ବନ୍ଧୁମାନେ ଆପଣ ସମସ୍ତେ ମନ୍ଦାର ଫୁଲ କୁ ଜାଣିଛନ୍ତି, ତେବେ ଏହା ପରେ ସମସ୍ତ ଙ୍କ ଘରେ ରହିଥାଏ ।ତେବେ ନାଲି ମନ୍ଦାର ଯାହା ଦେଖିବାକୁ ଯେତିକି ସୁନ୍ଦର ଏହାର କାମ ବି ବହୁତ ଭଲ ।ତେବେ ଏହି ଫୁଲ କୁ ଆପଣ ଭଗବାନ ଙ୍କ ପାଖରେ ବିଶେଷ ଆଶୀର୍ବାଦ ପାଇ ପାରିବେ ଆଉ ଏହାର କିଛି ବ୍ୟବହାର ଅଛି ଯାହା ଆପଣଙ୍କ ର ଅନେକ ରୋଗ ଭଲ କରିବ ।ତେବେ ଏହି ଫୁଲ କୁ କେମିତି କଣ ବ୍ୟବହାର କରିବେ ଆସନ୍ତୁ ସେ ବିଷୟରେ ଜାଣିବା ।
1.ଯେତେବେଳେ ଆପଣ ଙ୍କର ପେଟ ବ୍ୟଥା ହେଇଥାଏ ସେତେବେଳେ ମନ୍ଦାର ଫୁଲ ଗଛର ଶୁଖିଲା ପତ୍ର କୁ ଆଣି ପାଣି ଭିଜେଇ ଦିଅନ୍ତୁ ।ଆଉ କିଛି ସମୟ ପରେ ସେହି ପାଣି ପିଇବା ମାତ୍ରେ ପେଟ ବ୍ୟଥା ସଂଗେ ସଂଗେ କମିଯିବ ।
2.ଆପଣଙ୍କ ର କୌଣସି ପ୍ରକାରର ଷ୍ଟୋନ ଜନିତ ଅସୁବିଧା ଥିଲେ ସେତେବେଳେ ମନ୍ଦାର ଫୁଲ ଗଛର ଶୁଖିଲା ପତ୍ର କୁ ଗୁଣ୍ଡ କରିନେବେ ।ଆଉ ଏବେ ସେହି ଗୁଣ୍ଡ କୁ ଗୋଟିଏ ଗ୍ଲାସ ପାଣିରେ ମିଶେଇ ଫୁଟେଇ ଦେବେ ।ଯେତେବେଳେ ସେହି ପାଣି ଫୁଟି ଅଧା ହେଇଯିବ ସେତେବେଳେ ପାଣି କୁ ଛାଣି ଚା ପରି ପିଇବେ ।ଆଉ ଏମିତି ସକାଳେ 9 ସନ୍ଧ୍ୟାରେ ଖାଲି ପେଟରେ ପିଇବାର 15 ଦିନ ଭିତରେ ଦେଖିବେ ଆପଣଙ୍କ ଷ୍ଟୋନ ବାହାରି ଯିବ ।
3.ଶରୀର ରେ ଆଇରନ ଅଭାବ ଯହିଲେ ଗୋଟିଏ ଗ୍ଲାସ ପାଣିରେ ମନ୍ଦାର ଫୁଲ କୁ ପକାଇ ଦିଅନ୍ତୁ ଆଉ କିଛି ସମୟ ପରେ ସେହି ପାଣିକୁ ପିଅନ୍ତୁ ।ଏମିତି କରିବା ପରେ ଆଇରଣ ବଡିବା ସହିତ ରକ୍ତ ବି ବଡ଼ିଥାଏ ।
4.ମୋଟାପା କମ କରିବା ପାଈଁ ମନ୍ଦାର ଫୁଲ ଖୁବ ଉପକାରୀ । ଯଦି ଆପଣ ମନ୍ଦାର ଫୁଲକୁ ଚାହା କରି ପିଉଛନ୍ତି ତାହେଲେ ଆପଣଂକୁ ଭୋକ ଲାଗି ନଥାଏ ତେଣୁ ଆପଣଙ୍କ ଓଜନ କମିବା ଆରମ୍ଭ ହୁଏ ।
ମନ୍ଦାର ଫୁଲ କୁ ନେଇ କିଛି ଧାର୍ମିକ ମତ ମଧ୍ୟ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା ….
-ଯଦି ଆପଣ ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ଚାହୁଁଛନ୍ତି ତାହେଲେ ମାଆ ଦୁର୍ଗା ଙ୍କୁ ନାଲି ମନ୍ଦାର ନିହାତି ଅର୍ପଣ କରନ୍ତୁ ।ଦେଖିବେ ଆପଣଙ୍କ ଜୀବନରେ କୌଣସି ଅଭାବ ରହିବ ନାହିଁ ।
-ଯଦି କେହି ବ୍ୟକ୍ତିଙ୍କ ଜୀବନରେ ମଙ୍ଗଳ ଦଶା ପଡିଛି ଯେଉଁଥି ପାଇଁ ତାଙ୍କୁ ଅନେକ ଅସୁବିଧା ସହିବାକୁ ହେଉଛି ତାହେଲେ ସେହି ବ୍ୟକ୍ତି ଘରେ ନିହାତି ମନ୍ଦାର ଗଛ ଲଗାନ୍ତୁ ।ଏହାବ୍ୟତୀତ ଆପଣ ଗୋଟିଏ ମନ୍ଦାର ଫୁଲ କୁ ପ୍ରତ୍ୟେକ ଦିନ ହନୁମାନ ପାଖରେ ଆର୍ପଣ କରନ୍ତୁ ।ତେବେ ଫୁଲ ଅର୍ପଣ ବେଳେ ରାମ ଙ୍କୁ ମନରେ ଧ୍ୟାନ କରିବେ ଆଉ ଏମିତି 3 ମାସ କଲା ପରେ ଆପଣ ର ମଙ୍ଗଳା ଦଶା ଦୂର ହୁଏ ।
-ଯଦି ମାତା ଲକ୍ଷ୍ମୀ ଙ୍କ ପାଖରୁ କିଛି ବିଶେଷ ଆଶା କରୁଛନ୍ତି ତାହେଲେ ଶୁକ୍ରବାର ଦିନ 21 ଟି ମନ୍ଦାର ଫୁଲର ମାଳ ଦିଅନ୍ତୁ ଆଉ ସଂଧ୍ୟା ସମୟରେ ଘିଅର ଦୀପ ଜଳାଇ ନିଜ ମନସ୍କାମନା କୁହନ୍ତୁ ।ଏମିତି କଲେ ଦେଖିବେ ଆପଣ ଙ୍କ ଇଚ୍ଛା ଖୁବ ଜଲଦି ପୂରଣ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।