Sadhu Bani – କେଉଁଦିନ ଯାହା ମାନସିକ କରିବେ ତାହା ପୂର୍ଣ୍ଣହେବ ? ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଚାଁହାନ୍ତି ସେମାନେ ସର୍ବଦା ଖୁସିରେ ରୁହନ୍ତୁ, ମାତ୍ର ଭଗବାନ ସମସ୍ତଙ୍କୁ ସବୁ ପ୍ରକାର ଖୁସି ଦିଅନ୍ତି ନାହିଁ |ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ଅନେକ କାର୍ଯ୍ୟ କରିଥାଉ କିନ୍ତୁ ତାହା ଆମ ପାଇଁ କେତେ ମଙ୍ଗଳକର ତାହା ଆମେ ଜାଣିନଥାଉ |ମୁଁ ଆଜି ଆପଣକୁ ଆମର ଦୈନନ୍ଦିନ କାର୍ଯ୍ୟର କିଛି ନୀତି ନିୟମ ବିଷୟରେ କହିବି ଯାହା ଆପଣ ମାନି ଚଳିବା ଦ୍ଵାରା ଜୀବନରେ ସର୍ବଦା ସୁଖ ଶାନ୍ତି ପ୍ରାପ୍ତ କରିଥାନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜୀବନରେ ଖୁସିରେ ରହିବା ପାଇଁ କିଛି ସୁନ୍ଦର ନୀତି ନିୟମ ବିଷୟରେ ଜାଣିବା ଏବଂ ତାହାକୁ ମାନି ଚଳିବା ପାଇଁ ଚେଷ୍ଟା କରିବା |

1-ଆପଣଙ୍କ ଘରେ ଯଦି ବିଛା ଥାଏ ତେବେ ଏହା ଘରପାଇଁ ବହୁତ ଶୁଭ ହୋଇଥାଏ, କୌଣସି କାମରେ ଘରୁ ବାହାରିବା ସମୟରେ ବିଛା ଦେଖିବା ଶୁଭ ବୋଲି ଜ୍ୟୋତିଷ ଶାସ୍ତରେ ମନାଯାଏ |

2-ଆପଣ ଯେତେବେଳେ ଭୋଜନ କରୁଛନ୍ତି ସେତେବେଳେ ଗାମୁଛା କିମ୍ବା ଟୋପି ବ୍ୟବହାର କରନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ ସେହି ସମୟରେ ବାହାର କରି ଦିଅନ୍ତୁ |

3-ପ୍ରତ୍ୟେକ ମନ୍ଦିରରେ ଠାକୁରଙ୍କ ମୁଖ ପୂର୍ଵ ଦିଗକୁ ରଖିଲେ ଶୁଭ ହୋଇଥାଏ ଏବଂ ଆପଣ ଘରର ଠାକୁରଙ୍କ ମୁଖ ପଶ୍ଚିମ ଦିଗକୁ କଲେ ଶୁଭ ହେବା ସହିତ ମଙ୍ଗଳ ମଧ୍ୟ ହୋଇଥାଏ |

4-ଚର୍ମ ରୋଗ ପରି ସମସ୍ୟା ଥିଲେ ଆଉ ତାହା ଭଲ ହେଉନଥିଲେ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ, ଏହାଦ୍ୱାରା ଆପଣଙ୍କ ରୋଗ ଧୀରେ ଧୀରେ କମିଯିବ |

5-ବାସନ ମାଜିବା ସମୟରେ ଆପଣ ଅଧିକ ଶବ୍ଦ କରନ୍ତୁ ନାହିଁ, ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୋଷ କରିବା ସହିତ ଘରେ ସର୍ବଦା ଅଶାନ୍ତି ଦେଖାଯାଏ |

6-ଆପଣ ମନ୍ଦିର ଯାଉଥିବା ସମୟରେ ମନ୍ଦିରରେ ପ୍ରଥମେ ଠାକୁରଙ୍କ ବାହାନକୁ ପ୍ରମାଣ କରନ୍ତୁ ପରେ ଠାକୁର ପ୍ରମାଣ କରନ୍ତୁ, ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ |

7-ରାତି ସମୟରେ ଆପଣ କେବେ ଆଇନା ଖୋଲା ରଖନ୍ତୁ ନାହିଁ, ଏହାକୁ ଢାଙ୍କୁଡ଼ି ରଖନ୍ତୁ |ଏମିତି ଖୋଲା ରଖିଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ |

8-ଗାଧୋଇ ସାରିବା ପରେ ଆପଣ ପ୍ରଥମେ କେବେ ମୁଢି କିମ୍ବା ତେଲକୁ ସ୍ପର୍ଶ କରନ୍ତୁ ନାହିଁ, ଏହା ଅମଙ୍ଗକାରୀ ହୋଇଥାଏ |

9-ଆପଣ କୌଣସି ଶୁଭ କାର୍ଯ୍ୟରେ ସୋମବାର, ମଙ୍ଗଳବାର କିମ୍ବା ଶୁକ୍ରବାର ଦିନ ଯଦି ଘରୁ ବାହାରୁଛନ୍ତି ତେବେ ପ୍ରଥମେ ବାମ ପାଦ ପକାଇ ବାହାରନ୍ତୁ |ଏହାଦ୍ୱାରା ଆପଣଙ୍କ କାର୍ଯ୍ୟ ମଙ୍ଗଳକାରୀ ହୋଇଥାଏ |

10-ରାତି ଚାରିଟାରୁ ପାଞ୍ଚଟା ଭିତରେ ଅମୃତ ସାନ୍ନ ସାରି ଠାକୁର ପୂଜା କରନ୍ତୁ ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ, ଏମିତି କଲେ ରୋଗ, ସୁକ ମଧ୍ୟ ଦୂର ହୋଇଯାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment