ବନ୍ଧୁଗଣ ଦୁନିଆରେ ଅନେକ ବ୍ୟକ୍ତି ବର୍ତମାନ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି, ବ୍ୟକ୍ତି ଯଦି ରୋଗରେ ପୀଡିତ ରହିଛନ୍ତି ତେବେ ସେମାନେ ଯେତେ ଔଷଧ ସେବନ କଲେ ମଧ୍ୟ ତାହା ପୂରଣ ହୋଇନଥାଏ |ବର୍ତମାନ ଅଧିକାଂଶ ବ୍ୟକ୍ତି କିଡ଼ନୀ ଷ୍ଟୋନ ଓ ମୁଣ୍ଡ ବିନ୍ଧା ଜନିତ ସମସ୍ୟାରେ ପୀଡିତ ରହିଛନ୍ତି, ସେମାନେ ନିଜର ଏହି ସମସ୍ୟାକୁ ଭଲ କରିବା ପାଇଁ ବହୁତ ଔଷଧ ସେବନ କରିଥାନ୍ତି ମାତ୍ର ତାହା ମୂଳରୁ ଭଲ ହୋଇନଥାଏ |ମୁଁ ଆଜି ଆପଣକୁ ଆପଣଙ୍କ ଏହି ସମସ୍ୟାକୁ ସମ୍ପୂର୍ଣ ଦୂର କରିବା ପାଇଁ ଏକ ସୁନ୍ଦର ଆୟୁର୍ବେଦିକ ଉପଚାର ବିଷୟରେ କହିବି, ଯାହାକି ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଗୁଡିକ ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ଅମର ପୋଇ ପତ୍ର
ପ୍ରସ୍ତୁତି :-
ଆପଣ ଏହି ଅମର ପୋଇ ପତ୍ରକୁ ଯେକୌଣସି ଉପାୟରେ ବ୍ୟବହାର କଲେ ତାହା ଆପଣଙ୍କୁ ସର୍ବଦା ଅନେକ ଫାଇଦା ଯୋଗାଇ ଥାଏ, ଏହାର ବ୍ୟବହାର କଲେ ଆପଣଙ୍କ ଶରୀରର ଅନେକ ରୋଗ ଭଲ ହୋଇଯାଏ |ଆପଣ ଅମର ପୋଇ ପତ୍ରକୁ ଭଲ ଭାବରେ ଧୋଇ ତାହାର ରସ ବାହାର କରି ଯଦି ଏହାକୁ ସକାଳ ସନ୍ଧ୍ୟା ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରର ବିଭିନ୍ନ ପ୍ରକାର ରୋଗ ଠିକ କରିଥାଏ |ଆପଣ ଆପଣଙ୍କ କୀଡୀନି ସମସ୍ୟା ଦୂର କରିବା ପାଇଁ ଦୁଇ ରୁ ତିନୋଟି ଅମର ପୋଇ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ |
ପରେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ଏହି ପାଣିକୁ ବଏଲ କରନ୍ତୁ ପରେ ଆପଣ ତିନୋଟି ଅମର ପୋଇ ପତ୍ର ଛୋଟ ଛୋଟ କରି ପକାନ୍ତୁ ଏବଂ ଏହାକୁ ଭଲ ଭାବରେ ଫୁଟାନ୍ତୁ |ଯେପରି ଏକ ଗ୍ଲାସ ପାଣି ଅଧା ହୋଇଯିବ ପରେ ଆପଣ ଗ୍ୟାସ ବନ୍ଦ କରି ଏହି ପାଣିକୁ ଛାଣି ନିଅନ୍ତୁ |
ବ୍ୟବହାର :-
ଆପଣ ଏହି ଡ୍ରିଙ୍କ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ସେବନ କରନ୍ତୁ, ଆପଣ ଯେତେବେଳେ ଏହି ଡ୍ରିଙ୍କ ସେବନ କରୁଛନ୍ତି ସେତେବେଳେ ଏହା ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ସେବନ କରନ୍ତୁ |ପରେ ଆପଣ ଏହି ଡ୍ରିଙ୍କ ଉଷମ ଥିବା ସମସ୍ୟାରେ ଯଦି ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ |ଏହି ଡ୍ରିଙ୍କ ଆପଣ ଯଦି କିଛି ଦିନ ଲଗାତାର ଭାବରେ ବ୍ୟବହାର କରନ୍ତି ତେବେ ଆପଣଙ୍କ ଶରୀରରେ କୀଡୀନି ଷ୍ଟୋନ ସମସ୍ୟା ସହିତ ଆପଣଙ୍କ ଆଖି ଜନିତ ସମସ୍ୟା ମଧ୍ୟ ଧିରେ ଧୀରେ ସମ୍ପୂର୍ଣ କମିଯିବ |ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ମଧ୍ୟ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।