ବନ୍ଧୁଗଣ ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏମିତି ଏକ ଡାନ୍ସ ଭିଡିଓ କୁ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ।ଏହା ହେଉଛି ଏକ ଭିନ୍ନ ଧରଣର ଡାନ୍ସର ଭିଡିଓ।ଏହି ଭିଡିଓକୁ ଯିଏବି ଦେଖୁଛି ସେ ଏଭଳି ଡାନ୍ସର ପ୍ରଶଂସା କରୁଚି ଏବଂ ଡାନ୍ସ ଦେଖି ଖୁସି ହେଉଛି। ଯେଉଁ ଭିଡିଓ କୁ ଅନେକ ଲୋକ ଦେଖି ସାରିଲେଣି ଏବଂ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେବେ ଆପଣମାନେ ଜାଣିଛନ୍ତି ନୃତ୍ୟ ଏକ ଏମିତି ଜିନିଷ ଯାହା ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ।
ଆଉ ଏହାକୁ ଦେଖି ଅନ୍ୟମାନେ ବି ଖୁସି ହୁଅନ୍ତି। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ।ତେବେ ଏହି ଭିତ୍ତିରେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।ସେହିପରି ଏବେ ସାମ୍ନାକୁ ଆସିଛି ଏକ ଡାନ୍ସ କ୍ଲାସ୍ ର ଭିଡିଓ। ଯେଉଁଠି ଡାନ୍ସ ଶିକ୍ଷକଙ୍କ ସହିତ ଛାତ୍ରୀ ମାନେ ଡାନ୍ସ ଅଭ୍ୟାସ କରୁଛନ୍ତି।ଏହି ଭିଡିଓ ରେ ସେମାନେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।
ଆପଣ ଏଠାରେ ଏକ ସୁନ୍ଦର ଏବଂ ଚମତ୍କାର ଡାନ୍ସ ର ଭିଡିଓ ଦେଖିବାକୁ ପାଇବେ। ଯେଉଁଭଳି ଭାବରେ ଡାନ୍ସ ଶିକ୍ଷକଙ୍କ ନାଚକୁ ଅନୁସରଣ କରି ଅଣ୍ଟାକୁ ହଲାଇ ତାଳ ପକାଇ ପିଲା ମାନେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି।ତେବେ ଡାନ୍ସ ମାଷ୍ଟର ଙ୍କ ସହ ଛାତ୍ରୀ ମାନଙ୍କର ଏହି ଭିନ୍ନ ଷ୍ଟାଇଲ ର ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ତାହାର ମଜା ନିଅନ୍ତୁ। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଯାହାକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛନ୍ତି।ଯେଉଁଠି ଡାନ୍ସ ମାଷ୍ଟର ଙ୍କ ସହିତ ପିଲାମାନେ ଏକ ଲୋକପ୍ରିୟ ହିନ୍ଦୀ ଗୀତ କୋଇ ମିଲ ଗୟା ଗୀତରେ ଏହି ଆକର୍ଷଣୀୟ ଡାନ୍ସ କରୁଛନ୍ତି। ସୁନ୍ଦର୍ ଭାବରେ ଗୀତର ତାଳେ ତାଳେ ସେମାନେ ଯେଉଁଭଳି ଏହି ନାଚ ଅଭ୍ୟାସ କରୁଛନ୍ତି ତାହା ଦେଖିଲେ ଆପଣ ବି ଖୁସି ହୋଇଯିବେ ଏବଂ ଏହି ଭିଡିଓ କୁ ସଂପୂର୍ଣ୍ଣ ନ ଦେଖିଲେ ରହି ପାରିବେନି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।