ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଭିତରୁ ବେଳେ ବେଳେ ଏଭଳି କିଛି ମଜାଦାର ଭିଡ଼ିଓ ଗୁଡିକ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ମଜା ଆଉ ଖୁସି ଲାଗିଥାଏ | ବିଶେଷ କରିକି ଯେତେବେଳେ ଛୋଟ ଛୋଟ ଛୁଆଁ ମାନଙ୍କର କଥା ଉଠେ ସେତେବେଳେ ସେମାନଙ୍କର ଭିଡ଼ିଓ ଓ କଥା ଗୁଡିକୁ ଶୁଣିବାକୁ ଆମକୁ ଅଧିକ ମଜା ଲାଗିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଛୋଟ ପିଲା ଟି ତାର ମା କୁ କହୁଛି କି ତାର ବାହାଘର କରି ଦେବା ପାଇଁ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମା ଆଉ ପୁଅ ଙ୍କ ଭିତରେ ବାହାଘର କୁ ନେଇକି ହେଉଥିବା କଥା ବାର୍ତ୍ତା ବିଷୟରେ ଆଲୋଚନା ସମୟର କିଛି ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଛୋଟ ପିଲା ଆୟୁଷ ତାର ମା କୁ କହୁଛି କି ତାର ବାହାଘର କରି ଦେବା ପାଇଁକି |ଆଉ ତାର ମମି କୁ ତା ପାଇଁ ଆଉ କଷ୍ଟ କରିବା ପାଇଁ ପଡ଼ିବନି | କାରଣ ତାର ମମି ତାଙ୍କୁ ଦହି, ମିଠା, ଆଇସକ୍ରିମ ଖାଇବା ପାଇଁ ଦେଉନି ଆଉ ସବୁବେଳେ ମନା କରୁଛି |
କିନ୍ତୁ ବାହା ହେଇକି ଘରକୁ ଆଣିଥିବା ଝିଅ ଜଣଙ୍କ ତାର ସବୁ କଥା ଶୁଣିବ | ଯାହା ଦେବା ପାଇଁ କହିବି ସେ ଆଣିକି ଡେବ ବୋଲି କହିଛି | ତାହା ବ୍ୟତୀତ ପିଲା ଟି କହିଛି କି ମମି କୁ କି ତମେ ତ ତମର ସ୍ୱାମୀ ଙ୍କ ସହିତ ରହୁଛ ତ ମତେ ମଧ୍ୟ ମୋ ସ୍ତ୍ରୀ ଆଣିଦିଅ ମୁଁ ତାହା ସହିତ ରହିବି | ଏମିତି ଆଉ ତମକୁ କହିକି କାମ କରିବ ପାଇଁ କଷ୍ଟ ଦେବାକୁ ଚାହୁଁନି ବୋଲି କହିବାକୁ ଲାଗିଛି ଛୋଟ ପୁଅ ଟି ତାର ମା କୁ |
ତାହା ସହିତ ଆହୁରି ମଧ୍ୟ କହିଛି କି ଏମିତି 3 ଜଣ ଙ୍କୁ ନେଇକି ଫେମିଲି ଭଲ ଲାଗୁନି |ତେଣୁ ଆଉ ଜଣେ ଆସିଲେ 4 ଜଣ ମେମ୍ବର ହୋଇଯିବ ଫେମିଲି ରେ | ଆଉ ଯାହା ଫଳରେ ସେମାନେ ବେଶ ଖୁସି ରେ ରହିବେ ଓ ତାଙ୍କ ସହିତ ଖେଳିବା ପାଇଁ ମଧ୍ୟ ଆସିଯିବ ଆଉ ଜଣେ | ତାହା ପରେ ସେମାନଙ୍କର ପିଲା ମଧ୍ୟ ଗୋଟିଏ ହେଇଯିବ |ଏମିତି କହି ବିବାହ କରି ଦେବାକୁ ମା ଆଗରେ ଜିଦ ଧରିକି ପୁଅ ଆୟୁଷ | ଆଉ ଛୋଟ ପିଲାଟିର ଏହିଭଳି ମଜାଳିଆ କଥା କୁ ଯିଏ ବି ଶୁଣୁଛି ହସିବାକୁ ଲାଗୁଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।