ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆପଣ ମାନେ ଲୋକଙ୍କୁ ନିଜ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ତଥା କୁକୁର ,ମାଙ୍କଡ , ଶୁଆ , ବିଲେଇ ଆଦି ଙ୍କୁ ପାଳିତ କରି ରଖିଥିବା ର ଦେଖିଥିବେ।କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ମହିଳା ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ , ଯିଏକି ନିଜ ଘରେ ନୁହେଁ ବରଂ ପୂରା ଅଞ୍ଚଳ ର ସବୁ ମାଙ୍କଡ ରୁ ନିଜର କରି ରଖିଛନ୍ତି ଆଉ ମା ଭଳି ତାଙ୍କ ର ଯତ୍ନ ନେଉଛନ୍ତି। ଏବଂ ସେହି ମାଙ୍କଡ ମାନଙ୍କ ସହ ତାଙ୍କର କୁନି ଝିଅ ସାଙ୍ଗ ହୋଇ ଖେଳୁଛି ।
ତେବେ ଏହି ଭାଇରାଲ ଭିଡ଼ିଓ ଟି ରେ ଦେଖା ଯାଇଛି ଯେ, ମହିଳା ଜଣଙ୍କ ଝିଅ କୁ ସାଙ୍ଗରେ ଧରି ମାଙ୍କଡ ମାନଙ୍କ ପାଇଁ କିଛି ଖାଇବା ନେଇ ଆସିଛନ୍ତି। ଆଉ ସେ ମାଙ୍କଡ ମାନ ଙ୍କୁ ଖାଇବା ପାଇଁ ଡାକୁଛନ୍ତି , ତେବେ ସବୁଠାରୁ ଆଶ୍ଚର୍ଯ୍ୟ କର କି ମହିଳା ଜଣଙ୍କ ଡାକିବା ମାତ୍ରେ ସବୁ ମାଙ୍କଡ ଗୋଟେ ପରେ ଗୋଟେ ଆସି ଛିଡା ହୋଇ ଯାଇଛନ୍ତି ତାଙ୍କ ପାଖରେ। ଆଉ ତା ପରେ ସେ ସମସ୍ତ ଙ୍କୁ ନିଜ ହାତ ରେ ଖାଇବା କୁ ଦେଉଛନ୍ତି ଆଉ ନିଜେ ମଧ୍ୟ ତାଙ୍କ ସାଙ୍ଗରେ ବସି ଖାଉଛନ୍ତି। ତେବେ ଏହା ମଧ୍ୟରେ ଦେଖା ଯାଇଛି କି ମାଙ୍କଡ ମାନେ ସେହି କୁନି ଝିଅ ସହ ଖେଳୁଛନ୍ତି, ତାଙ୍କୁ କୁଣ୍ଢେଇ ପକାଉଛି ଏବଂ ଗେଲ ବି କରୁଛନ୍ତି।
ଆଉ ସେହିପରି ଅନ୍ୟ ଏକ ମାଙ୍କଡ ତାଙ୍କ ପାଖକୁ ଯାଇଛନ୍ତି ଆଉ ସେହି କୁନି ଝିଅ ଙ୍କୁ ସେ ଚୁମ୍ବନ ଦେଉଥିବା ର ମଧ୍ୟ ଦେଖା ଯାଇଛି। ତେବେ ମହିଳା ଓ ତାଙ୍କର ଝିଅ ସମସ୍ତ ଙ୍କୁ ଭଲ ରେ ଖାଇବା ଦେବା ସହ ତାଙ୍କ ସହ ମଜାମସ୍ତି କରି ଫେରୁଛନ୍ତି। ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକୁ ଦେଖିବା ପରେ ସମସ୍ତେ ଖୁବ ଖୁସି ହୋଇଛନ୍ତି। ତେବେ ସତରେ ମଣିଷ ଯଦି ପଶୁପକ୍ଷୀ ଙ୍କୁ ସେହ୍ନ ଓ ଭଲ ପାଇବା ଦେବ ତେବେ ସେ ମଧ୍ୟ ତାକୁ ସେହିଭଳି ଭଲ ପାଇବ। ତେବେ ଭାଇରାଲ ଭିଡ଼ିଓ ଟିକୁ ଆପଣ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।