ଗାଉଁଲି ମହିଳା କବାଡି ରେ ଏହି ଦୁଇ ମହିଳା ପଡିଆରେ କଲେ କମାଲ… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ..

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡ଼ିଓ ଦେଖିବା କୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ।ତେବେ ଯେତେବେଳେ କବାଡି ଖେଳ କଥା ଆସିଥାଏ ସେତେବେଳେ ଆପଣ ମାନଙ୍କ ମନରେ ପୁରୁଷ ଙ୍କ ଛବି ଆସିଯାଇଥାଏ ।କାରଣ କବାଡି ଖେଳ ସାଧାରଣ ଭାବରେ ପୁରୁଷ ମାନେ ଖେଳୁ ଥିବାର ଆମେ ଦେଖିଥାଉ। କିନ୍ତୁ ପ୍ରଥମ ଥର ପାଇଁ ସୋସିଆଲ ମିଡ଼ିଆ ରେ ମହିଳା ମାନ ଙ୍କ ର କବାଡ଼ି ଖେଳ ର ଭିଡ଼ିଓ ଖୁବ ମାତ୍ର ରେ ଭାଇରାଲ ହେବା ରେ ଲାଗିଛି।

ତେବେ ଏହି ଭାଇରାଲ ଭିଡ଼ିଓ ଟି କୁ ଦେଖି ଆପଣ ଙ୍କୁ ଟିକେ ଚକିତ ଲାଗୁଥିବ ମଧ୍ୟ ମାତ୍ର ଏହା ସତ୍ୟ ଘଟଣା ଅଟେ। ତେବେ ଏହି ଭିଡ଼ିଓ ଟି ହେଉଛି ଏକ ରାଜ୍ୟ ର ହେଉଛି ଠାରେ ଏକ ପର୍ବ ସମୟ ରେ ମହିଳା ମାନଙ୍କ ମଧ୍ୟରେ କବାଡି ମ୍ୟାଚ ହୋଇଥାଏ ଏବଂ ଯିଏ ଏଥିରେ ଜିତିଥାଏ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ।ତେବେ ଭିଡ଼ିଓ ରେ ଦେଖା ଯାଇଛି ଯେ , ମହିଳା ମାନଙ୍କ ମଧ୍ୟରେ ଦୁଇ ଟି ଗ୍ରୁପ ହୋଇଛି ଏବଂ ସେହି ଦୁଇ ଗ୍ରୁପ ମଧ୍ୟରେ ଖେଳ ଚାଲିଛି କବାଡି ଖେଳ। ତେବେ ଉଭୟ ପକ୍ଷ ରୁ ମହିଳା ମାନେ ନିଜ ନିଜର ବେଷ୍ଟ ଦେଇ ଖେଳୁ ଥିବା ର ଦେଖିବା କୁ ମିଳିଛି।

ତେବେ ଉଭୟ ପକ୍ଷ ର ମହିଳା ମାନେ ନିଜ ଗ୍ରୁପ କୁ ଜିତେଇବା ପାଇଁ ପୁରା ଲାଗି ପଡିଛନ୍ତି। ଏବଂ ଆଖ ପାଖ ରେ ଖେଳ ଦେଖିବା କୁ ଆସିଥିବା ସମସ୍ତ ଦର୍ଶକ ମାନେ ମଧ୍ୟ ଉଭୟ ପକ୍ଷ ର ମହିଳା ଗ୍ରୁପ ଙ୍କୁ ଆହୁରି ଭଳି ଖେଳିବା ପାଇଁ ତାଙ୍କର ଜସ୍ ପଢ଼ାଉ ଥିବା ତଥା ତାଙ୍କୁ ସମର୍ଥନ କରୁଥିବା ର ଦେଖିବା କୁ ମିଳିଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଏବଂ ଏହାକୁ ଯିଏ ଦେଖୁଛି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯାଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment