ମଦୁଆ ” Vs ” ମାଇକିନା😂 (Part-3) || Odia Comedy… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ || Kaka Comedy

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ କମେଡ଼ିଆନ କାକା ତଥା ଗିରିଜା ଙ୍କର ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ଏହି ୟୁ ଟ୍ୟୁବର ମାନେ ପ୍ରାୟ ଆମ ସମାଜ ରେ ହେଉଥିବା ଅନେକ ପ୍ରକାରର ଘଟଣା କୁ ନେଇ ଖୁବ କମେଡି କରିଥାନ୍ତି।ତେବେ ବର୍ତ୍ତମାନ ଗିରିଜା ଙ୍କ ର ମଦୁଆ ଙ୍କୁ ନେଇ ଏକ କମେଡି ଭିଡ଼ିଓ ଆସିଛି । ତେବେ ଆମେ ଆଜି ଆପଣ ଙ୍କୁ ସେହି ଏହିପରି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।

ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି, ମା ପୁଅ ଘରେ ବସି କଥା ହେଉଛନ୍ତି ଏବଂ କାମ କରୁଛନ୍ତି। ତେବେ ମା ଟି ତାର ପୁଅ କୁ କହୁଛି କି ତ ବାପ ସବୁବେଳେ ମଦ ପିଇଲା ଆଉ ଜେଲ ଗଲା ମୁଁ କେବେଠୁ ଡ଼ବ୍ଲୁ ଡବ୍ଲୁ ଖେଳି ନାହିଁ ମୋ ଚେହେରା ଝଡି ଗଲାଣି। ତେବେ ଏହା ପରେ ଦେଖିବାକୁ ମିଳିଛି କି, ତାଙ୍କର ସ୍ୱାମୀ ମଦୁଆ ଜେଲ ରେ ଯାଇକି ବି ମଦ ମାଗୁଛି ଆଉ କାମ କରିବା ବେଳେ ଭୁଲଭାଲ କରୁଛି। ତେବେ ଏହା ପରେ ସେ ଜେଲ ରେ ଜଣେ କଏଦୀ ଙ୍କ ସହ ମିଶି ତାକୁ ବାଡେଇ ତା ଡ୍ରେସ ନେଇ ଜଙ୍ଗଲ କୁ ଛୁ ମାରିଛି।

ଏହା ପରେ ସେଠାରେ ଡାକୁ ମାନଙ୍କ ସହ ମିଶିଯାଇଛି ଆଉ କହୁଛି , “ଯିଏ ପିଇନି ମଦ ତା ଵଂଶ ସାରା ଗଧ” ।ମାତ୍ର ବାପା ଜେଲ ରୁ ଫେରାର କଥା ଶୁଣିବା ପରେ ବାପ କୁ ଖୋଜି ଖୋଜି ଆସି ଜଙ୍ଗଲ ରେ ପହଞ୍ଚିଛି ଏବଂ ସାଙ୍ଗ ରେ ପୋଲିସ କୁ ଆଣି ଡାକୁ ଙ୍କୁ ଧରା ପକେଇ ଦେଇଛି। ମାତ୍ର ପରେ ପୁଣି ବନ୍ଧୁକ ପୋଲିସ ବାବୁ ଙ୍କ ଉପରେ ଫୁଟେଇ ଦେଇଛି। ତେବେ ଏହି ସବୁ କଥା କୁ ଆମ କମେଡ଼ିଆନ ଗିରିଜା ଭାଇ ଓ ତାଙ୍କର ସାଥି ଏହିପରି ଅତି ମଜାଳିଆ ଆନ୍ଦାଜ ରେ କରିଛନ୍ତି କି ଏହାକୁ ଯିଏ ଦେଖୁଛନ୍ତି ସବୁ ହସି ହସି ବେଦମ ହୋଇଯାଉଛନ୍ତି।ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ହସି ହସି ଗଡି ଯିବେ ଆପଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment