ମଣିଷ ଭଳି ହସୁଛି ଶୁଆ… ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ହୋଇଥାନ୍ତି | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |

ଯେମିତିକି ଆପଣମାନେ ଜାଣିଛନ୍ତି ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ସେଥିପାଇଁ ସେମାନେ କିଛି ପକ୍ଷୀ ଙ୍କୁ ନିଜ ଘରେ ପୋଷା ମନାଇ ରଖିଥାନ୍ତି | ଠିକ ସେହିପରି ଏକ ପୋଷା ପକ୍ଷୀ ର ଭିଡ଼ିଓ ଏବେ ସୋସିଆଲରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଦେଖା ଯାଇଛି | ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିବେନି | ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖା ଯାଉଛି ତାହା ହେଉଛି ଏକ ଶୁଆ ର ବୋଲି ଦେଖିବାକୁ ମିଳିଛି |

ଆପଣ ମାନେ ଜାଣିଥିବେ ଦୁନିଆରେ ବହୁତ ପକ୍ଷୀ ଅଛି ଯିଏ କି ମଣିଷର କଥା ଠୁ ଆରମ୍ଭ କରି ହସ ପର୍ଯ୍ୟନ୍ତ ଅବିକଳ ନକଲ କରି କହିଥାଏ | ଠିକ ସେହିପରି ଏକ ଶୁଆ ମହିଳା ଙ୍କ ହସ ପରି ଅବିକଳ ନକଲ କରି ହସୁଛି | ଯାହାକୁ ସାଧାରଣ ଲୋକ ଶୁଣିଲେ ବିଶ୍ୱାସ କରିବେନି ଯେ ଏ ମଣିଷ କି ପକ୍ଷୀ | ତେବେ ଏମିତି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ଆମେରିକା ର କାଲିଫୋର୍ନିଆ ଅଞ୍ଚଳରେ | ଯାହାକୁ ସେହି ଅଞ୍ଚଳର ଜଣେ ବାସିନ୍ଦା ନିଜ ଘରେ ପୋଷା ମନାଇ ରଖିଛନ୍ତି ବୋଲି ସୂଚନା ରହିଛି |

ଆଉ ସାଧାରଣତଃ ଶୁଆ ମାନେ କଥା କହିଥାନ୍ତି କିନ୍ତୁ ଅବିକଳ ଭାବରେ ମହିଳା ଙ୍କର କଥା କୁ ନକଲ କରିବାର କଥା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି, ଆଉ ଯାହାକୁ ଦେଖିବା ପରେ ସମସ୍ତେ ବେଶ ଖୁସି ହେଇଛନ୍ତି |ତାହାଲେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment