କରିମ ଆଉ କୃପାସିନ୍ଧୁ 🤣! Mr ଗୁଲୁଆ କମେଡି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ || kalia sandha

ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଗୁଲୁଆଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଏବେ ସାରା ଓଡ଼ିଶାରେ ଗୋଟିଏ ଡାଇଲଗ ଫେମସ “ଗୋଟେ ଖୁସି ଆଉ ” ,ତେବେ ଏହି ଡାଇଲଗ କାହିଁକି ଏମିତି ଭାଇରଲ ହେଇଗଲା ,ଏବଂ କିଏ ଏହାକୁ କହିଥିଲେ ,ଆଜି ଚାଲନ୍ତୁ ସେହି ଅସଲ ନାୟକଙ୍କ ବିଷୟରେ I ସେ ହେଉଛନ୍ତି ହାସ୍ୟକଳାକାର ମିସ୍ଟର ଗୁଲୁଆ I ଏମିତିରେ ତ ତାଙ୍କ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ I ୟୁଟୁବରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ। ସୋସିଆଲ ମିଡିଆରେ ସେ ଜଣେ ଅତି ପରିଚିତ ଚେହେରା।

ତେବେ ନିକଟରେ ସୋସିଆଲ ମିଡିଆରେ ଗୁଲୁଆ ଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣନ୍ତୂ।ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ବେଶ୍ ପରିଚିତ ମିଷ୍ଟର୍ ଗୁଲୁଆ। ନିଜର ଜବରଦସ୍ତ ଅଭିନୟ ଓ କମେଡି ଦ୍ଵାରା ଗୁଲୁଆ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ଗୁଲୁଆ ଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଆଁ ହେଉଛି ମିଷ୍ଟର ଗୁଲୁଆ କମେଡି।

ଏହି ଚ୍ୟାନେଲ୍ ରେ ଗୁଲୁଆ ଅନେକ ମଜାଳିଆ ଭିଡିଓ କରି ପୋଷ୍ଟ କରିଥାନ୍ତି। ଯାହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁବ୍ ଭଲ ପାଇବା ଦିଅନ୍ତି। ଏତଦବ୍ୟତୀତ ଗୁଲୁଆ କିଛି ସିନେମାରେ ମଧ୍ୟ ନଜର ଆସିଛନ୍ତି।ଆପଣ ପରଦା ଉପରେ ଗୁଲୁଆ ଙ୍କ ଜବରଦସ୍ତ କମେଡି ଦେଖିଥିବେ। ହେଲେ କଣ ଆପଣ ଜାଣିଛନ୍ତି ଗୁଲୁଆ ଙ୍କ ପାଖରେ ଆହୁରି ଅନେକ ପ୍ରକାର କଳା ଲୁଚି ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୁଲୁଆ କମେଡି ସହିତ ମୂର୍ତ୍ତି ଗଢିବାରେ ମଧ୍ୟ ବେଶ୍ ପାରଙ୍ଗମ। କିଛିକିଛି ଦିନ ତଳେ ଗୁଲୁଆ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ।

ଗୁଲୁଆ ଙ୍କର ନିକଟରେ ଦୁଇଟି ଚଳଚିତ୍ର ମଧ୍ୟ ରିଲିଜ ହେଇଚି ,ଲୋକାଲ ଟୋକା ଲଭ ଚୋଖା ରେ ବାବୁଶାନଙ୍କ ବନ୍ଧୁ ହେଇଥିବା ବେଳେ ଚାମ୍ପିଅନ ରେ ଅର୍ଚିତାଙ୍କ ସହିତ ରହିଛି ଦମଦାର ଅଭିନୟ I ତେବେ ଓଡ଼ିଆ ୟୁଟ୍ୟୁବରେ ଆଶିଷଙ୍କୁ କମେଡି ବାଦଶାହା କହିଲେ ଭୁଲ ହେବନି I ଦର୍ଶକ ମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଭିଡିଓ କୁ ଏହି ଭିଡ଼ିଓ ଟି ରେ ଆପଣ ମାନେ ଦେଖିବାକୁ ପାଇବେ କରିମ୍ ଓ କୃପାସିନ୍ଧୁ ବିଷୟରେ ।ଗୋଟିଏ ଗାଁରେ ରୁହନ୍ତି ଗାଁ ର ନାମ ହେଲା ମଝି ଠେଙ୍ଗା ପୁର ସେହି ଠାରେ ରୁହନ୍ତି କରିମ୍ ଓ ତାଙ୍କ ସାଙ୍ଗ କୃପାସିନ୍ଧୁ। ଏହି ଭିଡ଼ିଓ ଟି ବହୁତ କମେଡି ଅଟେ ।ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ହସି ହସି ଗଡିଜିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment