କେବଳ ଏହି ମଞ୍ଜିକୁ ଭାଜିକି ଖାଆନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ, ଚିନ୍ତାମୁକ୍ତ ହୋଇ ଶୋଇବେ

ବନ୍ଧୁଗଣ ଏହି ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ନିଦ ଭଳି ସମସ୍ୟା ଅଧିକ ଦେଖାଯାଏ, ନିଦ ହେବା କାରଣରୁ ସେମାନଙ୍କୁ କୌଣସି ସମୟରେ ଭଲ ଲାଗିନଥାଏ |ଏହା ସହିତ ସେମାନେ ସର୍ବଦା ବିରକ୍ତ ମଧ୍ୟ ହୋଇଯାନ୍ତି, ନିନ୍ଦ ନହେବା ପରି ସମସ୍ୟା ରହିଥିଲେ ବେଳେ ବେଳେ ବ୍ୟକ୍ତିଙ୍କ ଦେହ ମଧ୍ୟ ଖରାପ ହୋଇଯାଏ |ମୁଁ ଆଜି ଆପଣକୁ ଯଦି ନିଦ ନହେବା ପରି ସମସ୍ୟା ଆପଣଙ୍କର ରହିଥାଏ ତେବେ ଏହାର ସମାଧାନ ପାଇ ଏକ ସୁନ୍ଦର ଦୁଇଟି ଘରୋଇ ଉପଚାର ବିଷୟରେ କହିବି |ଯାହାକି ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ନିଦ ନହେବା ପରି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡ଼ିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ପ୍ରଥମ ଉପଚାର :-
ଆପଣଙ୍କୁ ଯଦି ଯଦି ନିଦ ନହେବା ପରି ସମସ୍ୟା ଦେଖା ଦେଉଛି କିମ୍ବା ଆପଣକ ସର୍ବଦା ଷ୍ଟ୍ରେସରେ ରହୁଛନ୍ତି ତେବେ ଏଥିପାଇଁ ଆପଣ କିଛି ତରଭୁଜ ମଞ୍ଜି କିମ୍ବା ଫୁଟି ମଞ୍ଜିର ବ୍ୟବହାର କରନ୍ତୁ |ଆପଣ ଆପଣ ଫୁଟି ମଞ୍ଜି ଅଳ୍ପ ନେଇ ତାହାକୁ ଗ୍ୟାସରେ ସ୍ଲୋ ଫ୍ଲେମରେ ଭାଜନ୍ତୁ ଯେପରି ଏହା ଫୁଲିଯିବା ସହିତ ଏହାର ରଙ୍ଗର ହାଲକା ପରିବର୍ତନ ଆସିବ |

ଏହା ସହିତ ଆପଣ ଚାହିଁଲେ ଏହି ମଞ୍ଜିକୁ ଆପଣ ଘିଅ ବ୍ୟବହାର କରି ମଧ୍ୟ ଭାଜି ପାରିବେ, ପରେ ଆପଣ ଏହି ମଞ୍ଜିକୁ ଶୀତଳ ହେବା ପରେ ଏକ ଜାରରେ ସାଇତି ରଖି ପ୍ରତ୍ୟେକ ଦିନ ବ୍ୟବହାର କରନ୍ତୁ |ଆପଣ ପ୍ରତ୍ୟେକ ଦିନ ରାତିରେ ସୁଇବା ପୂର୍ବରୁ ଏହି ମଞ୍ଜିରୁ ଏକ ଚାମୋଚ ନେଇ ତାହାକୁ ଭଲରେ ଚୁବାଇ ଖାଆନ୍ତୁ ପରେ ଆପଣ ନର୍ମାଲ ପାଣି ପିଅନ୍ତୁ |ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ କରନ୍ତୁ ଦେଖିବେ ଆପଣକୁ ଭଲରେ ନିଦ ହେବା ସହିତ ଆପଣ ସର୍ବଦା ଫ୍ରି ମଧ୍ୟ ରହିବେ |

ଦ୍ୱିତୀୟ ଉପଚାର :-
ଏହା ସହିତ ଆପଣ ଭଲରେ ନିଦ ହେବାପାଇଁ କିମ୍ବା ଷ୍ଟ୍ରେସ ଲେସ ରହିବା ପାଇ ଆପଣ ଚନ୍ଦନ ଗୁଣ୍ଡ ନେଇ ସେଥିରେ ଅଳ୍ପ ପାଣି ମିଶାଇ ତାହାକୁ ଦଶ ମିନିଟ ପ୍ରଯ୍ୟନ୍ତ ଛାଡି ଦିଅନ୍ତୁ |ପରେ ଆପଣ ଏହି ଚନ୍ଦନଙ୍କୁ ପାଣିରେ ଭଲ ଭାବରେ ମିଶାଇ ରାତିରେ ଶୁଇବା ସମୟରେ ଆପଣ ଏହାକୁ ନିଜ କପାଳରେ ପ୍ରଲେପ କାରି ସୁଅନ୍ତୁ |ଏହିପରି କରିବା ଦ୍ଵାରା ଆପଣକୁ ଭଲ ନିଦ ହେବା ସହିତ ଆପଣଙ୍କୁ ମସ୍ତିଷ୍କ ମଧ୍ୟ ଥଣ୍ଡା ରହିବ |

ଏହି ଦୁଇଟି ରିମିଡ଼ ଆପଣ ବ୍ୟବହାର କରିବା ସହିତ ଆପଣ ପ୍ରତ୍ୟକ ଦିନ ସାଫିସିଏଣ୍ଟ ପାଣି ପିଇବା ପାଇ ଚେଷ୍ଟା କରନ୍ତୁ ତାହା ସହିତ ଆପଣ ଫାଷ୍ଟ ଫୁଡ କିମ୍ବା ଜଙ୍କ ଫୁଡ ଆଦିକୁ ଅଭଏଡ଼ କାରି ସର୍ବଦା ନର୍ମାଲ ଖାଦ୍ୟ ଖାଇବା ପାଇ ଚେଷ୍ଟା କରନ୍ତୁ |ଏହିପରି କରିବା ଦ୍ଵାରା ଆପଣଙ୍କ ନିନ୍ଦ ପରି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ ଏବଂ ଆପଣ ରାତିରେ ସୁଖ ନିଦ୍ରାରେ ସୁଇବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment