ମୋ ବୋଉ | Sricharan & Aliva ଙ୍କ କଣ୍ଠରୁ ମାଆ ପାଇଁ ଗୀତଟିଏ… ନିଜ ମାଆକୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ସେଥିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଏକ ମନଛୁଆ ଗୀତ ଟି ଗାଇବା ପାଇଁ ଲାଗିଛନ୍ତି ମଦର ଡେ ସ୍ପେସିଆଲ ରେ | ଆଉ ଯେଉଁ ଗୀତ ଟି ସମସ୍ତ ଙ୍କର ବେଶ ପସନ୍ଦ ଆସିଛି ଓ ସମସ୍ତେ ମଧ୍ୟ ବେଶ ଖୁସି ହୋଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ମା ହେଉଛନ୍ତି ଏଭଳି ଗୋଟିଏ ଶବ୍ଦ ଯେଉଁଥିରେ ଏତେ ସ୍ନେହ ଭଲ ପାଇବା ଓ ମଧୁରତା ଭରି ରହିଛି ତାହା ଆଉ କେଉଁଥିରେ ନାହିଁ ବୋଲି କୁହାଯାଉଛି | ଆଉ କୁହାଯାଏ କି ମଦର ଡେ ରେ ଆମେ ମାନେ ମା ଙ୍କର ପୂଜା କରିଥାଉ ଓ ମା ଙ୍କ ଉଦେଶ୍ୟ ରେ ବହୁତ କିଛି କଥା ମନରେ ପ୍ରକାଶ କରିଥାଉ | ତେବେ ମା ହେଉଛନ୍ତି ଦୁନିଆରେ ସବୁଠାରୁ ଉପରେ ଥିବା ଜିନିଷ ଯାହା କୁ କାହା ସହିତ ତୁଳନା କରି ହେବ ନାହିଁ | ଆଉ ସେହି ମା ଙ୍କ ଉଦେଶ୍ୟ ରେ ବର୍ତ୍ତମାନ ଏକ ଗୀତ ଟି ପ୍ରକାଶ ପାଇଛି ମଦର ଡେ ସ୍ପେସିଆଲ ରେ |

ଆଉ ଯେଉଁଠି ଦେଖିବାକୁ ମିଳିଛି ଅଲିଭା ଲେଙ୍କା ଓ ଶ୍ରୀଚରଣ ଙ୍କର ମୁହଁ ରୁ ଶୁଣିବାକୁ ମିଳିଛି ଏକ ସୁନ୍ଦର ମନଛୁଆ ଗୀତ ର କମାଲ | ଆଉ ଯେଉଁଠି ଦେଖିବାକୁ ମିଳିଛି ମା ଙ୍କ ଉଦେଶ୍ୟ ରେ ଏକ ମନଛୁଆ ଗୀତ ” ବଉ ର ମହିମା କେହି ପାରିବେନି କହି ” ଗାଇବାକୁ ଲାଗିଛନ୍ତି | ଆଉ ସମସ୍ତ ଙ୍କର ମାନଙ୍କୁ ଛୁଇଁ ନେଲା ଭଳି ଏକ ମନଛୁଆ ଗୀତ ଟି ଗାଇ ମା ଙ୍କ ପ୍ରତି ଥିବା ପିଲା ମାନଙ୍କର ମମତା ବିଷୟରେ କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଏହି ଭାଇରାଲ ହେଉଥିବା ଗୀତ ରେ ଦର୍ଶକ ମାନଙ୍କ ର ମନକୁ କିଣି ନେବା ସହିତ ଏହି ଗୀତ ରେ ଦେଖିବାକୁ ମିଳିଥିଲା ମା ବିନା ଘର କେମିତି ଲାଗିଥାଏ |

ତାହା ସହିତ ମା ର ମମତା ସବୁଠାରୁ ଅଧିକ ହୋଇଥାଏ ସନ୍ତାନ ପାଇଁ ଯାହା କୁ ଆଉ କେହି ଦେଇ ପାରିବେ ନାହିଁ | ଆଉ ଏକ ନିଆରା ଭଲ ପାଇବା ରହିଥାଏ ମା ଆଉ ସନ୍ତାନ ମଧ୍ୟରେ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ବେଶ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment