କରମି ସେଟିଙ୍ଗ ସୁରେ କୀର୍ତ୍ତନ ( ସାଲେପାଲି ଝିଅ କୀର୍ତ୍ତନ )… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…

ଦର୍ଶକ ବନ୍ଧୁ ଆପଣ ସୋସିଆଲ ମିଡିଆରେ ବହୁତ ସମୟରେ ବହୁତ ଭାଇରାଲ ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ | ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ | ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ | ତାହାଲେ ଏବେ ସୋସିଆଲ ମିଡିଆରେ ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ପ୍ରଶଂସା ନ କରି ରହି ପାରିବେନି ଆଉ ତାହା ହେଉଛି ସଂକୀର୍ତନ ର ପାଲା ଗାୟକ ର ଭିଡ଼ିଓ | ତାହାଲେ ଆସନ୍ତୁ ଜାଣିବା ଏବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ବିଷୟରେ ଟିକେ ଅଧିକ ଜାଣିବା |

ମିଳିଥିବା ସୂଚନା ଅନୁଯାୟୀ ଯାହା କୁହାଯାଉଛି କି ଓଡିଶାର ବେଶ କିଛି ଦିନ ହେବ ଚର୍ଚ୍ଚା ରେ ରହିଆସୁଥିବା ଏକ ସଂକୀର୍ତନ ଦଳ ପୁଣି ଥରେ ତାଙ୍କର କଳା ଓ ଅଭିନୟ ଓ ନୃତ୍ୟ କୁ ନେଇ ବେଶ ପ୍ରଶଂସା ଥିବା କୁହାଯାଇଛି | ତେବେ ସଂକୀର୍ତନ କାରୀଙ୍କର ନିଆରା ଅନ୍ଦାଜ ଓ ଦର୍ଶକଙ୍କୁ ଭଲ ଲାଗିବା ପରି ଢୋଲ ଓ ମୃଦଙ୍ଗ ଓ ଖଞ୍ଜୁରୀ ର ତାଳେ ତାଳେ ଦର୍ଶକଙ୍କ ମନରେ ଉତତ୍ସାହ ଭରି ଥିବା ନଜର ଆସିଛନ୍ତି | ଏବେ ଏବେ ଯେଉଁ ସଂକୀର୍ତନ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ଆପଣମାନେ ନା ଆଗରୁ କେବେ ଦେଖିଥିବେ ନା ଶୁଣିଥିବେ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛି ତାହା ହେଉଛି ଏକ ସଂକୀର୍ତନ ର ଯେଉଁଥିରେ କିଛି ଯୁବତୀ ମାନେ ଢୋଲ, ମୃଦଙ୍ଗର ତାଳେ ତାଳେ ବେଶ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି | ଯାହାକୁ ଦେଖିବା ପାଇଁ ଶତାଧିକ ଦର୍ଶକ ସଂକୀର୍ତନ ମଞ୍ଚ ଚାରି ପାଖରେ ଘେରି ରହିଛନ୍ତି ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିବା ନଜର ଆସିଛନ୍ତି |ତେବେ ସେମାନଙ୍କର ଏହି ନୃତ୍ୟ ସହିତ ସଂକୀର୍ତନ କାରୀ ମାନଙ୍କର ମଧ୍ୟ ନୂଆ ନୂଆ ଗୀତ ଗାଇବା ଅନ୍ଦାଜ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଛନ୍ତି ଯାହା ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ଥିବା କୁହାଯାଉଛି |

ଆଉ ଯାହା କୁହାଯାଉଛି କି ସେମାନଙ୍କ ମଧ୍ୟରେ ରହିଛି ସାଲେପାଲି ମହିଳା କୀର୍ତନ ମଣ୍ଡଳୀ ଯାହା ସବୁବେଳେ ଓଡିଶାର ତାଙ୍କର କଳା ଦ୍ୱାରା ଦର୍ଶକ ମାନଙ୍କ ଠାରୁ ସବୁବେଳେ ପ୍ରଶଂସା ସାଉଁଟି ପାରୁଛନ୍ତି | ତେବେ ଏବେ ଯେଉଁ ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଥିରେ ଏହି ସଂକୀର୍ତନ ମଣ୍ଡଳୀ ତାଙ୍କର ପ୍ରତିଭା ଦେଖାଇ ଏବେ ବେଶ ଚର୍ଚ୍ଚା ରେ ଅଛନ୍ତି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଲୋକ ପ୍ରିୟତା ମଧ୍ୟ ହାସଲ କରିଛି ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment