ବନ୍ଧୁଗଣ ଆପଣ ମାନେ ନାଟକ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ ଯଦିଓ ବର୍ତ୍ତମାନ ଏହି ନାଟ୍ୟ ନାଟକ ର ଭୂମିକା ଧୀରେ ଧୀରେ ଆମ ସମାଜ ରେ କମିବା କୁ ଯାଉଛି ତଥାପି ଏହା ଆମକୁ ଖୁବ ଆକର୍ଷଣୀୟ ଲାଗିଥାଏ। କାରଣ ଏହି ନାଟକ ରେ ଆମ ଦେବଦେବୀ ଙ୍କର ଅନେକ କାହାଣୀ ବିଷୟରେ ଜାଣିବାକୁ ମିଳିଥାଏ ।ତେବେ କେଵଳ ଦେବାଦେବୀ ଙ୍କ କାହାଣୀ ନୁହେଁ ବରଂ ତା ସାଙ୍ଗରେ ଆମ ସମାଜ ରେ ହେଉଥିବା ଅନେକ ଘଟଣା କୁ ନେଇ ହୋଇଥାଏ। ତେବେ ବର୍ତ୍ତମାନ ଏହିପରି ଏକ ନାଟକ ତଥା ମହିଳା କ୍ରୀତନ ଙ୍କ ର ଗୀତ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ ଏହିପରି କିଛି କୁହା ଯାଇଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ନାଟକ କରୁଛନ୍ତି କିଛି ଡ଼ଙ୍ଗିରିଆ ମହିଳା କ୍ରୀତନ ଦଳ ଯେଉଁ ମାନେ କି ଗ୍ରାମ ଗ୍ରାମ ବୁଲି ନାଟକ କରୁଛନ୍ତି ଆଉ ଏହିପରି ଅନେକ କାହାଣୀ ଲୋକଙ୍କୁ ଶୁଣାଉଛନ୍ତି। ତେବେ ଏହି ନାଟକ ରେ ଆପଣ ଦେଖିବା କୁ ପାଇବେ କି , ମହିଳା ଜଣ ଙ୍କ ଖୁବ ସୁନ୍ଦର ଭାବରେ ଗୀତ ର ସ୍ୱର ଦେଇ ଗାଉଛନ୍ତି।
ତେବେ ଭିଡ଼ିଓ ଟି ର ଆରମ୍ଭ ରେ ଦେଖା ଯାଇଛି ଯେ ଜଣେ ଏକ ସ୍ୱର ଦେଇଛନ୍ତି ଏବଂ ଗାଇଛନ୍ତି , “କାନ୍ଦୁଛି ନବୀନ ହସୁଛି ଦାସ” ବୋଲି। ତେବେ କେଉଁ ପ୍ରତିପକ୍ଷ ରେ ସେ ଏହିପରି କହୁଛନ୍ତି କଣ ତାହା ସଠିକ ଭାବ ରେ ଆମେ କହି ପାରିବୁ ନାହିଁ ମାତ୍ର ଏହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ଏହା ପରେ ଦେଖା ଯାଇଛି କି ଜଣେ ମହିଳା ବେଶ ଜଣେ ପ୍ରବଚକ ଭାବରେ ନିଜକୁ ସଜେଇ ହୋଇଛନ୍ତି ଏବଂ ଭିନ୍ନ ଭିନ୍ନ କାହାଣୀ କୁ ଗୀତ ମାଧ୍ୟମ ରେ ଗାଉଛନ୍ତି ।ତେବେ ଏହାକୁ ଶୁଣି ଲୋକେ ବେଶ ଖୁସି ହେଉଥିବା ର ମଧ୍ୟ ଦେଖିବା କୁ ମିଳିଛି।
ତେବେ ଏହି ମହିଳା ମାନେ ଡ଼ଙ୍ଗିରିଆ ର ଏକ କ୍ରୀତନ ଦଳ ବୋଲି କୁହାଯାଇଛି ମାତ୍ର ସେମାନେ ପୁରା ଅଞ୍ଚଳ ରେ ଚହଳ ସୃଷ୍ଟି କରି ଦେଇଛନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଏବଂ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ସମସ୍ତେ ଦେଖି ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଛନ୍ତି ଏବଂ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ କୁ ଦେଖନ୍ତୁ ଏବଂ ନିଜର ମତ ନିଶ୍ଚିତ ରଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।