ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ଯେଉଁଠି ଅନୁଭବ ଙ୍କର ନୂଆ ଫ୍ଲିମ ବିଷୟରେ କୁହାଯାଇଛି ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ସୁପୋରଷ୍ଟାର ଅନୁଭବ ମହାନ୍ତି ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |ତାହା ସହିତ ଅଲିଉଡ ରେ ଅନେକ ଫ୍ଲିମ କରିକି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |ଆଉ ଯାହା କୁହାଯାଉଛି କି ବହୁ ପ୍ରତୀକ୍ଷା ପରେ ଏବେ ଦର୍ଶକ ଙ୍କ ମନକୁ ଛୁଇଁଲା ପରି ଫ୍ଲିମ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି | ଯେଉଁଥିରେ ଓଡ଼ିଆ ଇଣ୍ଡଷ୍ଟ୍ରିର ବାଦଶାହ ବା ସୁପର ଷ୍ଟାର ଅନୁଭବ ମହାନ୍ତି ନଜର ଆସିବେ ଓ ତାଙ୍କ ସହିତ ନଜର ଆସିବେ ଅଭିନେତ୍ରୀ ନିଶା |
ତେବେ ବହୁତ ପ୍ରତୀକ୍ଷା ପରେ ଅନୁଭବ ମହାନ୍ତି ଙ୍କ ଅଭିନୀତ ଓ ନିର୍ଦେଶକ ଅଶୋକ ପତି ଙ୍କ ରଚିତ”ରାବଣ ” ର ଟେଲର ସାମ୍ନାକୁ ଆସି ସାରିଛି ଯେଉଁଥିରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରି ନିଶା ଙ୍କ ସହିତ ରୋମାନ୍ସ ସହିତ ଆକ୍ସନ ମୂଡ଼ ରେ ମଧ୍ୟ ନଜର ଆସିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଅଶୋକ ପତିଙ୍କ ନିର୍ଦ୍ଧେଷିତ “ରାବଣ ” ର ପ୍ରଥମ ଝଲକ ଦର୍ଶକ ଙ୍କ ପାଖରେ ପହଞ୍ଚି ସାରିବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଆବେଗ ସୃଷ୍ଟି ହେଇଥିବା କୁହାଯାଇଛି |
ତେବେ ଅନୁଭବ ଓ ଅଶୋକ ପତି ଙ୍କର ଏହି ଫ୍ଲିମ ଲଭଷ୍ଟୋରୀ ଆକ୍ସନ ଭରା ବୋଲି କୁହାଯାଇଛି ଏହା ସହିତ ବଲ୍ଲୀବୂଡ଼ ର ବେଶ ଚର୍ଚିତ ଫ୍ଲିମ ଅକ୍ଷୟ କୁମାର ଅଭିନୀତ “ଗବର ” ସହିତ ଏହାକୁ ତୁଳନା କରାଯାଉଛି ବୋଲି କୁହାଯାଉଛି | ତାହାଲେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରରେ ଲାଗିଛି ଓ ସମସ୍ତ ଙ୍କର ବେଶ ପସନ୍ଦ ମଧ୍ୟ ଆସିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।