ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ମହାବୀର ହନୁମାନ ନିଜର ଭକ୍ତ ପାଇଁ ସର୍ବଦା ତାଙ୍କର କୃପା ବର୍ଷି ଥାନ୍ତି, ଆପଣ ଜାଣିଥିବେ ନିଶ୍ଚିତ ଯେ ମହାବୀର ହନୁମାନଙ୍କ ପ୍ରିୟ ବାର ହେଉଛି ମଙ୍ଗଳବାର ଏହି ଦିନ ଆପଣ ଯଦି ଭକ୍ତି ସହକାରେ ହନୁମାନଙ୍କ ପୂଜା କରିବା ସହିତ ମନର ଦୁଃଖ ଜାଣନ୍ତି ତେବେ ସେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ କରିଥାନ୍ତି|ମୁଁ ଆଜି ଆପଣକୁ ମହାବୀର ହନୁମାନଙ୍କ ପ୍ରିୟ ବାରରେ କଣ କଲେ ହନୁମାନ ଆପଣ ଉପରେ ଖୁସି ହେବା ସହିତ ତାଙ୍କର କୃପା ବାର୍ଷିଥାନ୍ତି ସେ ବିଷୟରେ ସମ୍ପୂର୍ଣ କଥା ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ମଙ୍ଗଳବାର ଦିନ କଣ କରିବା ଉଚିତ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1:-ମଙ୍ଗଳବାର ଦିନ ଆପଣ ଅଳ୍ପ ଲୁଣ ଖାଆନ୍ତୁ ନଖାଇଲେ ଆହୁରି ଭଲ ହୋଇଥାଏ, ଆପଣ ଏହି ଦିନ ମାଛ ମାଂସ ମଧ୍ୟ ଖାଆନ୍ତୁ ନାହିଁ କାରଣ ଏହି ଦିନ ହନୁମାନ ମହାରାଜାଙ୍କ ପ୍ରିୟ ହୋଇଥାଏ |
2:-ଏହି ଦିନ କାହାକୁ କରଜ ଦିଅନ୍ତୁ ନାହିଁ କାରଣ ଏହି ଟଙ୍କା ଆପଣ ବିଳମ୍ବରେ ପ୍ରାପ୍ତ କରିବେ, ଏହା ସହିତ ଆପଣ କାହା ଉପରେ କ୍ରୋଧ ମଧ୍ୟ କରନ୍ତୁ ନାହିଁ କାରଣ ହନୁମାନ ମହାରାଜା ଆପଣଙ୍କ ଉପରେ ରୋଷ କରିବେ ତେଣୁ ଆପଣ ଏହି ଦିନ ଏପରି ଭୁଲ କରନ୍ତୁ ନାହିଁ |
3:-ଆପଣ ଏହି ଦିନ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ୱନ୍ଧ ରଖନ୍ତୁ ନାହିଁ କାରଣ ଆଗକୁ ଆସିବାକୁ ଥିବା ସନ୍ତାନ ନପୁସଙ୍ଗ ହୋଇପାରେ, ଏହା ସହିତ ଆପଣ ଏହି ଦିନ ଭୁଲରେ ମଧ୍ୟ ଛୁରୀ କିଣନ୍ତୁ ନାହିଁ ଏହା ଦ୍ଵାରା ଧନ ହାନି ହୋଇଥାଏ |
4:-ଏହି ମଙ୍ଗଳବାର ଦିନ ଯଦି ସକାଳ ଗାଧୋଇ ସାରି କୌଣସି ଗରିବ ଲୋକଙ୍କୁ ଦାନ କରନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହେବା ସହିତ ହନୁମାନ ମହାରାଜାଙ୍କ ଅପାର କୃପା ପ୍ରାପ୍ତ କରିଥାନ୍ତି |ଏହିଦିନ ଯଦି ଆପଣ କାହାକୁ ଗୁଡ଼ ଦାନ କରୁଛନ୍ତି ତେବେ ଆପଣ ଧନ ପ୍ରାପ୍ତ କରିବେ ନିଶ୍ଚିତ |
5:-ଏହିଦିନ ଆପଣ ଯଦି ମ୍ୟାଚିଶର ଦାନ କରନ୍ତି ତେବେ ଆପଣଙ୍କ ଘରୁ ମକାରାତ୍ମକ ଶକ୍ତିର ଲୀନ ହେବ, ଆପଣ ଏହିଦିନ ଗରୁ ଦାନ କଲେ ଆପଣଙ୍କୁ କୋଟି ପୁଣ୍ୟ ପ୍ରାପ୍ତ ହୋଇଥାଏ |
6:-ମଶୁରି ଡାଲି ଏହିଦିନ କାହାକୁ ଯଦି ଦାନ କରନ୍ତି ତେବେ ଆପଣଙ୍କ ବିବାହ ଜନିତ ସମସ୍ୟା ଦୂର ହେବା ସହିତ ବାହା ହେବାର ରାଶି ଖୋଲିଯିବ,ଏହି ଦିନ ଆପଣ ଲାଲ ରଙ୍ଗର ମନ୍ଦାର ଦେଇ ନିଜର ମନ କଥା ଜଣେଇବା ଦ୍ଵାରା ହନୁମାନ ଆପଣଙ୍କ ମନସ୍କାମନା ପୂରଣ ନିଶ୍ଚିତ କରିବେ |
7:-ଯଦି ଆପଣ ମଙ୍ଗଳବାର ଦିନ ହନୁମାନ ମହାରାଜାଙ୍କ ପୂଜା କରନ୍ତି ତେବେ ଆପଣଙ୍କ ଦୁଃଖ ଶୁଣିବା ସହିତ ଆପଣଙ୍କ ଘରର ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାନ୍ତି |
8:-ମଙ୍ଗଳବାର ଦିନ ଆପଣ ହନୁମାନଙ୍କ ପାଖରେ ଲଡ଼ୁ ଭୋଗ ଲଗାଇବା ଦ୍ଵାରା ଆପଣଙ୍କ ମଂଗଳ ଦୋଷ କଟିଥାଏ ଏବଂ ଆପଣଙ୍କ ଦୁଃଖ ମଧ୍ୟ ଦୂର ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।