Priyanka’s Tips – କେତେ ବି ମୋଟା ପେଟ ହେଉ ୨ ଥର ଏହି ପାଣି ପିଅନ୍ତୁ ପେଟର ଚର୍ବି ସବୁଦିନ ପାଇଁ ଗାଏବ ହୋଇଯିବ ଗ୍ୟାରେଣ୍ଟି

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତାରେ ରହୁଛନ୍ତି, ଯେଉଁ ବ୍ୟକ୍ତି ବହୁତ ପତଳା ଅଛନ୍ତି ସେମାନେ କିପରି ହେଲଦି ହେବେ ଏବଂ ଯେଉଁ ବ୍ୟକ୍ତି ଅଧିକ ଫେଟି ଅଛନ୍ତି ସେମାନେ କିପରି ପତଳା ହେବେ |ଜଡ ବ୍ୟକ୍ତି ଅଧିକ ମୋଟା ହୋଇଥାଏ ତେବେ ସେ ଅଧିକ ଚିନ୍ତାରେ ରହିଥାଏ,ତାକୁ କୌଣସି ସମୟରେ ଅଧିକ କାର୍ଯ୍ୟ କରିବା ପାଇଁ ଭଲ ଲାଗିନାଥାଏ |ଏହା ସହିତ ତାଙ୍କ ଶରୀରରେ ଅଧିକ ସମୟରେ ରୋଗ ମଧ୍ୟ ଦେଖା ଦେଇଥାଏ, ମୁଁ ଆଜି ଆପଣଙ୍କୁ ଆପଣଙ୍କ ପେଟ କମିବା ସହିତ ନିଜର ଫେଟ ପରିମାଣ କମିବା ପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-

ଜିରା, ଡାଲଚିନି, ଅଳେଇଚ, ଲେମ୍ବୁ ଓ ପାଣି

ପ୍ରସ୍ତୁତି :-

ପ୍ରଥମେ ଆପଣ ଏହି ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଆପଣ ଦୁଇ ଗ୍ଲାସ ପାଣି ନିଅନ୍ତୁ, ପରେ ଆପଣ ଏଥିରେ ଏକ ଚାମୋଚ ଜିରା ପକାଇ ଗ୍ୟାସ ଚାଲୁ କରନ୍ତୁ |ଏହା ସହିତ ଆପଣ ସେଥିରେ ତିନୋଟି ଅଳେଇଚ ନେଇ ତାହାକୁ ଖୋଲି ସେଥିରେ ପକାଇବା ସହିତ ଦୁଇଟି ଡାଲଚିନି ମଧ୍ୟ ମିଶାନ୍ତୁ |

ପରେ ଆପଣ ଏଥିରେ ଦୁଇଟି ଲେମ୍ବୁକୁ କଟି ଛୋଟ ଛୋଟ ପିସ କରି ସେଥିରେ ପକାଇ ସେହି ପାଣିକୁ ସ୍ଲୋ ଫ୍ଲେମରେ ଫୁଟନ୍ତି ଏପରି ଫୁଟିବେ ଯେପରି ଦୁଇ ଗ୍ଲାସ ପାଣି ଏକ ଗ୍ଲାସ ହୋଇଯିବ |ପରେ ଆପଣ ନିଜ ପସନ୍ଦ ଅନୁଯାଇ ସେଥିରେ ମହୁ ମିଶାଇ ପାରିବେ ନହେଲେ କୌଣସି ପ୍ରୋବ୍ଲେମ ହୋଇନଥାଏ |ପରେ ଆପଣ ଏହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ |

ବ୍ୟବହାର :-
ଆପଣ ପ୍ରସ୍ତୁତ କରି ରଖିଥିବା ଡ୍ରିଙ୍କ ଆପଣ ଦିନରେ ଦୁଇ ଥର ପିଇପାରିବେ, ଏହା ସହିତ ଆପଣ ଏହି ଡ୍ରିଙ୍କ ପିଇବାର ଏକ ଘଣ୍ଟା ପ୍ରଯ୍ୟନ୍ତ ଆପଣ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ |ଏହି ଡ୍ରିଙ୍କ ଆପଣ କିଛି ଦିନ ଲଗାତାର ଭାବରେ ପିଅନ୍ତୁ ଦେଖିବେ ଆପଣଙ୍କ ଓଜନ ଧୀରେ ଧୀରେ କମ ହେବା ସହିତ ଆପଣଙ୍କ ପେଟ ମଧ୍ୟ କମିଯିବ |ଏହା ସହିତ ଆପଣ ସ୍ଲିମ ହୋଇଯିବେ, ଏହି ଡ୍ରିଙ୍କ ସେବନ କରିବା ସହିତ ଆପଣ ପ୍ରତ୍ୟେକ ଦିନ ସକାଳ ଅଳ୍ପ ସମୟ ଏକ୍ସସାରସାଇଜ କରିବା ପାଇଁ ଚେଷ୍ଟା କରନ୍ତୁ |

ଏହା ସହିତ ଆପଣ ଯଦି ନିଜର ଲାଇଫ ଷ୍ଟାଇଲରେ ପରିବର୍ତନ ଆଣନ୍ତି ତେବେ ଆପଣଙ୍କ ଶରୀରର ଓଜନ ନିଶ୍ଚିତ କମିବ |ଆପଣ ଜଙ୍କ ଫୁଡ, କିମ୍ବା ଫାଷ୍ଟ ଫୁଡ ଠାରୁ ଦୁରେଇ ରୁହନ୍ତୁ, ଏହା ସହିତ ଆପଣ ଚଲାବୁଲା କରିବା ପାଇଁ ଅଧିକ ସମୟ ଚେଷ୍ଟା କରନ୍ତୁ |ଆପଣ ଏହି ସବୁ କଥା ମାନି ଚଳିଲେ ଆପଣଙ୍କ ପେଟ କମିବା ସହିତ ଆପଣ ଓଜନ ମଧ୍ୟ କମ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment