ଓଡ଼ିଆ ହିରୋଇନ Lipi Mohapatra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଯେତେ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିଲେ ମଧ୍ୟ ଯେତେବେଳେ କୌଣସି ହିରୋ ଆଉ ହିରୋଇନ ଙ୍କୁ ନେଇକି କିଛି ଖକ୍ୱାବାର ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମର ଇଚ୍ଛା ବଢି ଯାଇଥାଏ | ଆଉ ବର୍ତ୍ତମାନ ଯାହା ଙ୍କ ବିଷୟରେ ଆମେ ମାନେ ଆଲୋଚନା କରିବାକୁ ଯାଉଛି ସେ ହେଉଛନ୍ତି ଅଲିଉଡ ର ଜଣେ ବହୁତ ଫେମସ ଜଣା ଶୁଣା ଏକ୍ଟ୍ରେସ ଲିପି ମହାପାତ୍ର ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଲିପି ଙ୍କର ଫ୍ଲିମ କେରିୟର ସହିର ତାଙ୍କ ବିଷୟରେ ସମସ୍ତ କଥା ବିଷୟରେ ଆସନ୍ତୁ ତାହେଲେ ନଜର ପକାଇବା |

ଲିପି ମହାପାତ୍ର ଯିଏକି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଫେମସ ଜଣା ଶୁଣା ନାଁ ବୋଲି କୁହାଯାଏ | ଏକ ଛଡା ଲିପି ଅନେକ ଫ୍ଲିମ ରେ ତଥା ଆଲବମ ଓ ସିରିଏଲ ରେ ଅଭିନୟ କରିଛନ୍ତି | ଆଉ ଯାହା କୁହାଯାଉଛି କି ଲିପି ଙ୍କର ଅଭିନୟ ରହିଛି ଏକ ନିଆରା ଯାଦୁ ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି | ଆଉ ତାହା ସହିତ ଏକ୍ଟିଂ ଓ ଡାନସିଂ ରେ ମାହିର ଥିବା ଲିପି ମହାପାତ୍ର ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ କିଣି ନେଇଛନ୍ତି |

ଲିପି ଙ୍କର ଜନ୍ମ ଓ ଫେମିଲି :

ଯାହା କୁହାଯାଉଛି କି ଲିପି ଙ୍କର ବର୍ତ୍ତମାନ ର ବୟସ 37 ବର୍ଷ, ଆଉ ଯାହା କୁହାଯାଉଛି କି ଲିପି ବ୍ରହ୍ମପୁର ରେ ଜନ୍ମ ଗ୍ରହଣ କରିଛନ୍ତି | ଆଉ ତାଙ୍କର ମା ଙ୍କର ନାଁ ବନ୍ଦନା ମହାପାତ୍ର ହୋଇଥିବା ବେଳେ ବାପା ଜଣେ ପୋଲିସ ବୋଲି କୁହାଯାଉଛି | ତାହା ସହିତ ଲିପି ଙ୍କର ହାଇଟ 5 ଫୁଟ 8 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 65 ବୋଲି କୁହାଯାଉଛି | ତେବେ କିପି ତାଙ୍କର ଗ୍ରାଜୁଏସନ ମହାମୟୀ ବୋମେନ୍ସ କଲେଜ ବ୍ରହ୍ମପୁର ରେ କରିଛନ୍ତି ବୋଲି କୁହାଯାଉଛି |

ତେବେ 1993 ମସିହାରେ ସେ ପ୍ରଥମେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ଆଉ ଅନେକ ଏଲବମ ରେ ମଧ୍ୟ ସେ ଅଭିନୟ କରିଛନ୍ତି | ଯାହାଙ୍କ ଆଲବମ କୁଇନ ମଧ୍ୟ କୁହାଯାଏ |” ମୁଁ ବିନା ଘୁଙ୍ଗୁର ରେ ନାଚିବି ” ହେଉଛି ତାଙ୍କର ପ୍ରଥମ ଆଲବମ ତାହା ପରେ ସେ ଯାଇଫୁଲ ଆଲବମ କରି ପୁପିନ୍ଦର ଙ୍କ ସହିତ ଫେମସ ହୋଇଥିଲେ ବୋଲି ମଧ୍ୟ କୁହାଯାଉଛି  | ତାହା ପରେ ସେ ଅନନ୍ୟା ସିରିଏଲ ରେ ଅଭିନୟ କରିବା ସହିତ ” ଓମ ଶାନ୍ତି ଓମ ” ଫ୍ଲିମ କରି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି |

ତେବେ ଏହା ଥିଲା ଏକ୍ଟ୍ରେସ ଲିପି ମହାପାତ୍ର ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment