Special Tips – କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ, ଭଗନ୍ଦର ମୂଳରୁ ଶେଷ ହୋଇଯିବ ଗ୍ୟାରେଣ୍ଟି

ବନ୍ଧୁମାନେ ଆମ ସମସ୍ତଙ୍କ ଶରୀରରେ ଅନେକ ପ୍ରକାରର ରୋଗ ରହିଥାଏ ଆଉ ସେହି ଭିତରୁ ମଲକଣ୍ଟକ ବା ଅର୍ଷ ମଧ୍ୟ ଗୋଟିଏ ।ଆଉ ସେହି ଭିତରେ ଅର୍ଷ ଓ ମଳ କଣ୍ଠକ ସମସ୍ୟା ହେଲେ ଲୋକମାନେ କୁଣ୍ଠାବୋଧ ଅନୁଭବ କରନ୍ତି କାହାକୁ କହିବାକୁ କିନ୍ତୁ ଏଥିରେ ଏତେ ଯନ୍ତ୍ରଣା ହେଇଥାଏ ଯେ ଯେତେବେଳେ କେହି ଝାଡା ଯାଇଥାନ୍ତି ସେହି କଷ୍ଟ ବହୁତ ଅନୁଭୂତ ହେଇ ଥାଏ ।ତେବେ ବହୁତ ସମୟରେ ଝାଡ଼ା ଯିବାବେଳେ ଅର୍ଶ ରୁ ରକ୍ତ ବାହାରିଥାଏ ।ଏହା ବ୍ୟତୀତ ଅନେକ ସମୟରେ କିଛି ଅର୍ଶ ରୁ ରକ୍ତ ପଡ଼ି ନଥାଏ କିନ୍ତୁ ଝାଡ଼ା ବସିଲେ ତାହା ବାହାରକୁ ବହାରି ଆସେ ।ତେବେ ଅର୍ଶ ପରି ସମସ୍ୟା ରୁ ଆପଣ କେମିତି ମୁକ୍ତି ପାଇବେ ତାହା ବର୍ତ୍ତମାନ ବହୁତ ବଡ଼ ଚିନ୍ତାର ବିଷୟ ।

ବହୁତ ସମୟରେ ଅନେକ ମେଡ଼ିସିନ ନେଲା ପରେ ବି ଅର୍ଶ ଭଲ ହେଇ ନଥାଏ, ହେଲେ ଆମ ପାଖରେ ଏମିତି କିଛି ସାମଗ୍ରୀ ରହିଛି ହାହାର ବ୍ୟବହାର କରି ଆପଣ ଖୁବ ସହଜରେ ଅର୍ଶ କୁ ଭଲ କରି ପାରିବେ ।ତେବେ ଆସନ୍ତୁ ଆଜି କିଛି ଘରୋଇ ରିମେଡି ଗୁଡିକ ବିଷୟରେ ଜାଣିବା ଯାହା ଅର୍ଶ କୁ ଖୁବ ଜଲଦି ଭଲ କରିଥାଏ ।

ପ୍ରଥମ ରିମେଡି:-
ଏହି ରିମେଡି ପାଇଁ ଆପଣ ଗୋଟିଏ କଲରା ନିଅନ୍ତୁ ଆଉ ତାହାର ଚୋପା କୁ ବାହାର କରି ଦେଇ ଛୋଟ ଛୋଟ କାଟି ନିଅନ୍ତୁ ।ଏହାପରେ ସେହି କଲରା କୁ ଗ୍ରାଣ୍ଡିଂ କରି ତାହାର ଯୁସ ବାହାର କରନ୍ତୁ ।ଏବେ ଗୋଟିଏ ଚାମୁଚ କଲରା ଯୁସ ରେ ଚିମୁଟେ ଚିନି ମିଶାଇ ତାହାକୁ ସକାଳେ ପିଅନ୍ତୁ ଆଉ ଏମିତି ସନ୍ଧ୍ୟା ରେ ବି ପିଅନ୍ତୁ ।ତେବେ ଏମିତି କଲେ ଆପଣଙ୍କ ଅର୍ଶ ରୁ ରକ୍ତ ପଡିବା ଭଲ ହେଇଯାଏ ।

ଦ୍ଵିତୀୟ ରିମେଡି:-
ଏହି ଉପାୟ ପାଇଁ ଆପଣ ଫାଳେ ଲେମ୍ବୁ ରସ ନିଅନ୍ତୁ ଆଉ ତାହାକୁ ଗୋଟିଏ ଗ୍ଲାସ କ୍ଷୀର ରେ ମିଶାଇ ଦିଅନ୍ତୁ ଆଉ ସେହି କ୍ଷୀର ନଛିଡିବା ଆଗରୁ ତାହାକୁ ପିଅନ୍ତୁ ।ଆଉ ଏହି କ୍ଷୀର ଓ ଲେମ୍ବୁ ସକାଳେ ହିଁ ପିଇବେ ଏହି ଉପାୟ କଲେ ଆପଣଙ୍କ ଝାଡ଼ା ନରମ ହେଇଥାଏ ।ତେବେ 7 ଦିନ ଭିତରେ ରେଜଲ୍ଟ ନମିଳିଲେ ଆଉ 7 ଦିନ ସାବଧାନ ହେଇ ବ୍ୟବହାର କରିବେ ।

ତୃତୀୟ ରିମେଡି:-
ଏହି ରିମେଡି ଆପଣ ଗୋଟିଏ କପ ଦହି ନିଅନ୍ତୁ ଏବେ ସେଥିରେ 1/4 ଜୁଆଣି ଗୁଣ୍ଡ ଓ ଅଳ୍ପ କଳା ଲୁଣ ପକାଇ ଗୋଳାଇ ନିଅନ୍ତୁ ।ଆଉ ଏହାକୁ ଆପଣ ଦିନରେ ଦୁଇ ଥର ସକାଳେ ଓ ସନ୍ଧ୍ୟା ରେ ଖାଇବା ପରେ ଖାଆନ୍ତୁ ।ଏମିତି କରିବା ଫଳରେ ଆପଣଙ୍କ ର ଝାଡ଼ା କ୍ଲିଅର ହେବା ସହିତ ଅର୍ଶ ଜଲଦି ଭଲ ହୁଏ ।

ଚତୁର୍ଥ ରିମେଡି:-
ଏହି ରିମେଡି ରେ ଆପଣ ପ୍ରତ୍ୟେକ ଦିନ ର ରାତିରେ ଗୋଟିଏ ଚାମୁଚ ଭୂସୀ ଖାଆନ୍ତୁ ଆଉ ତାପରେ ଗୋଟିଏ ଗ୍ଲାସ ଗରମ କ୍ଷୀର ପିଅନ୍ତୁ ।ଯେଉଁମାନେ ବହୁତ ଦିନ ଧରି ଅର୍ଶ ରେ ପୀଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଏହି ଉପାୟ ଖୁବ ଗୁଣକାରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment