ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ, ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ର ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ବେଶ ଖୁସି ହୋଇ ଯାଇଥାଉ ବୋଲି କୁହାଯାଉଛି | ସାଧାରଣତଃ ଯେତେବେଳେ ଗୀତ ଆଉ ନାଚ ର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସୋସିଆଲ ମିଡ଼ିଆରେ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି ଝିଅ ପୁଅ ଙ୍କର ଡାନ୍ସ ବୋଟ ଉପରେ ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସାଧାରଣତଃ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ର ଯୁଗ ବହୁତ ଆଗକୁ ଯିବାକୁ ଲାଗିଲାଣି | ଆଉ ଯେଉଁଠି କୁହାଯାଉଛି କି ବିଭିନ୍ନ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦର୍ଶକ ମାନଙ୍କ ର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପଡୁଛନ୍ତି | ତେବେ ବର୍ତ୍ତମାନ ଏକ ଡାନ୍ସ ର ଭିଡ଼ିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ଝିଅ ପୁଅ ଙ୍କର ମିଳିମିଶି ଡାନ୍ସ ର ଭିଡ଼ିଓ ଟିଏ
ତେବେ ଆପଣ ମାନେ ବିଭିନ୍ନ ସ୍ଥାନରେ ଡାନ୍ସ ପୋରଫୋମେନ୍ସ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯୁବକ ଓ ଯୁବତୀ ମାନଙ୍କର ବୋଟ ଉପରେ ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ ଟି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ବୋଟ ଉପରେ dj ବସିଛି ଆଉ ସେଠାରେ ମିଳିମିଶି ରୋମାଣ୍ଟିକ ଡୁଏଟ ଡାନ୍ସ କରୁଛନ୍ତି ଝିଅ ଆଉ ପୁଅ ମାନେ ବୋଲି କୁହାଯାଉଛି |ତେବେ ଏକ ବଙ୍ଗଳା ଗୀତ ” କତ ଦିନ ପରେ ତୁମି ବୋଲି ” ରେ ଡାନ୍ସ କରିଛନ୍ତି ସେମାନେ |
ତେବେ ଡ଼ଙ୍ଗା ଟି ଚାଲୁଥିବା ସମୟରେ ଯୁବକ ଆଉ ଯୁବତୀ dj ର ତାଳେ ତାଳେ ପୁରା ପୁରି ଝୁମିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ସୁନ୍ଦର ଭାବରେ ଭାଇରାଲ ହେଉଥିବା ଏହି ଭଳି ଡାନ୍ସ କୁ ପୁରା ପୁରି ଏନଜୟ କରିବାକୁ ଲାଗିଛନ୍ତି ସେମାନେ | ଆଉ ନିଜେ ମଜା କରିଛନ୍ତି ଏହି ଡାନ୍ସ ରେ ଆଉ ଯିଏ ବି ଦେଖୁଛି ବୋଟ ଉପରେ ଏହି ଭଳି ଡାନ୍ସ ର ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।