କେମିତି ହୁଏ ଓଡ଼ିଆ Amlan ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ଗୁଡିଓ ଆମ ମନରେ ଅନେକ ଖୁସି ଆଣି ଦେବା ସହିତ ଆମକୁ ଅନେକ କଥା ଶିଖାଇଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଦେଖିଲେ ଆମେ ମାନେ ଜାଣି ପାରିଵା କି ଫ୍ଲିମ ମାନଙ୍କ ରେ କେଉଁ ଭଳି ଭାବରେ ଫାଇଟ ସିନ ଗୁଡିକ ସୁଟିଂ ହୋଇଥାଏ ସେ ବିଷୟରେ | ତେବେ ଆପଣ ମାନେ ଅନେକ ସମୟରେ ଫ୍ଲିମ ଗୁଡିକ ର ସୁଟିଂ ସମୟର ଭିଡ଼ିଓ ଗୁଡିକ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଅମ୍ଲାନ ଙ୍କର ସେହି ଭଳି ଏକ ସିନ ଭାଇରାଲ ହେବାରେ ଲାଗିଛି ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ନିଜର ଅଭିନୟ ମାଧ୍ୟମରେ ରାଜ କରିଥିବା ଅଲିଉଡ ର ଜଣେ ବହୁତ ଚର୍ଚ୍ଚିତ ଲୋକ ମାନଙ୍କର ଅତି ପ୍ରିୟର ହ୍ୟାଣ୍ଡସମ କଳାକାର ଅଭିନେତା ଅମ୍ଲାନ ଦାସ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ବେଶ ପ୍ରସଂଶିତ ଆଉ ଚର୍ଚ୍ଚିତ ମଧ୍ୟ ଆଉ ଜଣେ ବହୁତ ଭଲ ଏକ୍ଟର ଭାବରେ ମଧ୍ୟ ପରିଚୟ ସୃଷ୍ଟି କରିଛନ୍ତି ଅମ୍ଲାନ |

ଏହା ସହିତ ଅମ୍ଲାନ ଅନେକ ଫ୍ଲିମ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ କରି ସାରିଛନ୍ତି ବୋଲି କୁହାଯାଉଛି | ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଅମ୍ଲାନ ଙ୍କର ଆସିବାକୁ ଥିବା ଏକ ନୂଆ ଫ୍ଲିମ ର ସୁଟିଂ ର କିଛି ଭିଡ଼ିଓ ଆମ ସାମ୍ନା କୁ ଆସିବାକୁ ଯାଉଛି | ଆଉ ଯେଉଁ ଭିଡ଼ିଓ ରେ ଅମ୍ଲାନ ଙ୍କର ଫ୍ଲିମ ର ଆସିବାକୁ ଥିବା ଏକ ଦମଦାର ଫାଇଟ ସିନ ର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ସିନ ରେ ଅମ୍ଲାନ ଙ୍କୁ ଫାଇଟ ଶିଖା ଯାଉଛି କେଉଁଭଳି ଭାବରେ ସେ ଫାଇଟ ସିନ ଟି କରିବେ |

ଆଉ ଏହି ଫ୍ଲିମ ରେ ଅମ୍ଲାନ କୁ ଶିଖାଇବାକୁ ଲାଗିଛନ୍ତି ସୁଧାଂଶୁ ମହନ ସାହୁ | ଆଉ ସୁନ୍ଦର ଭାବରେ ଅମ୍ଲାନ ଙ୍କୁ ଫାଇଟ ସିନ ର କେତେକ ସ୍ଟେପ୍ସ କୁ ଶିଖା ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି | ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ଅମ୍ଲାନ ଙ୍କୁ ଉପରକୁ ଉଠାଇବା ପାଇଁ ତାଙ୍କର ଅଣ୍ଟା ରେ ଦୌଡ଼ି ମଧ୍ୟ ବନ୍ଧା ଯାଇଛି | ଆଉ ବେଶ ସୁନ୍ଦର ଭାବରେ ସୁଟିଂ ଚାଲିଛି ଅମ୍ଲାନ ଙ୍କର ନିୟୁ ଫ୍ଲିମ ର ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment