Life of US Boat Fighting Gigantic Waves… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଗୋଟିଏ ବର୍ଟ ସମୁଦ୍ର ରେ ଯିବା ସମୟ ରେ ହଠାତ ସମୁଦ୍ର ଅଶାନ୍ତ ହୋଇଛି ଆଉ ସମୁଦ୍ର ରେ ଆସି ଯାଇଛି ଝଡ଼। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା କି ସମ୍ପୂର୍ଣ୍ଣ ବୁଡା ଜାହାଜ ବା ବିଶାଳ ବର୍ଟ ଟି ଯାତ୍ରୀ ଙ୍କ ଦ୍ଵାରା ଭର୍ତ୍ତି ହୋଇ ଯାଇଛି। କିନ୍ତୁ ଏହିପରି ବିପଦ ଦେଖିବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି ଏବଂ ଚିନ୍ତା ରେ ରହିଛନ୍ତି।

ତେବେ ଏହି ଘଟଣା ଟି ଦେଖିବା କୁ ମିଳିଛି ସୁଦୁର ବିଦେଶ ଆମେରିକା ରେ , ଯେଉଁ ଠାରେ ଗୋଟିଏ ଯାତ୍ରୀ ବାହୀ ବର୍ଟ ଟି ସବୁ ଦିନ ପରି ସେଦିନ ମଧ୍ୟ ସମୁଦ୍ର ରାସ୍ତା ଦେଇ ଲୋକ ଙ୍କୁ ନେଇ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଉଥିଲା। କିନ୍ତୁ ସବୁ ଦିନ ପରି ସେ ଦିନ ପାଣିପାଗ ସ୍ୱାଭାବିକ ନଥିଲା ।ଯେତେବେଳେ ବର୍ଟ ଟି ମଝି ସମୁଦ୍ର ରେ ଥିଲା ସେହି ସମୟ ରେ ହଠାତ ସମୁଦ୍ର ଅଶାନ୍ତ ହୋଇ ପଡ଼ିଲା ଆଉ ଚାରିଆଡେ ସମୁଦ୍ର ର ଢେଉ ମଧ୍ୟ ଅଶାନ୍ତ ହୋଇଗଲା। ତେବେ କିନ୍ତୁ ସମସ୍ତ ଲୋକ ଙ୍କ ଜୀବନ ସେହି ବର୍ଟ ଚଳାଉ ଥିବା ଲୋକ ର ହାତ ରେ ଥିଲା।

ଏହି ଝଡ଼ ବତାସ କୁ ଦେଖିବା ପରେ ମଧ୍ୟ ସେ ବର୍ଟ ଟିକେ ଭଲରେ ଭଲରେ ଚଳେଇ ନେବା କୁ ଚେଷ୍ଟା କରିଥିଲେ। କିନ୍ତୁ ମଝିରେ ମଝିରେ ଯେଉଁ ଭଳି ଭୟଙ୍କର ଢେଉ ଆସି ବର୍ଟ କୁ ମାରୁଥିଲା ଏହିପରି ଲାଗୁଥିଲା ଯେପରୀ ଏବେ ହିଁ ବର୍ଟ ଟି ବୁଡି ଯିବ। ତେବେ କିନ୍ତୁ କିଛି ସମୟ ମଧ୍ୟରେ ସେଠାରେ ପହଁଚି ଥିଲା ସୁରକ୍ଷା କର୍ମୀ ମାନେ ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। ତେବେ ଏହି ଭିଡ଼ିଓ ଟିକୁ କମଜୋର ହାର୍ଟ ଥିବା ବ୍ୟକ୍ତି ଦେଖନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment