କୋଣାର୍କ ଗଣନାଟ୍ୟ ଯାତ୍ରା ମଞ୍ଚରେ ଓଲିଉଡ ହିରୋଇନ୍ ଲିପ୍ସା ମିଶ୍ର ( Lipsa Mishra ) ଙ୍କ କମାଲ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ଆଉ ନାଚ ସହିତ ଗୀତ ରେ ଝୁମିବାକୁ ଲାଗିବେ | ତେବେ ଏଠାରେ ଦେଖୁବାକୁ ମିଳିଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣା ଶୁଣା ଅଭିନେତ୍ରୀ, ଆଉ ଯାହାଙ୍କର ଅଭିନୟ ର ଯାଦୁ ସମସ୍ତଙ୍କୁ କରିଛି ମୋତୁଆଲା ଓ ସମସ୍ତେ ତାଙ୍କର ଡାନ୍ସ ର ମଧ୍ୟ ଦିୱାନା ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ଲିପ୍ସା ମିଶ୍ର | ଆଉ ଯାତ୍ରା ର ମଞ୍ଚରେ ସେ ନିଜର ଧମାଲ ଦେଖାଇ ଦର୍ଶକ ଙ୍କର ମନକୁ ମୋହି ନେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |

ତେବେ ବନ୍ଧୁଗଣ ଲୁପ୍ସା ମିଶ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ଫ୍ଲିମ କରିବା ସହିତ ଅନେକ ଧାରାବାହିକା ରେ ମଧ୍ୟ ସେ ନିଜ ଅଭିନୟ ର ଜଲୱା କୁ ଦେଖାଇ ଓଡିଶା ର ଘରେ ଘରେ ପ୍ରତେକ ଲୋକ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଏହି ସୁନ୍ଦର କଳାକାର ଜଣଙ୍କ | ଆଉ ଯାହା କୁହାଯାଉଛି କି ବିଶେଷ କରି “ତୋ ଅଗଣାରେ ତୁଳସୀ ମୁଁ ” ସିରିଏଲ କରି ଲୋକ ମାନଙ୍କର ପ୍ରଶଂସା ସହିତ ଭଲ ପାଇବା କୁ ମଧ୍ୟ ସାଉଁଟିଛନ୍ତି ସେ |

ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି କୋଣାର୍କ ଗଣନାଟ୍ୟ ର ଯାତ୍ରା ମଞ୍ଚରେ ନିଜର ଏକ୍ଟିଙ୍ଗ ସହିତ ଗୀତ ଓ ନାଚ ର ଜଲୱା ଦେଖାଇଛନ୍ତି ସେ ମଞ୍ଚ ଉପରେ | ଆଉ ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛନ୍ତି | ଆଉ ଯାହା ଦେଖିବାକୁ ମିଳିଥିଲା କି ଲିପ୍ସା ଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା | ଆଉ ତାହା ସହିତ ଦର୍ଶକ ମାନଙ୍କର ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାତ୍ରା ମଞ୍ଚରେ ନିଜର ପ୍ରତିଭା କୁ ଦେଖାଇ ସମସ୍ତଙ୍କର ମନରେ ଘର କରି ଛନ୍ତି ହିରୋଇନ ଲିପ୍ସା |

ତେବେ ସେ ଯାତ୍ରା ମଞ୍ଚରେ ପ୍ରଥମେ ତାଙ୍କର ସିରିଏଲ ର ଗୋଟିଏ ଡାଇଲଗ କହିଥିଲେ | ଆଉ ତାହା ପରେ 143 ଆଇ ଲଭ ଇଉ ଗୀତ ଟି ମଧ୍ୟ ଗାଇଥିଲେ ଓ ଶେଷରେ ସେ ତାଙ୍କର ଡାନ୍ସ ର କମାଲ ଦେଖାଇଥିଲେ | ଆଉ ତାଙ୍କ ସହିତ ଝୁମି ଯାଅ ଦର୍ଶକ ମାନେ ମଧ୍ୟ ନାଚିବାକୁ ଲାଗିଥିଲେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛଗୀ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment