କୋଣାର୍କ ଗଣନାଟ୍ୟ ରେ ଓଡ଼ିଆ ଅଭିନେତ୍ରୀ ଭୂମି ( Bhumi ) ଗୁଆ ଘିଅ ଗୀତରେ କଲେ ରୋମାଣ୍ଟିକ ଡ୍ୟାନ୍ସ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ତେବେ ଆପଣ ମାନେ ଜାଣିଥିଲେ କି ଆଜିକାଲି ଓଡ଼ିଆ ଅଭିନେତ୍ରୀ ମାନେ ବିଭିନ୍ନ ପ୍ରକାରର ଷ୍ଟେଜ ପ୍ରଗ୍ରାମ ରେ ଅତିଥି ଭାବରେ ଯାଉଛନ୍ତି | ଆଉ ତାଙ୍କର ଅଭିନୟ ସହିତ ନାଚ ଓ ଗୀତ ର ଝଲକ ଦେଖାଇ ସମସ୍ତଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରୁଛନ୍ତି | ତେବେ ବର୍ତମାନ ସେହି ଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଓଡ଼ିଆ ଅଭିନେତ୍ରୀ ଭୂମିକା ନିଜ ଭିତରେ ଥିଲା ଟେଲେଣ୍ଟ କୁ ଦେଖାଇ ନିଜର ଡାନ୍ସ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗା କରି ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଭୂମିକା କୁ ତ ଜାଣିଥିବେ | ଆଉ ଯିଏ କି ରଜ କୁଇନ ରେ ଭାଗ ନେଇଥିଲେ ଆଉ ଯେଉଁଠି ସେ ପ୍ରତିଯୋଗିତା ରେ ବିଜୟୀ ହେବା ପରେ ସିରିଏଲ ରେ ମଧ୍ୟ ସ୍ଥାନ ପାଇଥିଲେ | ଆଉ ସେ ପ୍ରଥମେ ଗୋଟିଏ ଫ୍ଲିମ ମଧ୍ୟ କରିଥିଲେ |ଆଉ “ତୋ ପାଇଁ ମୁଁ ” ରେ କାମ କରିବା ପରେ ଏବେ “ତେଜସ୍ୱିନୀ ” ରେ ନିଜର ଅଭିନୟ ର ଝଟକା ରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଥିଲେ | ଆଉ ବର୍ତ୍ତମାନ ସେହି ଜଣା ଶୁଣା ସମସ୍ତଙ୍କ ର ଅତି ପ୍ରିୟ ର କଳାକାର ଅଭିନେତା ଭୂମିକା ଯାଇଛନ୍ତି ଏକ ଷ୍ଟେଜ ଶୋ କୁ |

ଆଉ ଯାହା ଦେଖିବାକୁ ମିଳିଛି କି କି କୋଣାର୍କ ଗଣନାଟ୍ୟ ରେ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଭୂମିକା | ଆଉ ଯେଉଁଠି ନିଜର କଥା ର ମଧୁରତାରେ ସମସ୍ତଙ୍କର ମନରେ ଘର କରିବା ସହିତ ନିଜର ଡାନ୍ସ ପୋରଫୋମେନ୍ସ ରେ ସମସ୍ତଙ୍କ ମନକୁ ଆକୃଷ୍ଟ କରେଇବାରେ ଲାଗିଛନ୍ତି ଭୂମିକା | ଆଉ ଦେଖିବାକୁ ମିଳିଛି କି ଗୁଆ ଘଅ ଗୀତ ରେ ସୁନ୍ଦର ଭାବରେ ନିଜର ଡାନ୍ସ ର ଝଲକ ଦେଖିଆବାକୁ ଲାଗିଛନ୍ତି ଭୂମିକା | ଆଉ ତାଙ୍କର ଡାନ୍ସ ରେ ଦର୍ଶକ ମାନଙ୍କୁ କିରିବାକୁ ଲାଗିଛନ୍ତି ମୋତୁଆଲା |ତେବେ ଦର୍ଶକ ମାନେ ମଧ୍ୟ ବେଶ ପରିଚିତ କଳାକାର ଭୂମିକା କୁ ଦେଖିବା ପାଇଁକି ଆଗ୍ରହ ର ସହିତ ଅପେକ୍ଷା କରିଥିଲେ |

ତେବେ ଯାହା ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ଭୂମିକା ଙ୍କ ସହିତ ଦର୍ଶକ ମାନେ ମଧ୍ୟ ପୁରା ଝୁମି ଯାଇଛନ୍ତି | ଆଉ ଯାହା ସମସ୍ତଙ୍କର ମନକୁ ଛୁଇଁବାକୁ ଲାଗିଛି | ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର ଭଲ ପାଇବା ଦେବାକୁ ଲାଗିଛନ୍ତି ଭୂମିକା ଙ୍କୁ | ଆଉ ତାଙ୍କର ଏହି ପ୍ରଗ୍ରାମ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment