ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ଆଣ୍ଠୁଗଣ୍ଠି ଜନିତ ସମୟରେ ପୀଡିତ ରହୁଛନ୍ତି, ଏହି ସମସ୍ୟା ଆଗରୁ ସାଧାରଣ ବୟସ ବଢିଲେ ବ୍ୟକ୍ତି ମାନଙ୍କ ଠାରେ ଏହିପରି ସମସ୍ୟା ଦେଖିବାକୁ ମିଳିଥାଏ |ମାତ୍ର ବର୍ତମାନ ଏହିପରି ସମସ୍ୟା ପିଲାଠାରୁ ବୃଦ୍ଧ ବ୍ୟକ୍ତି ପ୍ରଯ୍ୟନ୍ତ ସମସ୍ତଙ୍କ ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି |ଏହି ଆଣ୍ଠୁଗଣ୍ଠି ପରି ସମସ୍ୟା ରହିଥିଲେ ବ୍ୟାଜଟି ଭଲରେ ଚଲା ବୁଲା କରି ପାରନ୍ତି ନାହିଁ ଏହା ସହିତ ବ୍ୟକ୍ତି ଏହି ସମସ୍ୟାରେ ବହୁତ କଷ୍ଟ ମଧ୍ୟ ଅନୁଭବ କରିଥାନ୍ତି |ମୁଁ ଆଜି ଆପଣକୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଯିବାର ପ୍ରକୃତ କାରଣ ଏହାର ଲକ୍ଷଣ ଓ ଏହି ସମସ୍ୟର ପ୍ରପର ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା ଆପଣଙ୍କୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା |
କାରଣ :-
ଏହି ଆଣ୍ଠୁଗଣ୍ଠି ସମସ୍ୟା ବ୍ୟକ୍ତି ବୟସ ବଢିବା ସଙ୍ଗେ ଏହି ପ୍ରବ୍ଲେମ ଅଧିକ ଦେଖା ଯାଇଥାଏ,ବର୍ତମାନ ଅଧିକ ବ୍ୟକ୍ତିଙ୍କ ଠାରେ କମ ବୟସରୁ ମଧ୍ୟ ଏହି ସମସ୍ୟା ଦେଖାଯିବାର ମୁଖ୍ୟ କାରଣ ହେଉଛି ଆମର ଖରାପ ଜୀବନ ଶୈଳୀ |ଯେଉଁ ବ୍ୟକ୍ତି ଅଧିକ ସମୟ ବସି ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ, ଏହା ସହିତ କେତେକ ବ୍ୟକ୍ତିଙ୍କ ଠାରେ ମେଡ଼ିସିନର ଖରାପ ପ୍ରଭାବରୁ ମଧ୍ୟ ଏହି ସମସ୍ୟା ହୋଇଥାଏ |କେତେକ ବ୍ୟକ୍ତିଙ୍କ ଠାରେ ଖାଦ୍ୟର ଅଭାବ କାରଣରୁ ଏବଂ ଶରୀରରେ କାଲସିୟମର ଅଭାବ କାରଣରୁ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖା ଯାଇଥାଏ |
ଲକ୍ଷଣ :-
ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ବ୍ୟକ୍ତି ଭଲରେ ଚଲାବୁଲା କରିପାରେ ନାହିଁ, ଏହା ସହିତ ଅଧିକ ସମୟ ଆଣ୍ଠୁ ଫୁଲିଯିବା ସହିତ ଅଧିକ ମାତ୍ରାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ |ବ୍ୟକ୍ତି ଅଧିକ ସମୟ ସିଡ଼ି ଚଢିବା ଏବଂ ଅନ୍ୟ ସ୍ଥାନକୁ ଚାଲି ଯିବାର ଅକ୍ଷମ ହୋଇଥାନ୍ତି, ଏହି ସହିତ ବ୍ୟକ୍ତି ଯଦି ଆଣ୍ଠୁରେ ଅଳ୍ପ ଆଘାତ ପାଇଥାଏ ତେବେ ତାହା ବହୁତ ଯନ୍ତ୍ରଣା ତାହା ପାଇଁ ହୋଇଥାଏ |ଏହି ପରି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଥିଲେ ବ୍ୟକ୍ତି ପାଖରେ ଅନେକ ଲକ୍ଷଣ ଦେଖା ଯାଇଥାଏ |
ଚିକିତ୍ସା :-
ଏହି ପରି ସମସ୍ୟା ଥିଲେ ପ୍ରଥମେ ଆପଣ ନିଜର ଜୀବନ ଶୈଳୀର କିଛି ପରିବର୍ତନ ଆଣିବା ଆବଶ୍ୟକ, ଆପଣ ଅଧିକ ସମୟ ଚଲାବୁଲା କରିବା ସହିତ ପ୍ରତ୍ୟେକ ଦିନ ସକାଳ ଏକ୍ସସାରସାଇଜ କରିବା ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଆପଣ ଆଣ୍ଠୁରେ କୌଣସି ପ୍ରେସର ଅଧିକ ପକାନ୍ତୁ ନାହିଁ,ନିଜର ଖାଦ୍ୟପେୟରେ ଆପଣ କାଲସିୟମ ଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା କମିଯାଏ |ଯଦି ଆପଣ ଅଧିକ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣ ଭଲ ଡାକ୍ତର ପରାମର୍ଶ ନେଇ ତାହାର ପ୍ରୋପର ଚିକିତ୍ସା କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।