ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଛି ତାହା ଦେଖିଲେ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି ଦେଖିବା କୁ ମିଳିଛି କେଉଁ ଭଳି ଭାବରେ ବିଲେଇଟି ପିଲା ଜଣଙ୍କୁ ବାଲକୋନୀ ର ଫାଟକ କୁ ଉଠିବାକୁ ବାରଣ କରୁଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସାଧାରଣତଃ ଆପଣ ମାନେ ଦେଖିବାକୁ ପାଉଥିବେ କି କୁକୁର ମାନେ ଘର କୁ ଯୋଗିଥାନ୍ତି ଆଉ ସେମାନେ ବିଶ୍ୱସ୍ତ ମଧ୍ୟ ହୋଇଥାନ୍ତି | ଆଉ ତାହା ସହିତ ସେମାନେ ସବୁବେଳେ ମାଲିକ ଙ୍କର ଭଲ କରିଥାନ୍ତି ଆଉ ସାହାଯ୍ୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ କୁକୁର ନୁହଁ ବିଲେଇ ଟି ପିଲା ଟିକୁ କେଉଁ ଭଳି ଭାବରେ ସୁରକ୍ଷା ଦେଉଛି ଆଉ ତାହା ର ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଛି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି |
ଆଉ ଦେଖା ଯାଉଛି କି ଏକ ଛୋଟ ପିଲା ଟି ଘରେ କେହି ନ ଥିବା ସମୟରେ ବେଲବନି ନିକଟକୁ ଯାଇଛନ୍ତି, ଆଉ ସେଠାରେ ତାଙ୍କର ଘରର କେହି ବି ନାହାନ୍ତି | ଆଉ ଛୋଟ ପିଲା ଟି ବାରମ୍ବାର ଛାତ ଉପରେ ଥିବା ବାଲକୋନୀ ନିକଟକୁ ଯାଉଛି ଆଉ ଫାଟକ କୁ ଟାଣିବାକୁ ଲାଗିଛି ଆଉ ବାରମ୍ବାର ଫାଟକ କୁ ଚଡିବାକୁ ମଧ୍ୟ ଚେଷ୍ଟା କରୁଛି | ଆଉ ଛୋଟ ପିଲାଟିର ଏହି ଭଳି କାମ କୁ ରୋକୁଛି ବିଲେଇ ଟି | ଯେଉଁଠି ଦେଖିବାକୁ ମିଳିଛି କି ବିଲେଇଟି ମା ଭଳି ଯତ୍ନ ନେବାକୁ ଲାଗିଛି ଛୋଟ ପିଲାଟିର |
ତାହା ସହିତ ପିଲା ଟି ର ଯେମିତି କିଛି କ୍ଷତି ନ ହେବ ସେଥିପାଇଁ ଚେଷ୍ଟା କରୁଛି ବିଲେଇ ଟି, ଆଉ ତାହା ସହିତ ଦେଖିବାକୁ ମିଳିଛି କି ଛୋଟ ପିଲା ଟି ବାରମ୍ବାର ଉଠିବାକୁ ଚେଷ୍ଟା କରୁଛି ଆଉ ସେତେବେଳେ ବିଲେଇ ଟି ପିଲା ଟିର କିଛି କ୍ଷତି ଯେମିତି ନ ହେବ ସେଥିପାଇଁ ଚେଷ୍ଟା କରୁଛି | ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।