କଳିଙ୍ଗ ଗଣନାଟ୍ୟ । love ❤️ song ” ରାଜା ଝିଅ ତମେ କଣ କଲ “…. ଓଃ କି ମସ୍ତି….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ମଧ୍ୟରୁ ଯେତେବେଳେ ଯାତ୍ରା ଜଗତର କିଛି କଥା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆପଣ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଯାତ୍ରା ଜଗତର ଜବରଦସ୍ତ ସିନ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର | ଯେଉଁଠି ଯାତ୍ରା ମଞ୍ଚରେ ଯାତ୍ରା କଳାକାର ମାନେ ସେମାନଙ୍କ ର ଡାନ୍ସ ର କମାଲ ଦେଖାଇବା ସହିତ ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଗୀତ ର କମାଲ ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା କଳାକାର ମାନେ ଆଜି କାଲି ସେମାନଙ୍କର ଜବରଦସ୍ତ ପୋରଫୋମେନ୍ସ ଯାତ୍ରା ମଞ୍ଚରେ ଦେଖାଇବାକୁ ଲାଗୁଛନ୍ତି | ତାହା ସହିତ ଯାତ୍ରା କଳାକାର ମାନଙ୍କର ଅଭିନୟ ର କମାଲ ହେଉ ଵା ନାଚ ଆଉ ଗୀତ ଦର୍ଶକ ମାନେ ସେଥିପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି | ଗାଁ ଗହଳି ଠାରୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଯାତ୍ରା ପ୍ରତି ଲୋକ ମାନଙ୍କର ଭଲ ପାଇବା ଦେଉଛନ୍ତି ଓ ପିଲା ଠୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ମଞ୍ଚକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି |

ତେବେ କୁହାଯାଏ କି ଯାତ୍ରା ସୁନ୍ଦର ହୋଇଯାଇଥାଏ କେବଳ ଅଭିନୟ ଭଲ ରହିଲେ ତାହା ନୁହଁ ଅଭିନୟ ସାଙ୍ଗକୁ ଯାତ୍ରା କୁ ଅଧିକ ସୁନ୍ଦର କରିଥାଏ ଯାତ୍ରା ମଞ୍ଚରେ ବାଜୁଥିବା ଗୀତ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା କଳିଙ୍ଗ ଗଣନାଟ୍ୟ ର ବୋଲି କୁହାଯାଉଛି | ଆଉ ସେହି ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି ଯାତ୍ରା ଗାୟିକା ମାନେ ସୁନ୍ଦର ଭାବରେ ଗୀତ ଗାଇବା ପାଇଁ ଲାଗିଛନ୍ତି ଆଉ ତାଙ୍କର ସେହି ମନ ଛୁଆଁ ଗୀତ ର ତାଳେ ତାଳେ ଯାତ୍ରା ଅଭିନେତା ଆଉ ଅଭିନେତ୍ରୀ ମାନେ ସେମାନଙ୍କ ରୋମାଣ୍ଟିକ ଡାନ୍ସ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |

ଆଉ ଭାଇରାଲ ହେଉଥିବା ସେହି ସୁନ୍ଦର ଗୀତ ଟି ହେଉଛି “ରଜା ଝିଅ ତମେ କଣ କରିଲ ” ଏହି ମନୋଛୁଆଁ ଗୀତ ରେ ତାଙ୍କର ସୁନ୍ଦର ଭାବରେ ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା କଳାକାର ମାନେ |ଆଉ ସେମାନଙ୍କ ସହିତ ସାଥ ଦେଇଛନ୍ତି ଯାତ୍ରା ସିଙ୍ଗର ମାନେ |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment