ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ସେହି ଭିଡ଼ିଓ ଗୁଡିକ ଭିତରେ ସମସ୍ତେ ଅଧିକ ପରିମାଣରେ ପସନ୍ଦ କରିଥାନ୍ତି ସଂଗୀତ ର ଝଲକ କୁ ଦେଖିବା ପାଇଁ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ସଂଗୀତ ର କମାଲ | ଆଉ ଯେଉଁ ଭିଡ଼ିଓ ରେ ଅରକେଷ୍ଟ୍ରା ରେ ଦେଖିବା କୁ ମିଳିଛି ସୁନ୍ଦର ଭାବରେ ସିଙ୍ଗର ନିତିନ କୁମାର ଙ୍କର କଣ୍ଠ ରୁ ମନଛୁଆ ଗୀତ ର କମାଲ ଆଉ ଯାହା ସମସ୍ତ ଙ୍କର ମନକୁ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ମନକୁ ଶାନ୍ତି ଆଉ ସୁନ୍ଦର କରିବା ପାଇଁ ସବୁବେଳେ ଭଲ ଉପାୟ ଟି ହେଉଛି ସଂଗୀତ | ଆଉ ଯେଉଁଠି କୁହାଯାଉଛି କି ମନଛୁଆଁ ସଂଗୀତ କୁ ଆପଣ ମାନେ ଯଦି ଶୁଣିବେ ତାହେଲେ ତାହା ଆପଣଙ୍କ ମନକୁ ଖୁସି କରେଇ ଦେବା ସହିତ ଏକ ନୂଆ ପ୍ରକାରର ଇଚ୍ଛା ଜାଗ୍ରତ ହୋଇଥାଏ ମନ ଭିତରେ | ତେବେ ଆଜି କାଲି ମଞ୍ଚ ପ୍ରଗ୍ରାମ ଗୁଡିକ ଦେଖିବାକୁ ମିଳୁଛି ଅନେକ ସମୟରେ ଆଉ ଯେଉଁଠି ସୁନ୍ଦର ଭାବରେ ନିଜର ସ୍ୱର ର କମାଲ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଉଛନ୍ତି ସିଙ୍ଗର ମାନେ |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଅରକେଷ୍ଟ୍ରା ପାର୍ଟି ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ସଂଗୀତ ର କମାଲ | ଆଉ ଯେଉଁଠି କୁହାଯାଉଛି କି ଏକ ମନଛୁଆ ଗୀତ ” ମା ପରି କିଏ ହେବ ” ଗୀତ ଟିକୁ ଗାଇବା ପାଇଁ ଲାଗିଛନ୍ତି ସିଙ୍ଗର ନିତିନ କୁମାର | ଆଉ ଯାହା କୁହାଯାଉଛି କି ତାଙ୍କର କଣ୍ଠ ରୁ ମନଛୁଆ ଗୀତ କୁ ମଞ୍ଚ ଉପରେ ଶୁଣି ସମସ୍ତେ ବେଶ ଖୁସି ହୋଇ ଯାଇଥିଲେ | ଆଉ ତାହା ସହିତ ସିଙ୍ଗର ଜଣଙ୍କର ବେଶ ପ୍ରସଂଶା ମଧ୍ୟ କରିବା ପାଇଁ ଲାଗିଥିଲେ |
ଏହା ବ୍ୟତୀତ ଯାହା କୁହାଯାଉଛି କି ସୁନ୍ଦର ଭାବରେ ଭାଇରାଲ ହେଉଥିବା ମନଛୁଆ ଗୀତ କୁ ଗାଇ ବେଶ ଖୁସି ମଧ୍ୟ ହୋଇଛନ୍ତି ସିଙ୍ଗର, ନିତିନ କୁମାର | ଆଉ ତାହା ସହିତ କୁହାଯାଉଛି କି ତାଙ୍କର ମୁହଁ ରୁ ଏହି ଭଳି ମନଛୁଆ ଗୀତ କୁ ଶୁଣିବା ପରେ ଦର୍ଶକ ମାନେ ମଧ୍ୟ ବେଶ ଖୁସି ହୋଇଯାଇଛନ୍ତି | ଆଉ ଏହି ଭଳି ଏକ ମନଛୁଆ ଭିଡ଼ିଓ ଟି ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।