କେମିତି ହୋଇଥିଲା ସୁପରଷ୍ଟାର Saharukh Khan ଙ୍କ (Dilwale Dulhania Le Jayenge ) ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୁରା ସିନେମା ଇନ୍ଦ୍ରଷ୍ଟ୍ରି ର ସବୁଠାରୁ ଲୋକପ୍ରିୟ ସିନେମା ହେଉଛି ” DDL ବା ଦିଲବାଲେ ଦୁଲହ୍ନିଇଆ ଲେ ଯାଏଙ୍ଗେ” ସିନେମା ।ତେବେ ଏହି ସିନେମା ଟି ର କାହାଣୀ ଯେତିକି ଦମଦାର ଥିଲା ତା ଠାରୁ ଅଧିକ ଦମଦାର ଥିଲା ଏହାର ଲୋକେସନ ଏବଂ ଗିତ ଓ କିଛି କିଛି ସିନ ଏବଂ ମଜାଦାର ଗୀତ ସବୁ ।ତେବେ ଆଜି ବି ଯଦି ଆପଣ କାହାକୁ ବି ଏହି ସିନେମା କଥା ପଚାରିବେ ତ ତାଙ୍କ ମୁଁହ ରୁ ଏହାର ପ୍ରଶଂସା ଶୁଣି ପାଗଳ ହୋଇଯିବେ ଆପଣ। ତେବେ ଏହି ସିନେମା ଟି ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ଏହା ମଧ୍ୟ କେବଳ ଭାରତ ରେ ନୁହେଁ ଭାରତ ବାହାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା।

ତେବେ କଣ ଆପଣ ଜାଣିଛନ୍ତି କି ଏହି ସିନେମା ଟି କିପରି ଭାବରେ ସୁଟିଂ ହୋଇଥିଲା ଯାହାକି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ ଏବଂ ଭିଡ଼ିଓ ମାଧ୍ୟମ ରେ ଦେଖାଇବୁ କିପରି ଭାବରେ ଏହାର କେତେକ ସିନ ସୁଟିଂ ହୋଇଥିଲା ବୋଲି। ତେବେ ବନ୍ଧୁଗଣ ଏହି ସିନେମା ର ସୁଟିଂ ପାଇଁ ଅଭିନେତା, ଅଭିନେତ୍ରୀ , ପ୍ରଦ୍ୟୁସର ଏବଂ ଡ଼ାଇରେକ୍ଟର ବହୁତ ପରିଶ୍ରମ କରିଥିଲେ। ଭାରତ ର କିଛି ବଛା ବଛା ସ୍ଥାନ ରେ ଏହାର ସୁଟିଂ ହୋଇଥିଲା ଏବଂ ଏହାର ଏଡିଟିଙ୍ଗ ଏବଂ ଆନିମେସନ ମଧ୍ୟ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା।

ତେବେ ଏହି ସିନେମା ର ଶୁଟିଂ ର ଆକର୍ଷଣୀୟ ସିନ ଯେପରି କି ସିନେମା ର ଶେଷ ସିନ ତଥା ଲୋକପ୍ରିୟ ସିନ “ଜା ସିମରମ ଜା ଜି ଲେ ଆପନି ଜିନ୍ଦେଗି” ର ସୁଟିଂ କିଭଳି ହୋଇଥିଲା ତାହା ଆପଣ ଏହି ଭିଡ଼ିଓ ରେ ଦେଖି ପାରିବେ। ତେବେ ଏହି ସିନେମା ର ସବୁଠାରୁ ଆକର୍ଷଣୀୟ ଗୀତ ମେହେନ୍ଦୀ ଲଗାକେ ରଖନା ଗୀତ ର ସୁଟିଂ ସମୟ ରେ କାଜଲ ଙ୍କୁ ଲାଜେଇବା ଶିଖେଇବା ପାଇଁ କରିଓଗ୍ରାଫର ଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।

ସେହିପରି ତୁଝେ ଦେଖା ତ ୟେ ଜାନା ସନମ ରେ ଯେଉଁ ସୋରିଷ ବଗିଚା ରେ ସୁଟିଂ ହୋଇଥିଲା ତାହା ହରିୟାଣା ରେ ସୁଟିଂ କରାଯାଇଥିଲା। ଆଉ ଏହାର ସୁଟିଂ ସମୟ ରେ ସାରୁଖ ନିଜେ ହରିୟାଣା ଭାଷା ରେ ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରି ସିନେମା ର ସୁଟିଂ କରିଥିଲେ । ଯାହାକି ଆପଣ ମାନେ ଆମର ଏହି ଭିଡ଼ିଓ ମାଧ୍ୟମ ରେ ଦେଖି ପାରିବେ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହି ସିନେମା ର ସୁଟିଂ ସମୟ ର କେତେକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ତାହାକୁ ଆପଣ ଥରେ ନିଶ୍ଚିତ ଦେଖନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment