” କୁଆଡେ ଗଲୁ ପାଗିଲି ” ସୁରେ… ( ବାଲସି ଝିଅ କୀର୍ତ୍ତନ )… ଥରେ ଏହି ଭିଡ଼ିଓ ଦେଖିଲେ 10 ଥର ଦେଖିବେ…

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ସଂକୀର୍ତନ ର ଭିଡ଼ିଓ ମାନ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଯାହା ଚର୍ଚ୍ଚା ର ବିଷୟ ପାଲଟି ଥାଏ ଆଉ ଯାହାକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି ମଧ୍ୟ କୁହାଯାଉଛି | ତାହେଲେ ସେହି ଭଳି ବର୍ତ୍ତମାନ ଆଧୁନିକ ଷ୍ଟାଇଲ ରେ ଏକ ସୁନ୍ଦର ସଂକୀର୍ତନ ର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯାହା ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ କରିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମ ଓଡିଶା ର ଲୋକ ମାନେ ହେଉଛନ୍ତି ଜଗନ୍ନାଥ ପ୍ରେମୀ ତାହା ସହିତ ଭଜନ କୀର୍ତ୍ତନ କୁ ଅଧିକ ପସନ୍ଦ କରିଥାନ୍ତି ଓ ସେଥିରେ ମଜି ମଧ୍ୟ ଯାଇଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି କିଛି କଥା ଆଉ ଯେଉଁଠି ସଂକୀର୍ତନ ର ଯାଦୁ ରେ ସମସ୍ତଙ୍କର ମନ କିଣି ନେଇଛନ୍ତି ଝିଅ ମାନେ | ଆପଣ ମାନେ ସାଧାରଣତଃ ଅନେକ ସ୍ଥାନରେ ଭାଇରାଲ ହେଉଥିବା ସଂକୀର୍ତନ ମାନଙ୍କରେ ଦେଖିବାକୁ ପାଉଥିବେ କି ପୁଅ ମାନେ ସେମାନଙ୍କର ସଂକୀର୍ତନ ଦଳ ରେ ଡାନ୍ସ ପ୍ରଦର୍ଶନ କରିଥାନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବାଲସି ଝିଅ କୀର୍ତ୍ତନ ଦଳ ରେ ଝିଅ ମାନେ କୀର୍ତ୍ତନ ରେ ଗୀତ ଗାଇବା ସହିତ ଡାନ୍ସ କରିବାରେ ଲାଗିଛନ୍ତି |ଆଉ ଭାଇରାଲ ହେଉଥିବା ଏହି ହରେ କୃଷ୍ଣ ଗୀତ ଟିକୁ ବସୁଦେବ ସାହୁ ଓ ରିଙ୍କି ଗାଇବାକୁ ଲାଗିଛନ୍ତି ସୁନ୍ଦର ଭାବରେ | ଆଉ ଯାହା କୁହାଯାଉଛି କି ଏହି ଗୀତ କୁ କୁଆଡ଼େ ଗଲୁ ପାଗେଳୀ ର ସ୍ୱର ଆଉ ତାଳ ରେ ଗାଇଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି ଭାଇରାଲ ହେଉଥିବା ଏହି କୀର୍ତ୍ତନ ଟିରେ ବୋଲି କୁହାଯାଉଛି | ଆଉ ଯାହା କୁ ଶୁଣିବା ପରେ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି |

ଆଉ ଯାହା କୁହାଯାଉଛି କି ଖାଲି ଗୀତ ନୁହଁ ଡାନ୍ସ ର ମଧ୍ୟ ଯାଦୁ ଦେଖାଇବାକୁ ଲାଗିଛନ୍ତି ଏହି ସଂକୀର୍ତନ ଦଳ ର ଝିଅ ମାନେ | ଆଉ ଗୀତ ସାଙ୍ଗକୁ ସୁନ୍ଦର ଭାବରେ କରୁଥିବା ଡାନ୍ସ ର ଭିଡ଼ିଓ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ସଂକୀର୍ତନ ଦଳ ର ନାଚ ଆଉ ଗୀତ ବର୍ତ୍ତମାନ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment