Life Style – ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଏହି ଗୋଟିଏ ଖାସ କଥା…

ହଁ ବନ୍ଧୁଗଣ ବର୍ତମାନ ଲୋକେ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ଅଟନ୍ତି l ସେମାନେ ଏହି କାରଣରୁ ବହୁତ ତାନ୍ତ୍ରିକ, ଗୁଣି ଆଦି ଦ୍ଵାରା ଠକିଥାନ୍ତି l ବର୍ତମାନ ଲୋକେ ବହୁତ ଶିକ୍ଷିତ ହୋଇ ମଧ୍ଯ ଅନ୍ଧ ବିଶ୍ୱାସ ର ଶିକାର ହେଉଛନ୍ତି l ଲୋକ ମାନଙ୍କର ପ୍ରଗତି ଯେଉଁ ଅନୁସାରେ ବଢ଼ି ଚାଲିଛି ଅନ୍ଧ ବିଶ୍ୱାସ ବି ସେହି ଅନୁସାରେ ଦ୍ରୁତ ଗତିରେ ବଢିଚାଲିଛି l ଆଜିକାଲି ଲୋକେ ବହୁତ ଅଳ୍ପ ସମୟ ଭିତରେ ପ୍ରତ୍ୟେକ ଟି କାମ ସାରିବା ପାଇଁ ଚାହୁଁଛନ୍ତି l ମୁଁ ଆଜି ଆପଣକୁ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଏକ ଟିପ୍ସ ଜଣେଇବି, ତେବେ ଆସନ୍ତୁ ଏହା ବିଷୟରେ ଆଲୋଚନା କରିବା l

ମୁଁ ଆଜି ଆପଣଙ୍କର ଭବିଷ୍ୟତ ବିଷୟରେ କିଛି କହିବା ପାଇଁ 3ଗୋଟି ଫୁଲର ସାହାଯ୍ୟ ନେଇଛି l ଏହି 3ଗୋଟି ଫୁଲ 3ଟି ରଙ୍ଗର ଅଟେ l ଏହି ରଙ୍ଗରୁ ହିଁ ମୁଁ ଆପଣଙ୍କ ଭବିଷ୍ୟତ ବିଷୟରେ ସମ୍ୟକ ଧାରଣା ଦେବି l ବର୍ତମାନ ଆପଣ ଏହି ତିନୋଟି ରଙ୍ଗ ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗ ପସନ୍ଦ କରିବେ ଏବଂ ମୁଁ ଆପଣଙ୍କୁ ଆପଣଙ୍କ ପସନ୍ଦ ଅନୁଯାୟୀ ଜଣାଇବି l ତେବେ ଆସନ୍ତୁ ଏହାର ସମ୍ପୂର୍ଣ ବିଷୟର ଆଲୋଚନା କରିବା, ଏହି ତିନୋଟି ଫୁଲ ତିନୋଟି ରଙ୍ଗ ର ଅଟେ l

ପ୍ରଥମତ ହଳଦିଆ ରଙ୍ଗ :-

ଏହି ହଳଦିଆ ରଙ୍ଗ ବାଛି ଥିବା ବ୍ୟକ୍ତି ତାଙ୍କର ଆଗାମୀ ଜୀବନରେ ଅର୍ଥ ସମସ୍ୟା ଲାଗିଲା ରହିପାରେ କାରଣ ଏହି ବ୍ୟକ୍ତି ମା ନେ ନିଜର ରୋଜଗାର ଠୁ ଅଧିକ ଖର୍ଚ୍ଚ କରିଥାନ୍ତି l ଏହି ବ୍ୟକ୍ତିମାନେ ଲୋଭୀ ସଭାବର ହୋଇନଥାନ୍ତି l ଏମାନଙ୍କର ଆକାଶ ଭଳି ବିଶାଳ ହୃଦୟ ରହିଥାଏ, କିନ୍ତୁ ଅର୍ଥ କାରଣରୁ ଚୁପ ରହିଥାନ୍ତି l

ନାଲି ରଙ୍ଗ :-

ଯେଉଁ ବ୍ୟକ୍ତିମାନେ ଏହି ନାଲି ରଙ୍ଗଟିକୁ ପସନ୍ଦ କରିଥାନ୍ତି ସେମାନଙ୍କ ଜୀବନରେ ପ୍ରାୟ ଅନେକ ସମସ୍ୟା ଲାଗିରହିଥାଏ, କେବେ ଭାଗ୍ୟ ଏମାନଙ୍କ ସାଥ ଦେଇଥାଏ ତ କେବେ ଦେଈ ନଥାଏ l ଏହି ନାଲି ରଙ୍ଗ ହେଉଛି ଲଭ ର ପ୍ରତୀକ ତେଣୁ ଲଭ କରୁଥିବା ବ୍ୟକ୍ତି ପାଇଁ ଏହା ମୁଖ୍ୟ ରଙ୍ଗ ହୋଇଥାଏ l ଏହି ରଙ୍ଗ ପସନ୍ଦ କରିଥିବା ଲୋକେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥାନ୍ତି l ଏମାନେ ପ୍ରତ୍ୟେକ ଲୋକର ଭାବନା କୁ ସମାନ ଦେବା ସହ ଅତି ସହଜରେ ସମସ୍ତଙ୍କ ସହ ମିଶିଯାନ୍ତି l

ସବୁଜ ରଙ୍ଗ :-

ଏହି ରଙ୍ଗ ଯେଉଁ ମାନେ ପସନ୍ଦ କରୁଥାନ୍ତି ସେମାନେ ବହୁତ ନିର୍ମଳ ସଭାବର ହୋଇଥାନ୍ତି, ଏମାନେ ବହୁତ ବଡ ସମସ୍ୟା ଗୁଡିକୁ ଅତି ସହଜରେ ସମାଧାନ କରିପାରିଥାନ୍ତି l ଏମାନେ ସେମାନଙ୍କ ସୁନ୍ଦର ଭବିଷ୍ୟତ ବିଷୟରେ ଚିନ୍ତା କରିଥାନ୍ତି l ସେମାନେ ତାଙ୍କର ପରିବାର ଲୋକଙ୍କୁ ବହୁତ ଭଲପାଇବା ଦେଇଥାନ୍ତି ତା ପ୍ରତି ବଦଳରେ ସେହିପରି ଭଲ ପାଇବା ସେମାଙ୍କୁ ମିଳିନଥାଏ l ସେଥିପାଇଁ ସେମାନେ ଉଦାସ ହୋଇଥାନ୍ତି l ଏହି ଫୁଲର ରଙ୍ଗ ମାଧ୍ୟମରେ ଆପଣ ଆପଣଙ୍କ ଭବିଷ୍ୟତ ଓ ବ୍ୟକ୍ତିତ୍ବ ବିଷୟରେ କିଛି ଧାରଣା ପାଇପାରିଲେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

1 thought on “Life Style – ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଏହି ଗୋଟିଏ ଖାସ କଥା…”

Leave a Comment