ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ଅନେକ ଶାରୀରିକ ସମସ୍ୟା ପୀଡିତ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ବର୍ତମାନ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କ କ୍ଷେତ୍ରରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖାଯିବାର ଦେଖିବାକୁ ମିଳିଛି |ଏହି ସମସ୍ୟା ଥିଲେ ବ୍ୟକ୍ତି ଚଲା ବୁଲା କରିବା ସହିତ ଅନେକ କ୍ଷେତ୍ରରେ ବହୁତ ସମସ୍ୟା ଭୋଗ କରିବାର ଦେଖିବକି ମିଳିଛି |ମୁଁ ଆଜି ଆପଣକୁ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ହେବାର ପ୍ରକୃତ କାରଣ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା ଆପଣକୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |
କାରଣ :-
ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ସାଧାରଣତଃ ନିଜର ଖରାପ ଜୀବନ ଶୈଳୀ କାରଣରୁ ଅଧିକ ଦେଖିବା ପାଇଁ ମିଳିଥାଏ, କାରଣ ଯେଉଁ ବ୍ୟକ୍ତି ଅଧିକ ସମୟ ଅଫିସରେ ବସି କାମ କରନ୍ତି ସେମାନ ଚଲାବୁଲା କିମ୍ବା ବିନା ଏକ୍ସସାରସାଇଜ କାରଣରୁ ଏହା ଦେଖା ଦେଇଥାଏ |ଏହା ସହିତ ଆମର ଅଧିକ ଜଙ୍କ ଫୁଡ ଖାଇବା କାରଣରୁ ମଧ୍ୟ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି, କାରଣ ଖାଦ୍ୟରେ ଅଧିକ ୟୁରିକ ଏସିଡ ଥିବା କାରଣରୁ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ |ଯଦି ବ୍ୟକ୍ତି ସବୁବେଳେ ସୂର୍ଯ୍ୟ କିରଣ ଠାରୁ ଦୁରେଇ ରହିଥାଏ ତେବେ ମଧ୍ୟ ତାହା ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବକି ମିଳିଥାଏ |
ଲକ୍ଷଣ :-ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଥିଲେ ଦୈନନ୍ଦିନ ଜୀବନରେ କୌଣସି କାର୍ଯ୍ୟ କରିପାରେ ନାହିଁ,ଏହା ସହିତ ତଳେ ବସି ଉଠିବା କିମ୍ବା କୌଣସି ଉଚ୍ଚା ସ୍ଥାନକୁ ଛାଡିବା ଇତ୍ୟାଦିରେ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଇଥାଏ |ଏହିପରି ସମସ୍ୟା ଅଧିକ ମାତ୍ରାରେ ଥିଲେ ବ୍ୟକ୍ତି ବେଳେ ଆଣ୍ଠୁ ଗଣ୍ଠି ବଙ୍କା ହେବାର ମଧ୍ୟ ସମ୍ଭାବନା ମିଳିଥାଏ,ଏହିପରି ଅନେକ ଲକ୍ଷଣ ଦେଖା ଦେଇଥାଏ |
ଚିକିତ୍ସା :-
ଏହି ସମସ୍ୟାରେ ସମ୍ମୁଖୀନ ହେଉଥିବା ବ୍ୟକ୍ତି ପ୍ରଥମେତଃ ଯଦି କୌଣସି ଔଷଧ ସେବନ କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଆବଶ୍ୟକ |ଏହା ସହିତ ନିଜର ଜୀବନ ଶୈଳୀରେ କିଛି ପରିବର୍ତନ ମଧ୍ୟ ଆଣିବା ନିହାତି ଆବଶ୍ୟକ, ବ୍ୟକ୍ତି ପ୍ରତ୍ୟେକ ଦିନ କିଛି ସମସ୍ୟା ଏକ୍ସସାରସାଇଜ କରିବା ସହିତ ଖାଦ୍ୟରେ ଭିଟାମିନସ ସହିତ ମିନେରାଲ ଆଦି ଖାଇବା ନିହାତି ଦରକାର |ଏହା ସହିତ ଆପଣ ଜଙ୍କ ଫୁଡ ଠାରୁ ସମ୍ପୂର୍ଣ ଦୁରେଇ ରହିବା ସହିତ ପ୍ରତ୍ୟେକ ଦିନ ସକାଳ କିଛି ସମୟ ଖରାରେ ବୁଲିବା ପାଇଁ ଚେଷ୍ଟା କରନ୍ତୁ |ଏହି ପରି ଆପଣ କିଛି ରେଗୁରାଲ ଭାବରେ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।