ଆଶ୍ଚର୍ଯ୍ୟ ! ଭୟଙ୍କର କିଙ୍ଗ କୋବ୍ରା ( King Cobra ) ଠାରୁ ମୁଷାକୁ ଉଦ୍ଧାର କଲା ମାଙ୍କଡ….

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ।ତେବେ କିନ୍ତୁ କେବେ କେବେ ଏହିପରି କିଛି ଭିଡ଼ିଓ ଆମ ଆଗକୁ ଆସିଥାଏ ଯାହାକୁ ବିଶ୍ୱାସ କରିବା କେବେ ବି ସମ୍ଭବ ହୋଇନଥାଏ କିନ୍ତୁ ଏହା ସତ୍ୟ ଘଟଣା ଅଟେ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଯେଉଁ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜଣେଇବା କୁ ଯାଉଛୁ ତାହା ଆପଣ କେବେ ବି ଦେଖି ନଥିବେ କିମ୍ବା ଜାଣିନଥିବେ। ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି କିପରି ମୂଷା କି ବିଷଧର ସାପ ର ଖାଦ୍ୟ ହେବା ଠାରୁ ମାଙ୍କଡ ଦୁଇ ଜଣ ତାହାକୁ ବଞ୍ଚାଇ ଦେଇଛନ୍ତି। ଏହା ସହ ଆପଣ ଏହା ମଧ୍ୟ ଦେଖିବାକୁ ପାଇବେ କି ବିଲେଇ ଓ ସାପ ଏବଂ ନେଉଳ ଓ ସାପ ର ଲଢେଇ। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ଗୁଡିକ ବିଷୟ ରେ।

୧.ତେବେ ପ୍ରଥମ ଭିଡ଼ିଓ ଟି ରେ ଆପଣ ଏହା ଦେଖିବା କୁ ପାଇବେ କି, ଗୋଟିଏ ବିଲେଇ ବଡ଼ କୋବ୍ରା ସାପ ହାବୁଡ଼ ରେ ପଡି ଯାଇଛି। ଆଉ ତା ପରେ ସାପ ଓ ବିଲେଇ ମଧ୍ୟରେ ଚାଲିଛି ଯୁଦ୍ଧ , କେହି କାହାକୁ ଛାଡିବା କୁ ଚାଁହୁ ନାହାନ୍ତି। ଜଣେ ଚୋଟ ମାରିବା କୁ ଚେଷ୍ଟା କରିବା ବେଳେ ଅନ୍ୟ ଜଣେ ତାର ହାତର ନଖ ସାହାଯ୍ୟ ରେ ନିଜକୁ ବଞ୍ଚାଇବା ସହ ସାପ କୁ ଆଘାତ ଦେବାକୁ ପ୍ରୟାସ କରିଛି।

୨.ଅନ୍ୟ ଏକ ଭିଡ଼ିଓ ରେ ଦେଖା ଯାଇଛି କି , ଗୋଟିଏ ବଡ଼ ରଣା ଚିତି ସାପ ଜଙ୍ଗଲ ରେ ଖାଦ୍ୟ ଖୋଜୁଥିବା ବେଳେ ତା ସାମ୍ନା ରେ ଗୋଟିଏ ମୂଷା ପଡିଯାଇଛି। ଆଉ ମୂଷା କୁ ଖାଇବା ପାଇଁ ସାପ ତାକୁ ଗୋଡ଼ାଇ ଗୋଡ଼ାଇ ଧରି ପକେଇଚି। ମାତ୍ର ଏହାକୁ ଉପରେ ଥିବା ଦୁଇ ଜଣ ମାଙ୍କଡ ଦେଖିଛନ୍ତି ଏବଂ ମୂଷା କୁ ବଞ୍ଚେଇବା ପାଇଁ ସେମାନେ କେତେବେଳେ ପଥର ପକାଉଛନ୍ତି ତ। କେତେବେଳେ ସାପ ଠାରୁ ମୂଷା କୁ ଟାଣି ନେବା କୁ ଚେଷ୍ଟା କରିଛନ୍ତି ଆଉ ସଫଳ ମଧ୍ୟ ହୋଇଛନ୍ତି।

୩.ଆପଣ ମାନେ ଜାଣିଛନ୍ତି କି ,ସାପ ଓ ନେଉଳ ମଧ୍ୟରେ କେବେ ବି ପଡେ ନାହିଁ ଦୁହେଁ ଦୁହିଁଙ୍କୁ ଦେଖିଲେ ପରସ୍ପର କୁ ଆକ୍ରମଣ କରିବା କୁ ଲାଗି ଯାଇଥାନ୍ତି। ତେବେ ଏହି ଭିଡ଼ିଓ ରେ ସେହିପରି ଦେଖିବାକୁ ମିଳିଛି କି ଗୋଟିଏ ସାପ ଓ ନେଉଳ ମଧ୍ୟରେ ଚାଲିଛି ଲଢେଇ। ତେବେ ଆପଣ ମାନେ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଗୁଡିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment