ଶୁଣନ୍ତୁ ଭାଇରାଲ Audio Call : ଖୁଡି ପୁତୁରା ଙ୍କ ପ୍ରେମଳାପ ଭାଇରାଲ… ” ତୁମଠୁ ଯେଉଁ ମଜା ମିଳିଛି “…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ ଆପଣ ମାନେ ସୋସିଆଲ ମିଡ଼ିଆ ଜରିଆରେ ଶୁଣୁଥିବେ ଆଉ ଦେଖିବାକୁ ମଧ୍ୟ ପାଉଥିବେ ଅନେକ ସମୟରେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ସେହି ଭାଇରାଲ ହେଉଥିବା ଭିଡ଼ିଓ ଟି ହେଉଛି ଖୁଢ଼ୀ ଆଉ ପୁତୁରା ଙ୍କର କଥା ହେଉଥିବା ସମୟର ଏକ ଭାଇରାଲ ଅଡ଼ିଓ | ଆଉ ଯେଉଁ ଅଡ଼ିଓ କୁ ଆପଣ ମାନେ ମଧ୍ୟ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ଖୁଡ଼ୀ ଆଉ ପୁତୁରା ଙ୍କର ସମ୍ପର୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ମା ଆଉ ପୁଅ ଙ୍କର ସମ୍ପର୍କ ଭଳି ଏମାନଙ୍କର ସମ୍ପର୍କ ହୋଇଥାଏ | ତେବେ ଏହି ଭାଇରାଲ ହେଉଥିବା ଅଡ଼ିଓ ଟିକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ନିଜ କାନ କୁ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | କାରଣ ଭାଇରାଲ ହେଉଥିବା ଅଡ଼ିଓ କୁ ଶୁଣିଲା ପରେ ଜାଣି ହେଉଛି କି ପୁତୁରା ଆଉ ଖୁଡ଼ୀ ଙ୍କ ମଧ୍ୟରେ ଥିଲା ଭଲ ପାଇଵା ଆଉ ସେମାନେ ରିଲେସନ ରେ ମଧ୍ୟ ରହୁଥିଲେ |

ତେବେ ପୁଅ ଜଣଙ୍କ ତାଙ୍କର ଖୁଡ଼ୀ ଙ୍କୁ ସ୍କୁଲ ପାଖକୁ ଦେଖା କରିବା ପାଇଁ ଡାକୁଛନ୍ତି ଆଉ କହୁଛନ୍ତି କି ସେ ଭୁବନେଶ୍ୱର ରେ ଅନେକ ଝିଅ ମାନଙ୍କ ସହିତ ମିସିଛନ୍ତି ଓ ତାହା ସହିତ ଅନେକ ଲଭର୍ସ ମଧ୍ୟ ବନାଇଛନ୍ତି କିନ୍ତୁ ତାଙ୍କ ଖୁଢ଼ୀ ଭଳି ତାଙ୍କୁ କେହି ଦେଇ ପାରିନି |ଆଉ ତାହା ସହିତ ଏହା ଶୁଣିବା ପରେ ଗାଁ ରେ ଏମାନଙ୍କ ସମ୍ପର୍କ କୁ ନେଇକି ଖୁଡ଼ୀ ଯେଉଁ ଭଳି ଭାବରେ କଥା ଶୁଣିଛନ୍ତି ଲୋକ ମାନଙ୍କ ପାଖରୁ ସେ କଥା ମଧ୍ୟ କହିବାକୁ ଲାଗିଛନ୍ତି | ଆଉ ଦୁଇଜଣ ପରସ୍ପର ପାଖରୁ ଅଲଗା ହୋଇ କେଉଁ ଭଳି ଭାବରେ ଦୁଃଖରେ ଜୀବନ କଟାଉଛନ୍ତି ସେ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି |

ଆଉ ତାହା ସହିତ ପୁତୁରା ଜଣଙ୍କ ଖୁଡ଼ୀ ଙ୍କୁ କହିଛନ୍ତି କି ତୁମଠୁ ଯାହା ଶାନ୍ତି ମିଳିଛି ଆଉ କାହା ପାଖରୁ ସେମିତି ପାଇପାରିବି ନାହିଁ ବୋଲି | ଆଉ ଏହି ଭଳି ଭାବରେ ଖୁଡ଼ୀ ଆଉ ପୁତୁରା ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ କୁ ନେଇକି ଅନେକ କଥା କହିଛନ୍ତି ସେମାନେ ଆଉ ଯାହାର ଅଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଏହି ଭଳି ଏକ ଲଜ୍ୟା ଜନକ କଥା କୁ ନେଇକି ବେଶ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment