Wow ! କେମିତି ଥିଲା ବାହାଘର… ପ୍ରଥମ ଥର ପାଇଁ ଦେଖନ୍ତୁ… ମାତ୍ର 4 ଘଣ୍ଟାରେ 119k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ପ୍ରଥମ ଥର ପାଇଁ ଆପଣ ମାନେ ପିଣ୍ଟୁ ଭାଇ ଓ ରୁପା ଭାଉଜ ଙ୍କ ର ବିବାହ ଦେଖିବାକୁ ପାଇବେ।

ତେବେ ସୂଚନାଯୋଗ୍ୟ ଯେ, ରୁପା ଭାଇ ଓ ପିଣ୍ଟୁ ଭାଇ ଙ୍କ ର ପୁଣି ଥରେ ନୂଆ ବର୍ଷ ଉପଲକ୍ଷେ ସମସ୍ତ ଙ୍କ ପାଇଁ ନେଇ ଆସିଛନ୍ତି ଏକ ନୂଆ ଆଲବମ ଯେଉଁ ଆଲବମ ରେ ଆପଣ ଏହି ସୁନ୍ଦର ଯୋଡ଼ି ଙ୍କ ର ବିବାହ କୁ ଦେଖିବା କୁ ପାଇବେ ଯାହା ବିଷୟ ରେ ଅଧିକ କିଛି ପିଣ୍ଟୁ ଭାଇ କହି ନାହାନ୍ତି। ମାତ୍ର ଏହାର ସୁଟିଂ ଶେଷ ହୋଇଛି ଖୁବ ଶୀଘ୍ର ଆପଣ ଙ୍କ ପାଇଁ ଏହା ଆସିଯିବ ।ତେବେ ଭିଡ଼ିଓ ରେ ଦେଖା ଯାଇଛି ଯେ ପିଣ୍ଟୁ ଭାଇ ଓ ରୁପା ଭାଉଜ ରାତି ସାରା ସୁଟିଂ କରି ଘର କୁ ଫେରିଛନ୍ତି। ତେବେ ସେ ପ୍ରଥମେ ନିଜ ଭଉଣୀ ଙ୍କ ଘରେ ଥଲେ ତେବେ ତାଙ୍କର ଭଣଜା ତାଙ୍କୁ ଜମାରୁ ଆସିବାକୁ ଦେବେନି ବୋଲି କାନ୍ଦୁଥିଲେ।

ତେବେ କିନ୍ତୁ ସେମାନେ ସେଠାରୁ ଆସିଛନ୍ତି ଆଉ ଘରେ ପହଂଚିଛନ୍ତି। ତେବେ ପିଣ୍ଟୁ ଭାଇ ଗୋଟିଏ ପ୍ଲାଷ୍ଟିକ ର ସାପ କୁ ସାଙ୍ଗରେ ନେଇ ଆସି ସମସ୍ତ ଙ୍କ ସହ ମଜା କରିଛନ୍ତି। ଏବଂ ଖୁବ ମଜାମସ୍ତି ହୋଇଛି ଏହି ପ୍ଲାଷ୍ଟିକ ସାପ କୁ ନେଇ। ପରେ ଦେଖା ଯାଇଛି କି ରୂପା ନିଜ ହାତରେ ବରା ତିଆରି କରିଛନ୍ତି ଆଉ ସମସ୍ତ ଙ୍କୁ ଦେଇଛନ୍ତି। ସେପଟେ ପିଣ୍ଟୁ ଭାଇ ଙ୍କ ର ଘରେ ଧାନ ବିଡା ପିଟା ଚାଲିଛି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ହୋଇଛି ଆପଣ ମାନେ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା କରନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment