Swastik Tv News Odisha

Malaika କିପରି Arbaaz khan ଙ୍କ ଭିତିରି ପ୍ରାଇଭେଟ ଭିଡ଼ିଓ ହେଉଛି ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। କଳାକାର ମାନଙ୍କର ଖାଇବା ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ଆଦି ଉପରେ ସାଧାରଣ ଲୋକ ମାନେ ଫଲୋ କରି ଥାଆନ୍ତି ଓ ଏଥି ସହିତ ସେ କେଉଁ ଭଳି ଭାବରେ ଜୀବନକୁ ଅତିବାହିତ କରି ଥାଆନ୍ତି, ତାହା ଉପରେ ମଧ୍ୟ ସାଧାରଣ ଲୋକ ମାନେ ନଜର ରଖି ଥାଆନ୍ତି।

ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ତେବେ ବନ୍ଧୁଗଣ ଅଭିନେତ୍ରୀ ମଳାଇକା ତାଙ୍କ ସ୍ୱାମୀ ଅରବାଜ ଖାନଙ୍କ ପ୍ରାଇଭେଟ ଭିଡ଼ିଓ ଭାଇରଲ ହେବାରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା। ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମଳାଇକା ଆରୋରାଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରି ଭାବରେ ବେଶ ଜଣାଶୁଣା ଅଟନ୍ତି। ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଆନ୍ତି।

ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ଅଭିନେତ୍ରୀ ମଳାଇକା ଆରୋର ତାଙ୍କ ସ୍ୱାମୀ ଅରବାଜ ଖାନଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଥିବେ। ବର୍ତ୍ତମାନ ସେ ଦୁଇ ଜଣଙ୍କୁ ନେଇ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ଟିଭିରେ ଆୟୋଜିତ ଏକ ଶୋ କୁ ଦୁଇ ଜଣ ଆସିଥିଲେ। ସେହି ଶୋ ରେ ଷ୍ଟେଜ ଉପରେ ଦୁହିଁଙ୍କ ଭିତରେ କିଛି ସମ୍ପର୍କ ନଥିବାର ଦେଖିବା ପାଇଁ ମିଳିଥିଲା। ଯେତେବେଳେ ସେମାନେ ଷ୍ଟେଜ ତଳକୁ ବସି ଥିଲେ, ସେହି ସମୟରେ ସେ ଦୁଇ ଜଣ କଥା ବାର୍ତା ମଧ୍ୟ ହୋଇ ନଥିଲେ।

ଏଥି ସହିତ ଅଭିନେତ୍ରୀଙ୍କ ସ୍ୱାମୀ ଯେତେବେଳେ ତାଙ୍କ ହାତକୁ ଧରିବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ସେ ଅଭିନେତ୍ରୀ ତାଙ୍କ ହାତକୁ ଘୁଞ୍ଚାଇ ନେଇ ଯାଇ ଥିଲେ। ଏମିତିକି ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହିତ କଥା ନହୋଇ ତାଙ୍କ ପାଖରେ ବସି ଥିବା ଅନ୍ୟ ଲୋକ ମାନଙ୍କ ସହିତ କଥା ହେଉଛନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.