ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ କୁନି ପିଲା ଟିର ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ କୁନି ଝିଅ ଟିଏ କୁନି ପାଦ ରେ କରୁଥିବା ସୁନ୍ଦର ଡାନ୍ସ ର କମାଲ ଦେଖିବାକୁ ମିଳିଛି | ଆଉ ଯେଉଁ ଡାନ୍ସ କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ବୋଳି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସାଧାରଣତଃ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହୋଇଥାଏ କିନ୍ତୁ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ପ୍ରତିଭା କିଛି ଦେଖିବାକୁ ମିଳିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବାର ଇଚ୍ଛା ଓ ଆଗ୍ରହ ଆହୁରି ଅଧିକ ଯାଇଥାଏ | ଆଉ ବର୍ତ୍ତମାନ ଠିକ ସେହି ଭଳି କୁନି ଝିଅ ଟିର ଡାନ୍ସ ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ | ଆଉ ସେହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ କୁନି ଝିଅ ଟି ତାହାର ମନ ଖୁସି ରେ ଡାନ୍ସ କରିବାକୁ ଲାଗିଛି |
ତେବେ ଭାଇରାଲ ହେଉଥିବା ଏହି ଦୃଶ୍ୟ ଟି ହେଉଛି ଗଣେଶ ପୂଜା ସମୟର, ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ମଣ୍ଡପ ରେ ଗଣେଶ ଙ୍କର ପୂଜା ଅର୍ଚ୍ଚନା ଚାଲିଥିବା ସମୟରେ ଡିଜେ ମାଧ୍ୟମରେ ଗୀତ ମଧ୍ୟ ବାଜିବାକୁ ଲାଗିଥିଲା | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି କୁନି ଝିଅ ଟି ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ ମଞ୍ଚ ଉପରେ ଆଉ ଡାନ୍ସ ମଧ୍ୟ କରିବାକୁ ଲାଗିଥିଲେ | ତେବେ ମେୟା ୟଶୋଦା ଗୀତ ରେ ସୁନ୍ଦର ଭାବରେ ନିଜର ଠୁମକା ଲଗାଇବାକୁ ଲାଗିଥିଲେ କୁନି ଝିଅ ଟି |
ଆଉ ଯାହା କୁହାଯାଉଛି କି କୁନି ଝିଅ ଟିର ଏହି ଭଳି ଭାବରେ ମନଛୁଆ ଗୀତ କୁ ଦେଖି ଉପସ୍ଥିତ ଥିବା ସମସ୍ତ ଲୋକ ମାନେ ବେଶ ଖୁସି ହୋଇ ଯାଇଥିଲେ | ତାହା କୁନି ଝିଅ ଟିର ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ ଆଉ କୁନି ଝିଅ ଟିର ଏହି ଭଳି ଡାନ୍ସ କୁ ଦେଖି ଝିଅ ଟିକୁ ଉତ୍ସାହିତ ମଧ୍ୟ କରେଇଥିଲେ | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।