ଅଭିନେତ୍ରୀ Keerthy Suresh ସମସ୍ତଙ୍କ ସାମ୍ନାରେ କଲେ ଏମିତି… ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ, ଆଉ ତା ପରେ…

ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।

ମାତ୍ର ଆପଣ ମାନେ ଜାଣିଥିବେ କି ସାଉଥ ସିନେମା ର ଅଭିନେତା କିମ୍ବା ଅଭିନେତ୍ରୀ ମାନେ ଏତେ ମାତ୍ରା ରେ ସୋସିଆଲ ମିଡ଼ିଆ ରେ ଆକ୍ତିଭ ରୁହନ୍ତି ନାହିଁ। କିନ୍ତୁ ଆମେ ଆଜି ଆପଣ ଙ୍କୁ ସାଉଥ ସିନେମା “ଦଶରା” ର ଅଭିନେତା ରାଣା ଏବଂ ନାନୀ ଙ୍କ ସହ ଅଭିନେତ୍ରୀ କ୍ରୀଟି ସୁରେଶ ଙ୍କ ର ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ଆପଣ ମାନେ ଏହି ସାଉଥ ତାରକା ଙ୍କୁ ବେଶ ଭଲ ଭାବରେ ଆପଣ ମାନେ ଜାଣିଥିବେ , ଯେଉଁ ମାନେ କି ସବୁବେଳେ ନିଜର ଦମଦାର ସିନେମା କୁ ନେଇ ଖୁବ ଚର୍ଚ୍ଚା ରେ ରହିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଯେଉଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ଏହି ଭିଡ଼ିଓ ଟିରେ ଆପଣ ଦେଖିବା କୁ ପାଇବେ କି, ଦଶରା ସିନେମା ର ସୁଟିଂ ପାଇଁ ସେମାନେ ଲକେସନ ରେ ଯାଇ ପହଁଚି ଥିଲେ ମୁମ୍ବାଇ ରେ ଆଉ ସେଠାରେ ତାଙ୍କର ଗୋଟିଏ ଗୀତ , “ଧୂମ ଧାମ ଦସ୍ତାନ” ଗୀତ ର ସୁଟିଂ ଚାଲିଛି। ଆଉ ଏହି ସମୟ ରେ ରାଣା ଓ ନାନୀ ମଜାକ କରୁଥିବାର ଦେଖିବା କୁ ମିଳିଛି କ୍ରିତୀ ଙ୍କ ସହ। ଆଉ ସେମାନେ ସିନେମା ରେ ଦେଖାଯିବା ଭଳି ଗୋଟିଏ ଛୋଟ କୋଲଡ଼ରିଂ ବୋଟଲ କୁ ମୁଁହ ରେ ରଖି ତାହାକୁ ବିନା ହାତରେ ପିଇ ଶେଷ କରିଛନ୍ତି।

ତେବେ ଅଭିନେତା ନାନୀ ଏବଂ ରାଣା ଏହାକୁ ସଠିକ ଭାବରେ ଶେଷ କରି ନାହାନ୍ତି ମାତ୍ର ଅଭିନେତ୍ରୀ କ୍ରିତୀ ଏହାକୁ କରି ଦେଖାଇଛନ୍ତି। ଆଉ ଏହା ପରେ ସେମାନେ ସୁଟିଂ ଦେଖିବାକୁ ଆସିଥିବା ଲୋକ ଙ୍କୁ କୋଲଡ଼ରିଂସ୍ ଦେଇଛନ୍ତି ଆଉ ଖୁବ ମଜାମସ୍ତି କରିଛନ୍ତି ତାଙ୍କ ସହ। ତେବେ ସୋସିଆଲ ମିଡିଆ ରେ ଏହି ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ସମସ୍ତେ ହସି ହସି ବେଦମ ହୋଇ ଯାଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment