Swastik Tv News Odisha

Konda Pochamma ରେ ଏହି ମହିଳାଙ୍କ ଚମତ୍କାର ଦୃଶ୍ୟ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଏବେ ସୁଦ୍ଧା 56 କୋଟି ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଭାରତୀୟ ସଂସ୍କୃତି ଏବଂ ଏହାର ପରମ୍ପରା ବେଶ୍ ନିଆରା ଏବଂ ସୁନ୍ଦର୍। ଜଣେ ଭାରତୀୟ ଭାବରେ ଆମେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ୍। ବାର ମାସରେ ଏଠି ତେର ପର୍ବ ବେଶ୍ ଖୁସି ଏବଂ ଆନନ୍ଦର ସହିତ ପାଳିତ ହୋଇଥାଏ। ଆମ ଦେଶରେ ଅନେକ ପର୍ବ ପର୍ବାଣୀ, ସଂସ୍କୃତି କାହିଁ କେତେ କାଳରୁ ରହି ଆସିଛି ଏବଂ ପାଲିତ ହେଉଛି।ବହୁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି କେବେ ରକ୍ଷଣାଶୀଳ ହୋଇନାହିଁ । ଏହା ନିଜର ମୌଳିକ ଉପାଦାନ ଗୁଡିକ ସହିତ ବିଭିନ୍ନ ସମୟରେ ବିନା ଦ୍ଵିଧାରେ ଭିନ୍ନଭିନ୍ନ ମତବାଦ , ଧର୍ମବିଶ୍ଵାସ , ଭାଷା , ପ୍ରଥା , ପରମ୍ଫରା ପ୍ରଭୃତିକୁ ଉଦାରତା ସହିତ ଗ୍ରହଣକରି ନିଜକୁ ବଳିଷ୍ଠ କରିଛି।

ଯାହାର ରହିଛି ଏକ ସ୍ୱତନ୍ତ୍ରତା ଏବଂ ବିଭିନ୍ନତା ଭିତରେ ଏକତା। ବହୁତ୍ ସୁନ୍ଦର୍ ଆମ ଭାରତର ବିଭିନ୍ନ ରାଜ୍ୟର ସଂସ୍କୃତି।ତେବେ ଭାରତରେ ବିଭିନ୍ନ ଶ୍ରେଣୀର ଅଧିବାସୀ ବସବାସ କରୁଥିଲେ ସୁଦ୍ଧା ଭାରତୀୟ ସଂସ୍କୃତିରେ ସେମାନଙ୍କ ପ୍ରତି ପାତର ଅନ୍ତର ବିଚାର କରାଯାଏ ନାହିଁ । ଭାରତର ଅଧିବାସୀ ହିସାବରେ ସମସ୍ତଙ୍କୁ ସମାନ ଦ୍ରୁଷ୍ଟିରେ ଦେଖାଯାଏ ଏବଂ ଆଇନତଃ ସମାନ ଅଧିକାର ଓ ସ୍ଵାଧୀନତା ମଧ୍ଯ ସେମାନଂକୁ ଦିଆ ଯାଇଛି। ବିଭିନ୍ନ ସମୟରେ ଶାସକମାନେ ନୀତି ନିର୍ଦ୍ଧାରଣ କରିବାବେଳେ ସମସ୍ତ ଅଧିବାସୀଙ୍କ ସ୍ଵାର୍ଥର ସୁରକ୍ଷା ନିମନ୍ତେ ସେମାନେ ଯତ୍ନବାନ ହୁଅନ୍ତି।ଭାରତୀୟ ସଂସ୍କୃତି ବିଭିନ୍ନ ଜାତି , ଧର୍ମ , ବର୍ଣ୍ଣ ଓ ଭାଷାକୁ ନେଇ ବିକଶିତ।

ଏହି ସଂସ୍କୃତିରେ ବିଭିନ୍ନ ପ୍ରକାର ପ୍ରଥା ଓ ପରମ୍ଫରାର ସମ୍ମିଶ୍ରଣ ଘଟିଛି।ତେବେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା କେବଳ ଭାରତ ମଧ୍ୟରେ ଆବଦ୍ଧ ନ ହୋଇ ଦେଶ ବାହାରେ ଅନ୍ୟାନ୍ୟ ଅନେକ ଦେଶର ସଂସ୍କୃତିକୁ ପ୍ରଭାବିତ କରିଛି। ଆମେ ଆଜି ସେହିପରି ଏକ ଆମ ରାଜ୍ୟର ସସ୍କୃତି, ପରମ୍ପରା ଭିତ୍ତିକ ପର୍ବର ଦୃଶ୍ୟ ଆପଣଙ୍କୁ ଦେଖାଇବା ପାଇଁ ଯାଉଛୁ ଯାହାକୁ ଦେଖିଲେ ଆପଣ ଏକ ନୂଆ ଅନୁଭବ ପାଇବା ସହିତ ନିଶ୍ଚିତ ଖୁସି ହେବେ। ଏଠାରେ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ନୃତ୍ୟ। ଯାହାକୁ ଜଣେ ମହିଳା ଦେଖାଉଛନ୍ତି। ତାଙ୍କ ମୁଣ୍ଡରେ କଳସୀ କୁ ସଜାଇ କରି ରଖି ସେଥିରେ ନିଆଁ ଲଗା ଯାଇଛି।

ଯେଉଁ ମହିଳା ଏହାକୁ ମୁଣ୍ଡରେ ମୁଣ୍ଡାଇ ନାଚି ନାଚି ଯାଉଛନ୍ତି,ସେ ମଧ୍ଯ ବହୁତ୍ ପାରମ୍ପରିକ ଭାବରେ ନିଜକୁ ସଜାଇ ଅଛନ୍ତି।ତାଙ୍କ ଶରୀରରେ ବସ୍ତ୍ର ସୁନ୍ଦର୍ ଭାବରେ ସୁସଜ୍ଜିତ ହୋଇଛି।ଏକ ନଦୀ କୂଳରେ ବସି ନଦୀକୁ ସିନ୍ଦୂର, ହଳଦୀ ରଙ୍ଗର ଗୁଣ୍ଡ ଏବଂ ନଡ଼ିଆ ଫିଙ୍ଗି, ମାଆ କାଳୀଙ୍କ ଭଳି ଜିଭକୁ ବାହାର କରି ସେ ଏସବୁ ରୀତିନୀତି କରୁଛନ୍ତି। ଆଉ ସେଠାରୁ ପୁଣି ସେହିଭଳି ଭାବରେ ମୁଣ୍ଡରେ ମୁଣ୍ଡାଇ ସେ ନାଚି ନାଚି ଆସୁଛନ୍ତି।ଏହି ପର୍ବ ତେଲେଙ୍ଗାନା ରାଜ୍ୟର ଏବଂ ଏହାକୁ କୋଣ୍ଡା ପଚାମା ଯାତରା ବୋଲି କୁହାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.