମଧ୍ୟ୍ୟ | ଆପଣମାନେ ଆଗରୁ ସାପ ବିଷୟରେ ଜାନିଥିବେ, ଯାହାକୁ ଦେଖିଲେ ବଡ଼ ଠୁ ଛୋଟ ପିଲା ଯାଏ ସମସ୍ତେ ଭୟରେ ଚକିତ ହୋଇଯାନ୍ତି |ସାପ ଏକ ବିଷାକ୍ତ ଯିବ ଅଟେ, ତେଣୁ ସମସ୍ତେ ସାପ ପ୍ରତି ସତର୍କ ହେବା ସହ ସଚେତନ ମଧ୍ୟ୍ୟ ହୋଇଥାନ୍ତି |ଜଣେ ଯୁବତୀ ଙ୍କ ଅସାବଧାନତା ହେତୁ ଘଟି ଯାଇଛି ଏକ ବଡ ଘଟଣା ଆସନ୍ତୁ ଜାଣିବା ସାପକୁ ନେଇଘାଟିଥିବା ସମ୍ପୂର୍ଣ ଘଟଣା ବିଷୟରେ ଯାହା ଶୁଣିଲେ ଆପଣ ଚକିତ ହେବା ସହ ସଚେତନ ମଧ୍ୟ୍ୟ ହୋଇଯିବେ |
ଏପରି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ ସହିତ, ଏହା ଏକ ସାପକୁ ନେଇ ଘଟିଛି | ସାପଟି ପଶିଯାଇଛି ସେହି ଯୁବତୀ ଙ୍କ କାନରେ |ସାପ ନାଁ ଶୁଣିଲେ ଆପଣ ମାନଙ୍କୁ ଚକିତ ଲାଗିବ ନିଶ୍ଚିତ, ସାପକୁ ଦେଖିଲେ ବଡ଼ ଲୋକ ଠାରୁ ଆରମ୍ଭ କରି ଛୋଟ ପିଲା ଯାଏ ସମସ୍ତେ ଭୟରେ ଦୌଡ଼ି ପାଳିଯାନ୍ତି |ଯଦି ଏହି ସାପ ଜଣଙ୍କ କାନରେ ପଶିଯାଏ ତେବେ କଷ୍ଟ ହେବା ସହ କେତେ ଭୟ ମଧ୍ୟ୍ୟ ଲାଗୁଥାଏ | ଆମ କାନରେ ଗୋଟେ ପିଂପୁଡି ପଶିଲେ ଆମକୁ ବହୁତ କଷ୍ଟ ହୋଇଥାଏ, ଯେକୌଣସି ପ୍ରକାରେ ଆମେ ଏହାକୁ ବାହାର କରିବା ପାଇ ଚେଷ୍ଟା କରିଥାଉ, ତେବେ ଏତେ ବଡ ଧରଣ ସାପ କାନରେ ପଶିଥିବା ଯୁବତୀଙ୍କ କଥା ଚିନ୍ତା କରନ୍ତୁ କେତେ କଷ୍ଟ ପାଉଥିବେ ସେ |
ହଁ ବନ୍ଧୁ ଗଣ ଏହି ଘଟଣାରୁ ସମ୍ପୂର୍ଣ ଜଣା ପଡିଛି ଯେ ଏକ ହଳଦିଆ ରଙ୍ଗର ସାପ ପଶିଯାଇଛି ଯୁବତୀଙ୍କ କାନରେ ଏହି ସାପ ଟିକୁ କାଢ଼ିବା ପାଇ ଯୁବତୀ ଜଣଙ୍କ ଡାକ୍ତର ପାଖକୁ ଆସିଛନ୍ତି ,ଡାକ୍ତର ଏହି ସାପଟିକୁ କାଢ଼ିବା ପାଇ ଚେଷ୍ଟା କରିଛନ୍ତି|ଏହା କୁ କାଢ଼ିବା ପାଇ ଚେଷ୍ଟା କରିବା ସମୟରେ ସାପଟି କାନା ଭିତରେ କଲବଲ ହେବା ସହ କାମୁଡିବା ପାଇଁ ଫଣା ଟେକୁଛି ଯାହା ଦ୍ଵାରା ଯୁବତୀ ଜଣଙ୍କ ବହୁତ କଷ୍ଟ ପାଉଛନ୍ତି |ଡାକ୍ତର ଏହାକୁ ବହୁତ ସତର୍କତା ରେ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି |

ବନ୍ଧୁଗଣ ଘଟଣା ଟି କଉଁ ଯାଗାରେ ଘଟିଛି ତାହା ଏପ୍ରଯ୍ୟନ୍ତ ଜଣାପଡ଼ିନାହିଁ, କେମିତି ସାପଟି କାନା ଭିତରକୁ ପଶିଲା ତାହାବି ଜଣା ପଡ଼ିନାହିଁ |ସାପଟି କାନରେ ପଶିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି, ଏବଂ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇଉଙ୍କି ମାରୁଚି ?ଏହି ଘଟଣାଟି ବର୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |ଏହି ଘଟଣା ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ସଚେତନ ମଧ୍ୟ୍ୟ କରିଦେଇଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment