ପ୍ରେମିକ ପ୍ରେମିକା ଙ୍କ ଭିଡ଼ିଓ ହେଉଛି ଭାଇରାଲ… କେସ କଲେ ମୁଁ ଟ୍ରେନ ଲାଇନକୁ ଡେଇଁ ମରିଯିବି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଜି କାଲି ସମାଜରେ ପୁଅ ଝିଅ ମାନେ କେଉଁ ଭଳି ଭାବରେ ଭଲ ପାଇବା ରେ ପଡ଼ି ଶେଷରେ ପ୍ରେମ କୁ ପାଇବା ପାଇଁ ବାପା ମା ଘର କୁ ଛାଡିକି ପଳାଇଛନ୍ତି ତାହା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |ଆଉ ବର୍ତ୍ତମାନ ସେହି ଭଳି ଝିଅ ଜଣଙ୍କ ଘରୁ ଆସିଲା ପରେ ତାଙ୍କର ମା ଙ୍କୁ କ୍ଷମା ମାଗୁଥିବାର ଭିଡ଼ିଓ ସାମ୍ନା କୁ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆଜି କାଲି ଭଲ ପାଇବା ଗୋଟିଏ ସାଧାରଣ କଥା ହୋଇ ଗଲାଣି | ଯେଉଁ ବୟସରେ ପିଲା ମାନେ ପାଠ ପଢିବା କଥା ଦୁନିଆ ବିଷୟରେ ଅନେକ କିଛି କଥା ଜାଣିବାର କଥା ସେହି ବୟସରେ ସେମାନେ ଖରାପ ରାସ୍ତା କୁ ଚାଲି ଯାଉଛନ୍ତି |ଆଉ ତାହା ସହିତ କୁହାଯାଉଛି କି ସେହି ଖରାପ ରାସ୍ତା ରେ ଯାଇ ପିଲା ମାନେ କଣ ଠିକ କଣ ଭୁଲ କିଛି ଜାଣି ପାରୁ ନାହାନ୍ତି | ତାହା ସହିତ ଘର ଦ୍ୱାର ସମସ୍ତ କଥା କୁ ଭୁଲି ସେହି ପିଲା ସହିତ ଜୀବନ ବିତାଇବାକୁ ଚାହୁଁଛନ୍ତି ଯାହାକୁ ସେମାନେ ଭଲ ପାଇଥାନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପୁଅ ଓ ଝିଅ ଦୁଇ ଜଣ ଘରେ ସେମାନ ଙ୍କର ଭଲ ପାଇବା କଥା କୁ ଜଣାଇଥିଲେ | କିନ୍ତୁ କେହି ସେମାନ ଙ୍କର କଥା କୁ ଶୁଣି ନ ଥିଲେ | ଆଉ ତାହା ସହିତ ଦୁଇ ଜଣ ଙ୍କୁ କେବେବି ଏକାଠି ହେବା ପାଇଁ ଦେବେ ନାହିଁ ବୋଲି କହିବାକୁ ଲାଗିଥିଲେ ଘର ଲୋକ ମାନେ | ଆଉ ଯେଉଁଥିପାଇଁ ପ୍ରେମିକ ଆଉ ପ୍ରେମିକା ମିଶିକି ଘରୁ ବାହାରି ପଳେଇ ଆସିଥିଲେ |

ଆଉ ଦେଖିବାକୁ ମିଳିଛି କି ଦୁଇଜଣ ଟ୍ରେନ ରାସ୍ତା ରେ ମଧ୍ୟ ବସିଛନ୍ତି ଆଉ ଭିଡ଼ିଓ ମାଧ୍ୟମରେ ଝିଅ ଟି ତାହା ର ମା ଙ୍କୁ ବିଭିନ୍ନ ପ୍ରକାରର କଥା କହିବାକୁ ଲାଗିଥିଲା |ଯେଉଁଠି ଝିଅ ଜଣଙ୍କ କହିଛି କି ସେ ତାହାର ନିଜର ଇଚ୍ଛା ରେ ପୁଅ ଜଣଙ୍କ ସହିତ ଆସିଛି ଆଉ ତାହାର ନାଁ ରେ କିଛି କି କେଶ କରିବେ ନାହିଁ ତାଙ୍କର ଘର ଲୋକ | ଆଉ ଯଦି ସେମିତି କିଛି କରନ୍ତି ତାହେଲେ ସେମାନେ ଟ୍ରେନ ରାସ୍ତା ରେ ଶୋଇକି ଜୀବନ ହରାଇବେ ବୋଲି କହିବାକୁ ଲାଗିଛନ୍ତି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment