ମାର୍ଗଶିର ମାସ ଆସିଲେ ଓଡ଼ିଶାର ଘରେ ଘରେ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଏ।ହିନ୍ଦୁ ଧର୍ମ ଅନୁଯାୟୀ ମାର୍ଗଶିର ମାସ ର ମହତ୍ତ୍ଵ ଖୁବ୍ ଅଧିକ ରହିଛି।ଏହି ମାସରେ ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା ଯାଇଥାଏ। ଓଡ଼ିଶାର ଘରେ ଘରେ ମାଙ୍କ ଓଷା କରି ଘରର ମଙ୍ଗଳ ମନାସି ଏହି ବ୍ରତ ପାଳନ କରାଯାଇଥାଏ।ଭକ୍ତ ମାନେ ମା ଲକ୍ଷ୍ମୀଙ୍କୁ ବିଭିନ୍ନ ଉପାୟରେ ଆରାଧନା କରିଥାନ୍ତି। ତେବେ ଭଜନ କୀର୍ତ୍ତନ ଦ୍ଵାରା ମାଙ୍କ ଗୁଣଗାନ କରା ଯାଇ ମା ଲକ୍ଷ୍ମୀଙ୍କୁ ଆରାଧନା କରା ଯାଇଥାଏ। ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି। ଭଜନଟି ବେଶ୍ ମନଛୁଆଁ ହୋଇ ପାରିଛି। ଦର୍ଶକ ମାନଙ୍କୁ ଏହି ସୁନ୍ଦର୍ ଭଜନଟି ବେଶ ପସନ୍ଦ ଆସିଛି।
ଓଡ଼ିଶାର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଙ୍କ ନିର୍ଦ୍ଦେଶନାରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ଭଜନ ଟି ହେଉଛି ” ମଗୁଶିର ମାସ ଗୁରୁବାର ଦିନ ଯେଉଁ ଘରେ ଝୁଟି ପଡେନା ସେହି ଘରେ କେବେ ମା ଲକ୍ଷ୍ମୀଙ୍କ କରୁଣା ବରଷା ଝରେନା। ଯାଏ ସରି ସରି ସବୁ ସୁଖ ଶିରୀ ଯାଏ ସରି ସରି ସବୁ ସୁଖ ଶିରୀ ଅଭାବ ତ କେବେ ସରେନା, ମଗୁଶିର ମାସ ଗୁରୁବାର ଦିନ ଯେଉଁ ଘରେ ଝୁଟି ପଡେନା ଯେଉଁ ଘରେ ଝୁଟି ପଡେନା।” ଏହି ସୁନ୍ଦର୍ ଗୀତକୁ ଗାଇଛନ୍ତି କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟ।
ତେବେ ଆପଣ ମାନେ ଏହି କୁନି କଣ୍ଠଶିଳ୍ପୀଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ସିଦ୍ଧାର୍ଥ ଟିଭିର ଲୋକପ୍ରିୟ ରିଆଲିଟି ଶୋ ମୁଁ ବି ନମିତା ଅଗ୍ରୱାଲ ହେବି ର ୱିନର ହୋଇ ସାରା ଓଡିଶା ବାସୀଙ୍କ ଭଲ ପାଇବା ସାଉଁଟି ପାରିଥିଲେ ସୌମ୍ୟାଶ୍ରୀ। କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀଙ୍କ କଣ୍ଠରେ ରହିଛି ଏହି ଏକ ଭିନ୍ନ ଧରଣର ଯାଦୁ ଯିଏ ବି ତାଙ୍କର ଗୀତ ଥରେ ଶୁଣିବ ସିଏ ତାଙ୍କର ଫ୍ୟାନ ହୋଇଯିବ।
ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କର ଏହି ସୁନ୍ଦର୍ ଭଜନକୁ ଅତି ସୁନ୍ଦର୍ ଭାବେ ଗାଇଛନ୍ତି ସୌମ୍ୟାଶ୍ରୀ। ଯାହାକି ଦର୍ଶକ ମାନଙ୍କ ଦୃଦୟକୁ ଛୁଇଁ ପାରିଚି। ଦର୍ଶକ ମାନେ ଏହି ମନଛୁଆଁ ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ଆଉ ଏହା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ଏହି ମନଛୁଆଁ ଗୀତକୁ ଦେଖିଲେ ଜାଣି ପାରିବେ ଏହି ଗୀତଟି କେତେ ସୁନ୍ଦର୍ ହୋଇଛି। ଆଶା କରୁଛୁ ଆପଣମାନେ ଏହି ଭଜନଙ୍କୁ ନିଶ୍ଚିତ ଦେଖନ୍ତୁ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।