Swastik Tv News Odisha

King kong (gorilla) କୁ ନେବା ସମୟରେ ଭୟଙ୍କର ଦୃଶ୍ୟ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

0

ବନ୍ଧୁଗଣ ବହୁତ୍ ସମୟରେ ଜୀବଜନ୍ତୁ ମାନଙ୍କୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥାଏ। କିଛି ଭୟଙ୍କର ଜୀବ ଜନ୍ତୁ ମାନଙ୍କ ଭିଡିଓ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ବି ଲାଗିଥାଏ। କାରଣ ସେମାନଙ୍କୁ ମଣିଷ ବହୁତ୍ ଭୟ କରିଥାଏ।ଅନେକ ସମୟରେ ଆପଣ ଜୀବଜନ୍ତୁ କୁ ନେଇ ଏହିପରି ଅନେକ ଭିଡିଓ ଦେଖିବାକୁ ପାଉଥିବେ। ତେବେ ସେମାନଙ୍କୁ ନେଇ ଯେଉଁ ଭିଡିଓ ସାମ୍ନାକୁ ଆସିଥାଏ ତାହା ଦେଖିବା ପାଇଁ ଲୋକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।କିନ୍ତୁ ଯଦି ସେ ହିଂସ୍ର ଜନ୍ତୁ ହୋଇଥାଏ ତେବେ ତାକୁ ଦେଖିଲେ ଆମେ ବହୁତ୍ ଡରି ଯାଇଥାଉ। ସେମାନଙ୍କ ପ୍ରତି ମନ ଭିତରେ ଏକ ଭିନ୍ନ ଭୟ ସୃଷ୍ଟି ହୁଏ।

କାରଣ ସେମାନଙ୍କ ଆକ୍ରମଣରେ ଜୀବନ ଯିବାର ଭୟ ବହୁତ୍ ଅଧିକ ରହିଥାଏ। ଏହାଛଡା ଜୀବଜନ୍ତୁ କୁ ଯେତେବେଳ ବିପଦରୁ ଉଦ୍ଧାର କରିବାର ଭିଡିଓ ସାମ୍ନାକୁ ଆସେ ସେତେବେଳ ଏହାକୁ ଦେଖି ବହୁତ୍ ଖୁସି ଲାଗେ। କିନ୍ତୁ କିଛି ଭିଡିଓ ସେହିପରି ବିପଦ ଜନକ ମଧ୍ଯ ହୋଇଥାଏ କାରଣ ଏହା ମନ ଭିତରେ ଏକ ଭୟ ସୃଷ୍ଟି କରିଥାଏ।ଯେମିତି ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପ୍ରତି ଆମର ଭଲ ପାଇବା ରହିଥାଏ, ସହାନୁଭୂତି ରହିଥାଏ, ସେହିପରି ବନ୍ୟ ଜନ୍ତୁ ମାନଙ୍କ ପ୍ରତି ବି ଉଦାରତା ଭାବ ରହିଥାଏ। କିନ୍ତୁ ଫରକ ଏହା ଥାଏ କି ଆମେ ବନ୍ୟ ଜନ୍ତୁ ମାନଙ୍କୁ ଆମେ ଟିକେ ଭୟ କରିଥାଉ ସେମାନଙ୍କ ହିଂସ୍ର ଗୁଣ ପାଇଁ।

କିନ୍ତୁ ଆମେ ମଣିଷ ହୋଇ ମଧ୍ୟ ଜୀବଜନ୍ତୁଙ୍କୁ ବହୁତ୍ ଭଲ ପାଇଥାଉ।ତେବେ ମଣିଷ ମାନଙ୍କ ଭଳି ଇତର ପ୍ରାଣୀ ମାନଙ୍କର ମଧ୍ୟ ମଣିଷ ପ୍ରତି ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ, ଏକଥା କୁ ଆଦୌ ଅସ୍ବୀକାର କରି ହେବ ନାହିଁ। କେବଳ ମଣିଷ ପ୍ରତି ମଣିଷର ନୁହଁ ବରଂ ଏବେବି ଇତର ଜନ୍ତୁ ଏବଂ ପଶୁ ପକ୍ଷୀ ମାନଙ୍କ ସହ ଲୋକଙ୍କୁ ଅସୁବିଧାରେ ସୁବିଧା ଯୋଗାଇବା ଏବଂ ସହାୟତା ଯୋଗାଇବା ପାଇଁ ଆଗେଇ ଆସୁଛନ୍ତି ବହୁତ୍ ସଦ୍ ହୃଦୟବାନ ବ୍ୟକ୍ତି ବିଶେଷ। କିନ୍ତୁ ଅନେକ ସମୟରେ ସମୟକ୍ରମେ ଆପଣ କିଛି ଭୟାନକ ଜୀବ ମାନଙ୍କର ସଂସ୍ପର୍ଶରେ ଆସୁଥିବେ। ଯାହାକୁ ଦେଖି ଚକିତ ହୋଇ ପଡ଼ୁଥିବେ।

ଯେମିତି ଏବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ଏକ ଗରିଲା କୁ ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି। ଗରିଲା ଟିକୁ ଚେନ୍ ରେ ବନ୍ଧା ଯାଇଛି। ବଡ ବଡ ଲମ୍ବା ଆଉ ଶକ୍ତ ଚେନ ରେ ତାକୁ ବନ୍ଧା ଯାଇଛି। ଲୋକେ ଦୁଇ ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ବାଜା ବଜାଇ ଗରିଲାକୁ ଲୋକଙ୍କ ମଝିଦେଇ ଅଣା ଯାଉଛି।ଏହି ଦୃଶ୍ୟ ଦେଖିବାକୁ ଯେମିତି ରୋମାଞ୍ଚକ ସେତିକି ଭୟଭୀତ କରିବା ଭଳି ମଧ୍ୟ ଅଟେ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.