ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭାଇରାଲ ଭିଡ଼ିଓ ଦେଖିଥିବେ ହେଲେ ଏବେ ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବା ସହିତ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ | ତେବେ ଏହି ଭିଡ଼ିଓ ଟି ଏକ କୁକୁର ଓ ମଣିଷ ଯାହା ଭାଇରାଲ ହେବାର କିଛି ସମୟ ମଧ୍ୟରେ ଏହାକୁ ବହୁତ ଲୋକ ଦେଖି ଦୁଃଖ ପ୍ରକାଶ କରିଥିବାର ଦେଖାଯାଇଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ଆପଣ ଦେଖିଲେ ମଧ୍ୟ ଦୁଃଖ ପ୍ରକାଶ କରିବେ | ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଭିଡ଼ିଓ ବିଷୟରେ ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି |

ଯେମିତିକି ଆପଣମାନେ ଜାଣିଛନ୍ତି କୁକୁର ବହୁତ ଲୋକ ତାଙ୍କର ଘରେ ପୋଷି ରଖି ଥାନ୍ତି ଓ କୁକୁର ମଧ୍ୟ ମଣିଷ ଠାରୁ ଅଧିକ ବିଶ୍ୱସ୍ତ ହେଇଥାଏ | ତେବେ ଏହି କୁକୁର କୁ କେହି ଭଲ ପାଉଥିବା ବେଳେ ଆଉ କେହି ଘୃଣା ମଧ୍ୟ କରିଥାନ୍ତି | ତେବେ ଯେଉଁ ମାନେ କୁକୁର କୁ ଭଲ ପାଇଥାନ୍ତି ସେମାନେ କୁକୁର କୁ ମଣିଷ ପରି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦେବା ସହିତ ତାହା ପଛରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି | ମାତ୍ର କୁକୁର ମଧ୍ୟ ତାହାର ମାଲିକ ର ସମସ୍ତ କଥା ମାନିବା ସହିତ ଅଧିକ ବିଶ୍ୱସ୍ତ ହେଇଥାନ୍ତି | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଦେଖିଲେ ଆପଣ ଜାଣିପାରିବେ ଯେ କୁକୁର ଟି ତାର ମାଲିକକୁ କେତେ ଭଲ ପାଏ ତାହା ଏହି ଭିଡ଼ିଓ ରେ ସ୍ପଷ୍ଟ ଦେଖାଯାଇଛି |

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖା ଯାଇଛି ଯେ ଜଣେ ବ୍ୟକ୍ତି ତାହାର କୁକୁର କୁ ଏକ କାର ରେ ନେଇ ଆସି ରାସ୍ତାରେ ଥିବା ଏକ ବିଜୁଳି ଖୁଣ୍ଟରେ ବାନ୍ଧି ଦେଇ କୁକୁର ଛାଡି ଚାଲି ଯାଉଛନ୍ତି | ହେଲେ କୁକୁରଟିକୁ ଜଣା ନଥିଲା ଯେ ତାର ମାଲିକ ତାକୁ ସବୁଦିନ ପାଇଁ ଛାଡି ଚାଲି ଯାଉଛି | ହେଲେ କୁକୁରଟି ମାଲିକର ଆସିବା ବାଟକୁ ଚାହିଁ ରିହିଥାଏ ହେଲେ ମାଲିକ ର କୌଣସି ଖବର ନ ନଥାଏ ଏହାକୁ ଦେଖି କୁକୁରଟି କାନ୍ଦିରେ ଲାଗିଲା ହେଲେ ମାଲିକ ଆସିଲେ ନାହିଁ | ଠିକ ସେତିକି ବେଳେ ସେହି ରାସ୍ତାରେ ଜଣେ ମହିଳା ସେହି କୁକୁର ଦେଖି ତା ପାଖକୁ ଯାଇଛନ୍ତି ଓ କୁକୁର ର ଏହି ପରି ଅବସ୍ଥା ଦେଖି ମହିଳା ଜଣଙ୍କ କୁକୁର ପ୍ରତି ଦୟା ଆସିଛି ବୋଲି କୁହାଯାଉଛି |

ଆଉ କୁକୁର ଦେହ କୁ ଆଉଁସି ଦେଲେ କୁକୁର ମଧ୍ୟ ଏହାକୁ ଦେଖି ସେ ଟିକିଏ ଆଶ୍ବସ୍ତି ଅନୁଭବ କରିଲା ଏହା ପରେ ମହିଳା ଜଣକ କୁକୁର କୁ ଖୋଲିବା ପାଇଁ ଚେଷ୍ଟା କରିଲେ ହେଲେ ସେ ଖୋଲି ପାରିଲେ ନାହିଁ | ତାପରେ ମହିଳା ଜଣଙ୍କ କୌଣସି ଉପାୟ ନ ପାଇ ସେ ସାଙ୍ଗ କୁ ଫୋନ କରି ଡାକିଲେ ଓ ତାଙ୍କର ସାଙ୍ଗ ଆସିବା ପରେ କୁକୁର ଖୋଲି ତାଙ୍କ ସହିତ ଘରକୁ ନେବା ପାଇଁ ସ୍ଥିର କରିଛନ୍ତି ବୋଲି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment