True hero : Man rescues Mule from flood-swollen… ଗୋମାତାକୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଛାତିଥରା ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମେ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥାଉ | ଆଉ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ, ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଲୋକ ଜଣଙ୍କ ବନ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ଷା କରୁଛନ୍ତି ଏକ ଖଚର ର ଜୀବନ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପଯ୍ୟୟ କାରଣ ରୁ ଆମର ଅନେକ ଧନ ଜୀବନ ନଷ୍ଟ ହୋଇଥାଏ ଅନେକ ସମୟରେ |ଏହା ବ୍ୟତୀତ କୁହାଯାଇଥାଏ କି ସେହି ବନ୍ୟା ବାତ୍ୟା ଯୋଗୁଁ ଖାଲି ମଣିଷ ନୁହଁ ପଶୁ ପକ୍ଷୀ ମାନଙ୍କର ଜୀବନ ମଧ୍ୟ ଅନେକ ସମୟରେ ବିପଦ ରେ ପଡିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ତି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ବନ୍ୟା ସମୟରେ ଭାସି ଯାଉଥିବା ଗଧ ଟିକୁ ରକ୍ଷା କରିବା ପାଇଁ କେଉଁ ଭଳି ଭାବରେ ଲୋକ ଜଣଙ୍କ ତାଙ୍କର ସାହାସିକତା କୁ ଦେଖାଇବାକୁ ଲାଗିଛନ୍ତି |

ଆଉ ଏହି ଭଳି ବନ୍ୟା ଆସିଥିବାର ଦେଖିବାକୁ ମିଳିଥିଲା ହିମାଳୟ ର ଏକ ନଦୀ ରେ |ଆଉ ଯାହା କୁହାଯାଉଛି କି ନଦୀ ରେ ଆସିଥିବା ବନ୍ୟା ର ପ୍ରକୋପ ଏତେ ଅଧିକ ଥିଲା କି ଯିଏ କେହି ବି ସେହି ବନ୍ୟା ପାଣି ର ସ୍ରୋତ ରେ ଭାସି ଯିବାର ମଧ୍ୟ ସମ୍ଭାବନା ରହିଛି |ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ବନ୍ୟା ର ସୁଅ ରେ ଗଧ ତି ଭାସି ଯାଇଛି ଆଉ ପାଣି ସ୍ରୋତ ରେ ଯାଉଥିବା ସମୟରେ ଏକ କାଠ ରେ ଲାଗିକି ରହି ଯାଇଛି ଗଧ ଟି | ଆଉ ଯାହାକୁ ଦେଖିକି ଲୋକ ଜଣଙ୍କ ଗଧ ଟିକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛି |

ଯାହା କୁହାଯାଉଛି କି ବ୍ୟକ୍ତି ଜଣଙ୍କ ଗଧ ଟିର ଜୀବନ ରକ୍ଷା ପାଇକି ସେହି ପାଣି ସ୍ରୋତ ଭିତରକୁ ଯାଉଛି ଆଉ ଗଧ ର ବେକ ଲାଗି ଯାଇଥିବା ଦୌଡ଼ି କୁ ଖୋଲୁଛି | ଆଉ ତାହା ପରେ ଦୌଡ଼ି ରେ ବାନ୍ଧି ତାକୁ ଟାଣିବାକୁ ଲାଗୁଛନ୍ତି କିଛି ଲୋକ |ତାହା ସହିତ ଦେଖିବାକୁ ମିଳିଥିଲା କି ଗଧ ଟିର ଜୀବନ ମଧ୍ୟ ରକ୍ଷା କରିଛନ୍ତି ସେମାନେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ବ୍ୟକ୍ତି ଜଣଙ୍କର ସାହସ କୁ ଦେଖି ସମସ୍ତେ ପ୍ରସଂଶା କରିବାକୁ ଲାଗିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment