ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ଭିତରେ ମନକୁ ଛୁଇଁଲା ଭଳି କିଛି ଦମଦାର ମନ ପସନ୍ଦିଆ ଭିଡ଼ିଓ ଗୁଡିକ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇ ଯାଇଥାନ୍ତି | ତାହା ସହିତ ସେହି ଭଳି ଭିଡ଼ିଓ ଗୁଡ଼ିକୁ ଦେଖି ବେଶ ଏନଜୟ ମଧ୍ୟ କରିଥାନ୍ତି ଆପଣ ମାନେ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଥିଲ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଝିଅ ପୁଅ ମିଶିକି କରିବାକୁ ଲାଗିଛନ୍ତି ମନ ପସନ୍ଦିଆ ଡାନ୍ସ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଡାନ୍ସ ହେଉଛି ଗୋଟିଏ ଏମିତି ଜିନିଷ ଯେଉଁଥିରେ ଯିଏ ଯେତେ ଦୁଃଖ ଵା ଅସୁବିଧା ରେ ଥାଉ ନା କାହିଁକି ସବୁ କିଛି ଦୂର ହୋଇ ଯାଇଥାଏ ସେହି ଡାନ୍ସ କୁ ଦେଖିଲେ | ଆଉ ତାହା ସହିତ କୁହାଯାଇଥାଏ କି ଆଜି କାଲି ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଲୋକ ମାନେ ନିଜ ଭିତରେ ଥିବା ଟେଲେଣ୍ଟ କୁ ପ୍ରକାଶ କରାଇବା ପାଇଁ ଲାଗୁଛନ୍ତି ଓ ତାହା ସହିତ ସମସ୍ତ ଙ୍କ ପାଖରୁ ପ୍ରସଂଶା ମଧ୍ୟ ସାଉଟୁଛନ୍ତି |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେହି ଭଳି ମନକୁ ଛୁଇଁଲା ଭଳି ଏକ ଡାନ୍ସ ର ଭିଡ଼ିଓ ଟି ସାମ୍ନା କୁ ଆସିଛି | ଆଉ ଯେଉଁଠି କୁହାଯାଉଛି କି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମଞ୍ଚ ଉପରେ ଝିଅ ପୁଅ ଜା ଙ୍କର ତାଙ୍କର ଜବରଦସ୍ତ ଡୁଏଟ ପୋରଫୋମେନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଷ୍ଟେଜ ଉପରେ | ଆଉ ଯେଉଁଠି କୁହାଯାଉଛି କି ମେ ତେରି ବୟ ଫ୍ରେଣ୍ଡ ଗୀତ ରେ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଝିଅ ଆଉ ପୁଅ ଜଣଙ୍କ |
ଆଉ ଯେଉଁ ଭିଡ଼ିଓ ରେ ଝିଅ ଓ ପୁଅ ଙ୍କର ଏତେ ସୁନ୍ଦର ମନକୁ ଛୁଇଁଲା ଭଳି ଡାନ୍ସ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଥିଲା କି ଯାହାକୁ ଆପଣ ମାନେ ଦେଖିଲେ ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ସେହି ଭଳି ଏକ ମନଛୁଆ ଭିଡ଼ିଓ ର କମାଲ ବର୍ତ୍ତମାନ ସମସ୍ତଙ୍କର ମନକୁ ଛୁଇଁଛି ଓ ଯାହା ବର୍ତ୍ତମାନ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।