କୋଣାର୍କ ଗଣନାଟ୍ୟ Lead Actress ଉର୍ବୀ ( Urbi ) ଙ୍କ ଡ୍ୟାନ୍ସ ରେ ନାଚିଲେ ଦର୍ଶକ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି …

ହଁ ଦର୍ଶକ ବନ୍ଧୁ ଓଡିଶା ଟେଲିଭିନରେ ସିରିଏଲ ରେ କାମ କରି ନିଜର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟରେ ନିଜର ବେଶ ପ୍ରଶଂସା ସାଉଁଟି ଥିବା ସିରିଏଲ ଅଭିନେତ୍ରୀ ଉର୍ବ ଏବେ ଯାତ୍ରା ଷ୍ଟେଜ ରେ ନିଜର ଝଲକ ଦେଖାଇଛନ୍ତି | ତେବେ ପୂର୍ବରୁ ସିରିଏଲ ମାଧ୍ୟାମ ରେ ଓଡିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ଉର୍ବୀ ଏବେ ଯାତ୍ରା ରେ ପାଦ ଥାପି ଥିବା କୁହାଯାଇଛି | ସୂଚନା ଅନୁଯାୟୀ ବିଭିନ୍ନ ସିରିଏଲ ରେ କାମ କରିଥିବା ଏହି ଅଭିନେତ୍ରୀ ସବୁବେଳେ ନିଜର ଭଲ ଅଭିନୟ ପାଇଁ ଚର୍ଚ୍ଚା ଥିବା କୁହାଯାଇଥାଏ | ତେବେ ତାଙ୍କର ଏହି ଅଭିନୟ ମାଧ୍ୟମ ରେ ସେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ତେବେ ସୂଚନା ଅନୁଯାୟୀ ଏବେ ଦର୍ଶକ ମାନଙ୍କ ଅତି ନିକଟତର ହେଇଛନ୍ତି ଯାତ୍ରା ଜଗତରେ ପାଦ ଦେଇ ଅଭିନେତ୍ରୀ ଉର୍ବୀ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ |
ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ ଯେଉଁଥିରେ ଦେଖା ଯାଇଛି ଯେ ଓଡିଶା ର ବେଶ ଚର୍ଚ୍ଚିତ ଚେହେରା ଯାହାକୁ ଆମେ ଟିଭି ସିରିଏଲ ମାଧ୍ୟମ ରେ ଦେଖିବାକୁ ପାଇଥାଉ ଓ ପ୍ରସଂଶା କରିଥାଉ ସେ ଏବେ ଓଡିଶା ର ନାମୀ ଦାମୀ ଯାତ୍ରା ପାର୍ଟ କୋଣାର୍କ ଗଣନାଟ୍ୟ ରେ ନଜର ଆସିଛନ୍ତି | ତେବେ ଅଭିନେତ୍ରୀ ଉର୍ବ ଯେତେବେଳେ ଯାତ୍ରା ଷ୍ଟେଜ ରେ ନିଜର ଆସିଥିଲେ | ସେତେବେଳେ ତାଙ୍କର ପ୍ରଶଂସକ ମାନେ ବେଶ ଖୁସି ହେଇଥିବାର ଦେଖା ଯାଇଥିଲା | ତାପରେ ଷ୍ଟେଜ ଉପରକୁ ଆସି ସେ ତାଙ୍କର ପ୍ରଶଂସକ ମାନଙ୍କ ସହିତ ବିଭିନ୍ନ କଥା କହିଥିବା ର ନଜର ଆସିଥିଲା | ଏହା ସହିତ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଏମିତି ଅତି ପାଖରୁ ଦେଖି ବହୁତ ଖୁସି ହେବା ସହିତ ତାଙ୍କୁ ଏକ ନାଲି ରଙ୍ଗର ବେଲୁନ ଉପହାର ଦେଇଥିଲେ |

ଏହାପରେ ଅଭିନେତ୍ରୀ ଉର୍ବୀ ତାଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ପ୍ରତି ଥିବା ଦର୍ଶକ ମାନଙ୍କ ଭଲ ପାଇବା କୁ ମଧ୍ୟ ଦେଖି ପାରୁଥିଲେ | ତେବେ ଏମିତି କିଛି ସମୟ ତାଙ୍କର ଏହି ସୁନ୍ଦର ଅନକୋରିଙ୍ଗ ଦେଖି ତାଙ୍କର ପ୍ରଶଂସକ ମାନେ ତାଙ୍କୁ ଏକ ଡ୍ୟାନ୍ସ କରିବା ପାଇଁ କହିଥିଲେ | ତେବେ ଦର୍ଶକ ମାନଙ୍କ କଥା ରଖିବା ପାଇଁ ଯାଇ ସେ ପ୍ରଥମେ ଏକ ସୁନ୍ଦର ଭଜନ ଟିଏ ଗାଇଥିଲେ ମା ‘ ଙ୍କ ଉଦେଶ୍ୟ ରେ | ତାପରେ ସେ ଓଡିଶା ର ଚହଳ ପକାଇଥିବା ଏକ ଗୀତ ଯାହା ଏବେ ମଧ୍ୟ ପ୍ରଶଂସା ଅଛି ତେବେ ସେ ଗୀତ ଟି ହେଉଛି’ ଗୁଆ ଘିଅ ଗୁଆ ଘିଅ’ |

ଆଉ ଯାହା ଜଣା ପଡିଛି କି ଏହି ସୁନ୍ଦର ଗୀତ ରେ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରି ଦର୍ଶକଙ୍କ ମନକୁ ଜିଣିଥିଲେ ଅଭିନେତ୍ରୀ ଉର୍ବୀ | ଆଉ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ତିଆରି କରିପାରିଛନ୍ତି ଅଭିନେତ୍ରୀ ଉର୍ବୀ |ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment