ପ୍ରତିଦିନ କେବଳ ଏହି ପାଣି ପିଅନ୍ତୁ, ଖରାପ ରୁ ଖରାପ ଲିଭର ( Liver ) ବିନା ଔଷଧରେ ଠିକ ହେବ ଗ୍ୟାରେଣ୍ଟି

ଆମ ଶରୀର ର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଭିତରୁ ଲିଭର ଏକ ଏମିତି ଅଙ୍ଗ ଯିଏ ପୁରା ଶରୀର କୁ ସବୁବେଳେ ସୁରକ୍ଷିତ ରଖିଥାଏ ।ତେବେ ଆଶ୍ଚର୍ଯ୍ୟ ହେଲେ ଶୁଣି କି କୌଣସି ରୋଗ ବା ବ୍ୟାକ୍ଟେରିଆ ଶରୀର ର ଅନ୍ୟ ଅଙ୍ଗକୁ ଆକ୍ରମଣ କରିବା ପୂର୍ବରୁ ଲିଭର ସେସବୁ ନିଜ ଆଡକୁ ନେଇଯାଏ ।ଏହାଛଡା ଲିଭର ସବୁବେଳେ ନିଜ ଯତ୍ନ ନେବା ସହିତ ନିଜକୁ ପୁଣି ଗଠନ କରିପାରେ ।ହେଲେ ଏହି ଲିଭର ଖରାପ ହେବା ଆରମ୍ଭ ହେଲେ ଲିଭର ଫେଲୀୟର,ଲିଭର ସିରସିସ ପରି ସମସ୍ୟା ଆରମ୍ଭ ହେଇଯାଏ ।

ତେବେ ଆଜିକାଲି ଆମର ଖାଦ୍ୟପେୟ ରେ ଅଧିକ ଜଙ୍କ ଫୁଡ଼ ସାମିଲ ହେବା ସହିତ ଅଧିକ ଏସିଡ ଆଦି ସମସ୍ୟା ଆରମ୍ଭ ହେଇଯାଉଛି ।ତେବେ ଲିଭର କୁ ଠିକ ରଖିବା ପାଇଁ Alkaline environment ଦରକାର ହେଇଥାଏ, ଆଉ ଯେତେବେଳେ ସେହି environment ଏସିଡ ରେ ଭରିଯାଏ ସେତେବେଳେ ଲିଭର ଖରାପ ହେବା ଆରମ୍ଭ ହେଇଯାଏ ।ତେବେ ଆପଣ ଲିଭର କୁ ସବୁବେଳେ Alkaline environment ରେ ରଖିବା ଦରକାର ସେଥିପାଇଁ ଆପଣଂକୁ ଏକ ଛୋଟ ରିମେଡି ନେବାକୁ ପଡିବ ।ତେବେ ସେହି ରିମେଡି କେମିତି ପ୍ରସ୍ତୁତି କରିବେ ଆସନ୍ତୁ ସେ ବିଷୟରେ ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ଧନିଆ ପତ୍ର
-ପାଣି

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଆପଣଂକୁ ଏହି ରିମେଡି ତିଆରି କରିବା ପାଇଁ 15 ରୁ 20 ଗ୍ରାମ ର ଧନିଆ ପତ୍ର ନେବାକୁ ପଡିବ ।ତେବେ ଆପଣ ଏହି ଧନିଆ ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ, ଏବେ କଡେଇ ରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ।ତାପରେ ସେହି ପାଣିରେ ଧନିଆ ପତ୍ର କୁ ପକାଇ ଫୁଟାନ୍ତୁ, ତେବେ ପାଣି ଯେତେବେଳେ ଫୁଟି ଗୋଟିଏ ଗ୍ଲାସ ହେଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିସନ୍ତୁ ।

-ଏବେ ସେହି ପାଣି କୁ ଛାଣି ନିଅନ୍ତୁ,ଆଉ ଏହି ପାଣିକୁ ଆପଣ ପ୍ରତ୍ୟେକ ଦିନ ଖାଲି ପେଟରେ ପିଅନ୍ତୁ ଓ ଏହି ପାଣି ପିଇବାର ଏକ ଘଂଟା ଯାଏ ଖାଦ୍ୟ ଖାଇବେ ନାହିଁ ।ତେବେ ପାଣି କୁ ସିପ ସିପ କରି 10 ରୁ 15 ମିନିଟ ଯାଏ ପିଇବେ ।ତେବେ ଯଦି ଆପଣ 3 ମାସ ଯାଏ ଏହି ପାଣି କୁ ନେଉଛନ୍ତି ତାହେଲେ ଆପଣଙ୍କ ଲିଭର ସୁସ୍ଥ ରହିବ ।

-ଏହା ବ୍ୟତୀତ ଆପଣ ଲିଭର କୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ମଦ୍ୟପାନ କରନ୍ତୁ ନାହିଁ ଓ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।ଏହା ବ୍ୟତୀତ ଜାଣି ରଖିବେ ବି ଯେତେବେଳେ ଆପଣଂକୁ ଖାଦ୍ୟ ଖାଇବା ପରେ ଏସିଡ ହେଉଛି ହାକୁଟି ହେଉଛି ତାହା ପ୍ରାଇମେରୀ ଷ୍ଟେଜ ଅଟେ ଲିଭର ଖରାପ ହେବାର ।ତେଣୁ ସେତେବେଳେ ଏହି ଯୁସ ନେବା ଆରମ୍ଭ କରିଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment