ହଠାତ ସିଲଭର କଳସୀ ରେ ମୁଣ୍ଡ ପୂରାଇ ଚିତାବାଘ ( Leopard ) କଲା ଏମିତି… ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ.. ଦେଖନ୍ତୁ ଭିଡ଼ିଓ

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଆଜିର ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ଙ୍କ ବିଶରେ ଜାଣନ୍ତୁ ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ ରାଜସ୍ଥାନ ବଡ଼ଗାଁ ଫରେଷ୍ଟ ରେଞ୍ଜର ଗେଲେବାହାଲ ଗାଁକୁ ପଶି ଆସି ରାସ୍ତାରେ ଗୋଟିଏ ହାଣ୍ଡିରେ ପାଣି ଥିଲା ବାଘ କୁ ଶୋଷ ମଧ୍ୟ ଲାଗୁଥିଲା ଓ ସେ ସେଥିରେ ପାଣି ଖାଇବା କୁ ଗଲା ବେଳେ ହାଣ୍ଡି ଟି ମୁହଁରେ ଅଟକି ଯାଇଥିଲା ଲୋକଙ୍କ ନିଦ ହଜେଇ ଦେଇଥିବା କଲରାପତରିଆ ବାଘକୁ ଧରିବାକୁ କାଲି ଅପରାହ୍ଣ ୩ଟାରୁ ଅପରେସନ୍ ଆରମ୍ଭ କରି ଦେଇଥିଲା ବନ ବିଭାଗ।

ଜାଲ ଆସିଥିଲା, ଜନ୍ତା ସହ ବାଘ ଆଗରେ ଥୋପ ପକେଇବାକୁ ଆହାର ଛେଳି ଥିଲା । ଅନ୍ୟ ସରଞ୍ଜାମ ସହ ଟ୍ରାଙ୍କୁଲାଇଜ୍ ଟିମ୍ ବି ରେଡ୍ଡି ରହି ବାଘକୁ କାବୁ କରିବାକୁ ଅପରେନ୍ ଚାଲିଥିଲା । ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।ବାନ ବିଭାଗରୁ ଆସି ଲୋକ ମାନେ ବାଘର ମୁଣ୍ଡରେ ଅଟକି ଯାଇଥିବା ହାଣ୍ଡିକୁ କାଢ଼ିଥିଲେ।

ତେବେ ଯୋଜନା ମୁତାବକ ରାତିରେ ବାଘ ଛପିଥିବା ବୁଦା ଚାରିପାଖ ଜାଲ ଘେରେଇ ବନ ବିଭାଗ ବାଣ ଫୁଟାଇବାରୁ ବୁଦାରେ ଲାଗିଗଲା ।ଆଉ ଏତିକିବେଳେ ହଠାତ୍ ବାଘଟି ବନ ବିଭାଗର ପ୍ଲାନକୁ ଚକମା ଦେଇ ଅନ୍ୟ ବୁଦାକୁ ଡେଇଁ ଚାଲିଗଲା ।ବାସ୍ ତା ପରଠୁ ଏବେ ଯାଏଁ ଆଉ ବାଘର ଖୋଜଖବର ନାହିଁ ।ତେବେ ଆଜି ସକାଳୁ ପୁଣି ବାଘ ଖୋଜା ଅଭିଯାନ ବେଳେ ପାହଡ଼ ତଳେ ଥିବା ଏକ ଜଳାଶୟ ନିକଟରେ କେବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି ।ବନବିଭାଗ ଅନୁମାନ କରୁଛି ରାତିରେ ପାଣି ପିଇବାକୁ ହୁଏତ ଏ ଜଳାଶୟକୁ ଆସିଛି ।

ହେଲେ ଏହା ପରେ ସେ ବୁଦାକୁ ଫେରିଛି ନାଁ ଅନ୍ୟ କେଉଁ ଜଙ୍ଗଲକୁ ପଳେଇଛି, ତାର ସନ୍ଧାନ ଚାଲିଛି । ବାଘ ଏବେ କୁଆଡ଼େ ଯାଇଛି, କେଉଁଠି ଅଛି କେହି ଦେଖି ନାହାନ୍ତି । ତେଣୁ ନିକଟ ଅତୀତରେ କେବେ ବି ଏ ଅଞ୍ଚଳରେ ବାଘ ଦେଖି ନଥିବା ଲୋକଙ୍କୁ ଭୟ ଓ ଆଶଙ୍କା ଘାରିଛି ।କାଲି ସକାଳୁ ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲେ ବି ଏବେଯାଏଁ ବାଘଟି କାହାରି କୌଣସି କ୍ଷତି କରିନାହିଁ ।ଅପରପକ୍ଷେ ଆଖପାଖରେ ସେଭଳି ଘଞ୍ଚ ଜଙ୍ଗଲ ନଥିବାରୁ କଲରାପତରିଆ ବାଘଟି କୁଆଡ଼ୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ଝାଡ଼ଖଣ୍ଡ ପଟ ଜଙ୍ଗଲ କିମ୍ବା ବାମରା ରିଜର୍ଭ ଫରେଷ୍ଟରୁ କୌଣସି ମତେ ବାଘଟି ଚାଲି ଆସିଥିବାର ଅନୁମାନ କରାଯାଉଥବା ଏବଂ ଅପରସେନ୍ ନ ସରିବା ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରିଛି ବନ ବିଭାଗ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment